-+91-9937148622 |

prerana_bgr@rediffmail.com |

  Wednesday 11th September 2024 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   (10-Sep-2024)       ||      ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ    (10-Sep-2024)       ||      ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   (10-Sep-2024)       ||      କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ    (10-Sep-2024)       ||      ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   (10-Sep-2024)       ||      ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   (10-Sep-2024)       ||      ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   (10-Sep-2024)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ    (10-Sep-2024)       ||      ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   (10-Sep-2024)       ||      ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   (10-Sep-2024)       ||      ସାନଟିକାରେ ନୂଆଁଖାଇ ଭେଟଘାଟ   (10-Sep-2024)       ||      ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ    (10-Sep-2024)       ||      ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଦିତି ଔଷଧ ଦୋକାନ ଗୃହ ଉଦଘାଟିତ   (10-Sep-2024)       ||      ଭୈରୋପୁରରେ ନୂଆଁଖାଇ ଭେଟଘାଟ    (10-Sep-2024)       ||      ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା   (10-Sep-2024)       ||      ବିଭାଗୀୟ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ଅବହେଳା, ୨୦ ବର୍ଷ ହେବ ୪୦ଲକ୍ଷ ଟଙ୍କାର କ୍ଲଷ୍ଟର ବିଲ୍ଡିଂ ସ୍ୱାହା,ଉଦ୍‌ଘାଟନ ପୂର୍ବରୁ ମରାମତି କାମ ଚାଲିଛି   (09-Sep-2024)       ||      ନଳିନୀପ୍ରଭା ଶତପଥୀଙ୍କ ଭକ୍ତିିରସାତ୍ମକ କବିତା ସଂକଳନ ‘ଭକ୍ତି କୁସୁମ’ ଲୋକାର୍ପିତ   (09-Sep-2024)       ||      ଝାଏଁରେ ବନ୍ଦପାଲି କଳାପଟା ଛକରେ ନୂଆଁଖାଇ ଭେଟଘାଟ    (09-Sep-2024)       ||      ଆର୍ ଜି କର ହସ୍ପିଟାଲ୍ ମହିଳା ଡ଼ାକ୍ତରଙ୍କ ମୃତ୍ୟୁ ଘଟଣା, ଏକ ମାସ ପରେ ନ୍ୟାୟ ପାଇଲେନି ପରିବାର- ଫୋଗସି ଏସୋସିଏସନ୍ ବରଗଡ଼ ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ    (09-Sep-2024)       ||      ନୁଆଁଖାଇରେ ବିଭିତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା    (09-Sep-2024)       ||     

HOME   ଜିଲ୍ଲା

ଆଗଲପୁର ସାମ୍ବାଦିକଙ୍କ ପିତୃ ବିୟୋଗ

15-Nov-2023



ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକର ଦୈନିକ ସମାଜ ର ସାମ୍ବାଦିକ ତଥା ରାଜ୍ୟ ପେଶାଦାର ସାମ୍ବାଦିକ ସଂଘ ଓ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ଯ ଡାକ୍ତର ପୁଟେଲଙ୍କ ବାପା ମହାଜନ ପୁଟେଲଙ୍କ ୯୧ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ସ୍ବର୍ଗତ ମହାଜନ ପୁଟେଲ ୧୯୭୦ ରୁ ୧୯୭୫ ମସିହା ପର୍ଯ୍ୟନ୍ତ ରିନବଚନ ସରକାରୀ ବିଦ୍ୟାଳୟରେ ଓ ୧୯୮୦ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ବାଗଝୋଲା ସରକାରୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ଦାଇତ୍ବ ତୁଲାଇଥିଲେ। ସେ ଜଣେ ଧର୍ମପରାୟଣ ପରୋପକାରୀ ମଣିଷ ଭାବରେ ପରିଚିତି ଥିଲେ l ଆଗଲପୁର ଅଞ୍ଚଲର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମାନଙ୍କ ସହିତ  ଶ୍ରୀ ପଟେଲ ସମ୍ପୁର୍ଣ୍ଣ ଭାବରେ ଜଡିତ ଥିଲେ। ତାଙ୍କର ମୃତ୍ୟୁ ସମୟରେ ଜୈଷ୍ଠ  ପୁତ୍ର ମହାଦେବ, ମଧ୍ୟମ ପୁତ୍ର ଡାକ୍ତର , ସାନ ପୁତ୍ର ସୁବାଷ,  ପୁତ୍ରବଧୁ  ଧରିତ୍ରୀ , ବିଷ୍ଣୁପ୍ରିୟା, ବିଜୟଲକ୍ଷ୍ମୀ ନାତି ଧରଣିଧର, ଟିକେଶ୍ବର, ବୈଷ୍ଣବ, ମୋହନ ନାତୁଣି ଜ୍ୟୋତିର୍ମୟୀ, ସୃତିରାଣୀ, ଝିଅ, ଜ୍ୱାଇଁ ଉପସ୍ଥିତ ଥିବା ବେଲେ ଅଞ୍ଚଲର ଅନେକ ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିଥିଲେ l ଜୈଷ୍ଠ ପୁତ୍ର ମହାଦେବ ଗ୍ରାମର ମଶାଣୀ ଘାଟରେ ମୁଖାଗ୍ନି ଦେଇଥିଲେ। ମହାଜନ ପଟେଲଙ୍କ ବିୟୋଗ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   10-Sep-2024
  ଜିଲ୍ଲା  
ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ   10-Sep-2024
  ଜିଲ୍ଲା  
ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   10-Sep-2024
  ଜିଲ୍ଲା  
କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ   10-Sep-2024
  ଜିଲ୍ଲା  
ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   10-Sep-2024
  ଜିଲ୍ଲା  
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   10-Sep-2024
  ଜିଲ୍ଲା  
ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   10-Sep-2024
  ଅପରାଧ  
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ   10-Sep-2024
  ଜିଲ୍ଲା  
ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   10-Sep-2024
  ଜିଲ୍ଲା  
ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   10-Sep-2024
  ଜିଲ୍ଲା  
ସାନଟିକାରେ ନୂଆଁଖାଇ ଭେଟଘାଟ   10-Sep-2024
  ଜିଲ୍ଲା  
ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ   10-Sep-2024

You Might Also Like