-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ରାୟଗଡା ପୋଲିସର ପାତରଅନ୍ତର ନୀତିକୁ ନେଇ ଜିଲା ଟ୍ରକ ମାଲିକ ସଂଘର ପ୍ରତିବାଦ ଓ ଥାନା ସାମ୍ନାରେ ଧାରଣା ପ୍ରଦର୍ଶନ

01-Apr-2025



ରାୟଗଡ଼ା : ରାୟଗଡା ପୋଲିସର ପାତରଅନ୍ତର ନୀତିକୁ ନେଇ ଜିଲ୍ଲା ଟ୍ରକ ମାଲିକ ସଂଘର ପ୍ରତିବାଦ ଓ ଥାନା ସାମ୍ନାରେ ଧାରଣା, ରାସ୍ତା ଉପରେ ଅଟକି ରହିଥିଲା ଶହ ଶହ ଟ୍ରକ୍। ଆନ୍ଧ୍ରକୁ ଯିବା ରାସ୍ତା ଅବରୋଧ ହୋଇଥିବାରୁ ବ୍ୟବସାୟ ବାଣିଜ୍ୟ ଉଦ୍ଦେଶ୍ୟରେ ଯିବା ଆସିବା କରିବା ଅନେକ ଗାଡ଼ି ରାସ୍ତା ଉପରେ ଦିର୍ଘ ସମୟ ଧରି ଅଟକି ରହିଥିଲା। ରାୟଗଡାର ଟ୍ରକ ମାଲିକ ସଂଘର ସଭାପତି ଭେଙ୍କେଟେଶ୍ବର ରାଓ ଓରଫ୍ କୋଣ୍ଡା ବାବୁଙ୍କ ଡ୍ରାଇଭରକୁ ରାୟଗଡା ଟାଉନ୍ ଥାନା ପୁଲିସ ଏକ ମାମଲାରେ ଗିରଫ କରିବା ନେଇ ଏହି ରାସ୍ତାରୋକ ହୋଇଥିଲା।  ଗିରଫ୍ ଡ୍ରାଇଭର ହେଲେ ୟୁ.ଗୈରୀଶଙ୍କର। ଏହାର ପ୍ରତିବାଦରେ ଶତାଧିକ ଲୋକ ଟାଉନ୍ ଥାନାକୁ ଘେରାଉ କରିବା ସହ ଭିକ୍ଷଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଡ୍ରାଇଭରNଙ୍କ ନାମରେ ଥିଲା ଜାମିନ ବିହୀନ ଗିରଫ୍ ପରୱାନା।  ଭୋର ସକାଳୁ ଗୈରୀଶଙ୍କର ନାମକ ଡ଼୍ରାଇଭର କୁ ପୁଲିସ ଗିରଫ କରିବା ପରେ କୋଣ୍ଡା ବାବୁଙ୍କ ସମର୍ଥକ ମାନେ ଥାନା ଆଗରେ ଖଲାସ ପାଇଁ ଅଡି ବସିଥିଲେ। ଅନ୍ୟପକ୍ଷେ ଜିଲା ବିଜେଡ଼ି ସଭାପତି ଏନ୍. ଭାଷ୍କର ରାଓଙ୍କ ବିରୋଧରେ ମାଓବାଦୀଙ୍କ ସହିତ ସମ୍ପର୍କ ଥିବା ଓ ଜାତିଆଣ ମାମଲା ରହିଛି।  କିନ୍ତୁ, ତାଙ୍କୁ ଗିରଫ ନକରି ପୁଣି ସୁରକ୍ଷା ଯୋଗାଉଛି ପୁଲିସ୍। ମାତ୍ର ସଧାରଣ ଡ୍ରାଇଭରଙ୍କୁ ଅମାନୁଷିକ ଭାବେ ଟଣା ଓଟରା କରି ଗିରଫ କରିଛି ବୋଲି ଟ୍ରକ ମାଲିକ ସଂଘର ସଭାପତି ୱାୟି ଭେଙ୍କେଟେଶ୍ବର ରାଓ ଓରଫ୍ କୋଣ୍ଡାବାବୁ ଅଭିଯୋଗ କରିଛନ୍ତି। ଧନୀ ଲୋକଙ୍କ ପାଇଁ ଅଲଗା ଆଇନ, ଗରୀବ ଙ୍କ ପାଇଁ ଅଲଗା ଆଇନ୍ କି ବୋଲି ପ୍ରଶ୍ନ କରିଛନ୍ତି କଣ୍ଡାବାବୁ। ଏଥିସହ ଭାସ୍କର ରାଓ ବହୁତ୍ ବଡ଼ ଭୁଲ୍ କରିଛନ୍ତି। ତାଙ୍କୁ ପୁଲିସ୍ ଛୁଇଁ ମଧ୍ୟ ପାରୁନି କାହିଁକି

ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ଡ୍ରାଇଭରକୁ ଛଡାଯିବ ଓ ଭାଷ୍କର ରାଓଙ୍କ ଗିରଫ କରାଯିବା ପରେ ସମାଧାନ ହେବ ବୋଲି ସେ ଶୁଣାଇ ଇଛନ୍ତି। ରାସ୍ତାରେ ଧାରଣା ଦେବା ଫଳରେ ରାସ୍ତା ଜାମ୍ ହୋଇ ଗାଡି ଚଳାଚଳ ବାଧାପ୍ରପ୍ତ ହୋଇଥିଲା। ରାଞ୍ଚି ବିଜୟୱାଡା କରିଡର ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଚାରି ଚକିଆ ଯାନ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଥିଲା । ଅନ୍ଯପଟେ ରାସ୍ତା ଜାମ୍ ଥିବା ଯୋଗୁଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ କୈଣସି ଆମ୍ବୁଲାନ୍ସ ଯାତାୟତ କରିପାରି ନ ଥିଲା । ଥାନା ଆଗରେ ଧାରଣାରେ ବସିଥିଲେ ଶତାଧିକ ସମର୍ଥକ। ଅନ୍ଯପଟେ ଏହି ଘଟଣାରେ ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like