-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
09-Aug-2025
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର)
ସକାଳ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଡାବୁଗାଁ ଅଞ୍ଚଳ
ପବିତ୍ର ରକ୍ଷୀପୂର୍ଣ୍ଣାମା ପାଇଁ। ଡାବୁଗାଁ ଅଞ୍ଚଳରେ ସକାଳ ଠାରୁ ଭଉଣୀ ଭାଇର ଦୀର୍ଘାୟୁ କାମନା କରି ବନ୍ଧୁଛି ରାକ୍ଷୀ,ରକ୍ଷୀପୂର୍ଣ୍ଣା ପାଇଁ ସ୍ଥାନୀୟ ଅଞ୍ଚଳ
ଉତ୍ସବମୁଖର ହୋଇ ପଡିଛି।
ହିନ୍ଦୁ ଧର୍ମରେ ମାନ୍ୟତା ଅଛି ଭଉଣୀର ସୁରକ୍ଷା ପାଇଁ ଭଉଣୀ ବାନ୍ଧି ଥାଏ ରାକ୍ଷୀ ।ବିଶ୍ବାସ ରହିଛି ଆଜିର ଦିନରେ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିବା ଫଳରେ ଭାଇର ଦୀର୍ଘାୟୁ ହେଇଥାଏ।ରାକ୍ଷୀ ପୂର୍ଣ୍ଣିମା ପାଇଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ୍ୟ ଗହଳି ପରିଲକ୍ଷିତ ହୋଇଛି ରାକ୍ଷୀ ଦୋକାନ ଏବଂ ମିଠା ଦୋକାନ ରେ ଜମୁଛି ଭିଡ଼।