-+91-9937148622 |

prerana_bgr@rediffmail.com |

  Saturday 4th February 2023 |

| | | |

R.N.I. Regd No. ODIODI/2010/46693

Breaking News

ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର -ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ - କ୍ରେତା ବିକ୍ରେତାଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ -ସୁରକ୍ଷିତ ନୁହେଁ ବଜାର ପରିସର   (04-Feb-2023)       ||      ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)    (04-Feb-2023)       ||      ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର ।   (04-Feb-2023)       ||      ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଫଳତା   (04-Feb-2023)       ||      ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ   (03-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ   (03-Feb-2023)       ||      ଖୋରଧା ରେ ହେବ ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ   (03-Feb-2023)       ||      ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...   (03-Feb-2023)       ||      ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ    (03-Feb-2023)       ||      ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-   (03-Feb-2023)       ||      PSO ଫେରାଇଲେ ଜୟ ନାରାୟଣ ମିଶ୍ର,   (03-Feb-2023)       ||      ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ   (03-Feb-2023)       ||      ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ପାଇଁ ଶୁଭଖମ୍ବ ସ୍ଥାପନ   (03-Feb-2023)       ||      ପାପକ୍ଷୟ ମହୋତ୍ସବ ୨ୟ ସନ୍ଧ୍ୟା(ବଲାଙ୍ଗିରର ପଞ୍ଚମ ଆର ସମ୍ବଲପୁରର ନଟରାଜ କଳା ପରିଷଦ ଲୋକନୃତ୍ୟରେ ଝୁମିଲେ ଦର୍ଶକ)     (03-Feb-2023)       ||      ମା ମାହେଶ୍ବରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ   (03-Feb-2023)       ||      ପୌର ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ଦୁର୍ବ୍ୟବହାର ପ୍ରତିବାଦ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅଫିସ ଘେରାଉ   (03-Feb-2023)       ||      ଫେବୃଆରୀ  ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯକ୍ରମ  ଧାର୍ଯ୍ୟ   (02-Feb-2023)       ||      ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (02-Feb-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟ ଓ ମଥୁରା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସଭା ପାଳିତ।   (02-Feb-2023)       ||      ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ    (01-Feb-2023)       ||     

HOME   ଜିଲ୍ଲା

ସାବଧାନ! ହାତୀ ବୁଲୁଛି, ଘର ଭାଙ୍ଗୁଛି ନାକଟିଦେଉଳ ଅଂଚଳରେ ଆତଙ୍କ ଚଳାଇଛି କନ୍ଦର୍ପ ବେହେରା

24-Jan-2023



ନାକଟିଦେଉଳ(କନ୍ଦର୍ପ ବେହେରା) କିଛିଦିନ ହେଲା ନାକଟିଦେଉଳ ବ୍ଲକ୍ ଅଂଳରେ ଏକ ଦନ୍ତା ହାତୀ ଆତଙ୍କ ଚଳାଇଥିଲେ ମଧ୍ୟ ବନବିଭାଗ ତାକୁ ଘଉଡାଇବାରେ ବିଫଳ ହୋଇଛି ା

ପ୍ରକାଶ ଯେ,ଏକ ଦନ୍ତା ହାତୀ କିଛି ଦିନ ହେଲା ନାକଟିଦେଉଳ ,ରେଢ଼ାଖୋଲ,ଗିରିଶ୍ଚନ୍ଦ୍ରପୁର ରେଞ ଅଂଚଳରେ ଥିବା ଗାଁ ମାନଙ୍କୁ ଆସି ଘର ଭାଙ୍ଗିବା ସହ ଘର ଭିତରୁ ଧାନ ବସ୍ତା ଟେକି ନେଉଥିବା ଜଣା ପଡ଼ିଛି ା 
ଗତକାଲି ଗିରିଶ୍ଚନ୍ଦ୍ରପୁର ରେଞ ଅଧିନସ୍ଥ ବ୍ରହ୍ମଣୀପାଲି ଗ୍ରାମର ଭରତ ଶବରଙ୍କ ଘର ଭାଙ୍ଗି ନାରଖାର କରିଦେଇଥିବା ଜଣା ପଡିଛି ା ନାକଟିଦେଉଳ ତହସିଲ୍ଦାର କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଘର ଛପର ପାଇଁ ପୋଲିଥିନ୍ ପଠାଇଥିବା ବେଳେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ ଚାଉଳର ବ୍ୟବସ୍ଥା କରିଥିବା ଜଣାପଡ଼ିଛି ା ଗ୍ରାମରେ ଥିବା ବନସୁରକ୍ଷା ସମିତିର ସଭ୍ୟମାନେ ଘର ତିଆରୀ କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ା ସେଇ ଦନ୍ତା ହାତୀଟି ଲୋକମାନଙ୍କର ଘର ଦ୍ବାର ଭାଙ୍ଗୀ ଦେଉଥିବା ବେଳେ ତାକୁ ଘଉଡାଇବାରେ ବନବିଭାଗ ନାକେଦମ୍ ହୋଇପଡ଼ିଥିବା ସୂଚନା ମିଳିଛି ା


News Comment




Photo in News

Advertisment
Lastest News
  ଜିଲ୍ଲା  
ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର -ମାସକୁ ଲକ୍ଷାଧିକ ଟଙ୍କା ବଟି ଆଦାୟ - କ୍ରେତା ବିକ୍ରେତାଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ -ସୁରକ୍ଷିତ ନୁହେଁ ବଜାର ପରିସର   04-Feb-2023
  ଜିଲ୍ଲା  
ପାପକ୍ଷୟ ମହୋତ୍ସବ ୩ୟ ସନ୍ଧ୍ୟା,ପର୍ଯ୍ୟଟନ ସ୍ଥଳୀ ର ବିକାଶ,ଡାକ୍ତର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଓ ୫ଟି ଙ୍କ ଠାରେ ଦାବି କରିବି - ସୁର (ଭବାନୀପାଟଣାର ନୃତ୍ୟାଙ୍ଗନା ଓ ସମ୍ବଲପୁରର ଲହରୀରେ ଦର୍ଶକ ମତୁଆଲ)   04-Feb-2023
  ଜିଲ୍ଲା  
ଅପରିଷ୍କାର ଘେରରେ ବୀରମହାରାଜପୁର ଦୈନିକ ପରିବା ବଜାର ।   04-Feb-2023
  ଜିଲ୍ଲା  
୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଫଳତା   04-Feb-2023
  ଜିଲ୍ଲା  
ଲୋଇସିଂହା ଓମେନ୍ସ ଫାର୍ମର ସର୍ଭିସେସ ପ୍ରଡୁସର କମ୍ପାନୀ ଲିମିଟେଡ଼ର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ   03-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ – ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷ ର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ   03-Feb-2023
  ଜିଲ୍ଲା  
ଖୋରଧା ରେ ହେବ ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ   03-Feb-2023
  ରାଜ୍ୟ  
ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...   03-Feb-2023
  ରାଜ୍ୟ  
ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍‌ଘାଟିତ ହେଲା ଭର୍ଚୁଆଲ ହାଇକୋର୍ଟ    03-Feb-2023
  ଜିଲ୍ଲା  
ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-   03-Feb-2023
  ଜିଲ୍ଲା  
PSO ଫେରାଇଲେ ଜୟ ନାରାୟଣ ମିଶ୍ର,   03-Feb-2023
  ଜିଲ୍ଲା  
ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ   03-Feb-2023

You Might Also Like