-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କୁ ଭେଟିଲେ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ଜଣାଇଲେ ଓଡ଼ିଶା ସାମ୍ୱାଦିକ ସଂଘ: ଅନୁଷ୍ଠାନ ଓ ଦାବୀ ବି ଅନେକ କିନ୍ତୁ ସବୁ ମତ ଏକ*- *ଜିଲ୍ଲାପାଳ*

04-Aug-2025



ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଡଃ ନୃପରାଜ ସାହୁଙ୍କୁ ଜିଲ୍ଲାପାଳଙ୍କ ବାସଭବନ ଅଫିସରେ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା କର୍ମକର୍ତ୍ତା l ସଂଘର କିଛି ସ୍ମୃତି ଫଳକ ପ୍ରଦାନ କରି ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ସଂସ୍କୃତି ଓ ପର୍ଯ୍ୟଟନ, ଗମନାଗମନ, ଜଳସେଚନ, ରାଜସ୍ବ, ପରିବେଶ ଓ ପରିମଳ ସମସ୍ୟା ସମାଧାନ ସହ ଦୁଇ ଗୋଟି ଅସ୍ଥାୟୀ ଯାତ୍ରୀ ବିଶ୍ରାମଗାର ବସଷ୍ଟାଣ୍ଡ ଓ ବ୍ଲକ୍ ଛକ ଠାରେ ନିର୍ମାଣ, ଆଲୋକି କରଣ, ଯାତ୍ରୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚାରିପାର୍ଶ୍ୱରେ ହୋଡ଼ିଂ ଓ ଷ୍ଟ୍ରିଟ ଟଏଲେଟ୍ ନିର୍ମାଣ, ପ୍ରାଚୀନ ଓ ଅବହେଳିତ ମନ୍ଦିର ଓ ପଞ୍ଚବଟି ଉଦ୍ୟାନର ପୁନରୁଦ୍ଧାର, ଗୋ-ସୁରକ୍ଷା ଓ ଦେବୋତ୍ତର ବିଭାଗକୁ ସକ୍ରିୟ କରିବା ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ ଓ ଅନେକ ଗୁଡ଼ିଏ ପ୍ରସ୍ତାବ ଆଗତ କରିଥିଲେ l ଯଥା ସହରର କ୍ରମବର୍ଦ୍ଧିଷ୍ଣୁ ବଲାଙ୍ଗୀର ରାସ୍ତାରେ ଝିଙ୍କିଟିକ୍ରା ପର୍ଯ୍ୟନ୍ତ ଏବଂ ବିନିକା ରାସ୍ତାରେ କେନ୍ଦ୍ରୀୟ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଷ୍ଟ୍ରୀଟଲାଇଟ ବ୍ୟବସ୍ଥା, ନୂଆଁ ମେଡିକାଲରେ ରୋଗୀ ଙ୍କୁ ଡାକ୍ତର ଏବଂ କର୍ମଚାରୀ ଙ୍କ ବ୍ୟବହାରରେ ସୁଧାର ଆଣିବା,  ଦୁର୍ବ୍ୟବହାର ଦେଖାଇଥିବା ସମ୍ବେଦନଶୀଳ ଘଟଣାରେ ଡାକ୍ତର ଙ୍କ ଉପରେ ଆକ୍ସନ ନେବାକୁ ଓ  ମେଡିକାଲରେ ଏକ ଅସ୍ଥାୟୀ ପୋଲିସ ଫାଣ୍ଡି ସ୍ଥାପନ ସହ ସିସିଟିଭି ଗୁଡ଼ିକୁ ତୁରନ୍ତ କାର୍ଯ୍ଯକ୍ଷମ କରି ରୋଗୀଙ୍କ ଯାନବାହନ ଓ ଧନଜୀଵନ ସୁରକ୍ଷା, ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି, ପ୍ରାଚୀନ କାଳରୁ ଚାଲି ଆସିଥିବା ବିଶ୍ୱ ପ୍ରସିଦ୍ଧ ମହାବଳୀ ଯାତ୍ରାକୁ ଗୁରୁତ୍ଵ ଦେବା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି, ସୁରକ୍ଷା, ପରିବେଶ ଓ ଶିକ୍ଷକ ନିଯୁକ୍ତି, ଝିଙ୍କିଟିକ୍ରା ସ୍ଥିତ ପଞ୍ଚବଟି ମେଗା ପ୍ରକଳ୍ପକୁ ପୁନଃ ଉଦ୍ଧାର ସହ ପରିଚାଳନା ଦାୟିତ୍ବରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଘୋଟାଲା ର ତଦନ୍ତ, ରାଜା ଉଆସ ନିକଟରେ ସହରର ଅଷ୍ଟ ଶମ୍ଭୁ ଦେବତା ମଧ୍ୟରେ ଲୁକ୍କାୟିତ ଓ ଅପୂଜା ଅବସ୍ଥାରେ ପଡ଼ିଥିବା ପ୍ରାଚୀନ ମନ୍ଦିର ରୁଦ୍ରନାଥ, ସିଦ୍ଧେଶ୍ୱର ଓ ବାଲୁଙ୍କେଶ୍ୱର ସମେତ ସୋନପୁର ବ୍ଳକ ଅନ୍ତର୍ଗତ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ବୈଦ୍ୟନାଥର ପ୍ରସିଦ୍ଧ କୋଶୋଳେଶ୍ୱର୍ ଶୈବପୀଠର ପୁନଃରୁଦ୍ଧାର ଓ ବୀରମହାରାଜପୁର ଗୋଧେନେଶ୍ୱର ଶୈବପୀଠ ର ଯତ୍ନ, ଅଙ୍ଗ କେନାଲ ସମ୍ପ୍ରସାରଣକୁ ତ୍ବରାନ୍ବିତ କରିବା,  ହାଇଟେକ ସର୍ଭେକୁ ଶୀଘ୍ର ସାରି ଲୋକଙ୍କୁ ଶୀଘ୍ର ଜମିପଟ୍ଟା ପ୍ରଦାନ ଓ ଦେବୋତ୍ତର ବିଭାଗ କୁ ସକ୍ରିୟ କରି ମନ୍ଦିରମାଳିନୀ ସହରର ଗାରିମା ବୃଦ୍ଧି କରିବା ଆଦି ଦାବୀ ଉପସ୍ଥାପନା କରିଥିଲେ ଉକ୍ତ ସଂଘ କର୍ମକର୍ତ୍ତା l ଜିଲ୍ଲାପାଳ ଡଃ ସାହୁ ମଧ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୁତି ଦେଇ ଥିଲେ l ଏଠାକାର ଲୋକଙ୍କ ଚାଲିଚଳଣ ବ୍ୟବହାର ପରିବେଶରେ  ସେ ଖୁସି ବୋଲି ମତ ରଖି ଶହେରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଉତ୍କଣ୍ଠାର ସହ ଏଠି ମୋତେ ସ୍ୱାଗତ କରି "ଦାବୀ କରି ଥିଲେ ଅନେକ କିନ୍ତୁ ମତ ଏକ" ବୋଲି ଲୋକଙ୍କ ଉତ୍ସାହ ଏକତାକୁ ପ୍ରଶଂସା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମିଶ୍ର, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପସଭାପତି ରତନ ପଟ୍ଟନାୟକ , ସମ୍ପାଦକ ମହାଦେବ ମଲ୍ଲିକ, ସାମ୍ୱାଦିକ ସୁବାଷ ଚରଣ ପଣ୍ଡା ସାମିଲ୍ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା