-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
25-Jan-2023
ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟ ଭାଜପାର ଆହ୍ବାନ କ୍ରମେ ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟି ତରଫରୁ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ
ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ରରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚୟନ କରାଯାଇ ଆବାସ ପ୍ରଦାନ କରାଯାଉ। ଏହି ଦାବୀପତ୍ର ପ୍ରଦାନ ବେଳେ ଭାଜପାର ଜିଲ୍ଲା ସାଧାରଣ ସଂପାଦକ ମୁକେଶ କୁମାର ଜୈନ, ବରିଷ୍ଠ ନେତା ମହେନ୍ଦ୍ର ଠାକୁର, ନରସିଂହ ସିଂହ, ଜିବର୍ଦ୍ଧନ ଖର୍ସେଲ, ଶୁଶାନ୍ତ ବନଛୋର, ନିମେଇ ବେହେରା, ବିପିନ ଠାକୁର, ଆଶିଷ ସାହୁ ଆଦି ବହୁ କର୍ମୀ ଉପସ୍ଥିତ ଥିଲେ।