-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
25-May-2025
(ଡୋଲେଶ୍ୱର ବାଗ)
ଖଡିଆଳ ବ୍ଲକ ଅନ୍ତର୍ଗତ ବଡପୋଲ ନିକଟରେ ଉମାକାନ୍ତ ରାଉତ ଘର ନିକଟରେ ଅଜଗର ସାପ ଉଦ୍ଧାର କରିଛନ୍ତି। ଆଜି ତାଙ୍କ ଜମିରେ ଧାନ ଫସଲ ଅମଳ କରିବା କୁ ଏକ ଅତ୍ୟାଧୁନିକ ମେସିନ ଦ୍ବାରା ଧାନ କଟା ଯାଉଥିବା ବେଳେ ଅଜଗର ସାପ ତାଙ୍କ ଜମି ନିକଟରେ ଦେଖା ଯାଇଥିଲା। ତାକୁ ଉଦ୍ଧାର ଦଳ ଆସିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପରିବାର ଜଗି ରହିଥିଲେ। ବନ୍ ବିଭାଗ ପକ୍ଷ ରୁ ସାପ କୁ ଉଦ୍ଧାର କରିବାକୁ ଆସିଥିଲେ। ସାପ ର ଲମ୍ବ ୧୧ ଫୁଟ ହୋଇଥିବା ବେଳେ ୭ କେଜି ରୁ ଉର୍ଦ୍ଧ ହେବ। ଉଦ୍ଧାର ଅଜଗର ସାପକୁ ନେଇ ବନ୍ ବିଭାଗ ନିକଟସ୍ଥ ଜଙ୍ଗଳ ରେ ଛାଡ଼ିବାକୁ ନେଇଛନ୍ତି।