-+91-9937148622 |

prerana_bgr@rediffmail.com |

  Saturday 18th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ    (18-May-2024)       ||      ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   (18-May-2024)       ||      ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   (18-May-2024)       ||      ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   (18-May-2024)       ||      ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||      ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   (17-May-2024)       ||      ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   (17-May-2024)       ||      ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   (17-May-2024)       ||      ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ    (16-May-2024)       ||      କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବିଜେପି,ବିଜେଡି ର ଜୋରଦାର ପ୍ରଚାର   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ,   (16-May-2024)       ||     

HOME   ଜିଲ୍ଲା

ବଲାଙ୍ଗିର ର ଇଂରାଜୀ ପି.ଜି. ଛାତ୍ରୀ  ସ୍ପର୍ଶା ମିଶ୍ର (ଇଗ୍‌ଲୁ)ଙ୍କ କୃତିତ୍ୱ

07-Feb-2023



ବଲାଙ୍ଗିର : ସଂପ୍ରତି କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟୟନରତ ପି.ଜି. ଛାତ୍ରୀ ସ୍ପର୍ଶା ମିଶ୍ର (ଇଗ୍‌ଲୁ), ଇଂରାଜୀ ଡ଼ିବେଟ୍  ପ୍ରତିଯୋଗୀତା “ଭାଇସ୍ ଚାନ୍‌ସିଲର କପ୍ ଇଂରାଜୀ ଡ଼ିବେଟ୍‌’’ ରେ ପ୍ରଥମ ସ୍ଥାନରେ ଉନ୍ନିତ ହୋଇ ପୁରସ୍କୃତ ହୋଇଛନ୍ତି । ଇଂରାଜୀ ଡ଼ିବେଟ୍ ବିଷୟ ଥିଲା- (ଞକ୍ଟକ୍ଟ୍ରସମ- ଓଗ୍ଦ ଗ୍ଧରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ ଳସକ୍ଷକ୍ଷସଦ୍ଭଶ ଷଙ୍କଜ୍ଞବଦ୍ଭ ମକ୍ସରବଗ୍ଧସଙ୍ଖସଗ୍ଧଚ୍ଚ) ରେ ଇଂରାଜୀ ଭାଷାରେ ଅନର୍ଗଳ ବତ୍କୃତା ଦେଇ ତାଙ୍କର ଅନନ୍ୟ ପ୍ରତିଭାର ପ୍ରଦର୍ଶନ କରିଥିଲେ ଓ ଉପସ୍ଥିତ ସମସ୍ତ ଅତିଥି, ଛାତ୍ର ଛାତ୍ରୀଙ୍କୁ ଅଶ୍ଚର୍ଯ୍ୟାନ୍ୱିତ କରିଦେଇଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଗତ ଜାନୁଆରୀ ୨୬ ତାରିଖ ଦିନ ମଧ୍ୟ ପୁରସ୍କୃତ କରାଯାଇଥିଲା । ସ୍ପର୍ଶ ମିଶ୍ର ବଲାଙ୍ଗିରର ବରିଷ୍ଠ ଟ୍ୟାକ୍ସ ଓକିଲ ଶ୍ରୀ ପିତବାସ ମିଶ୍ର ଓ ଶିକ୍ଷିକା ଶ୍ରୀମତୀ ବବିତା ନନ୍ଦ ଙ୍କ ଏକମାତ୍ର କନ୍ୟା । ପୂର୍ବରୁ ସ୍ପର୍ଶ ମିଶ୍ର ବହୁଳ ଭାବେ ବିଭିନ୍ନ ଡ଼ିବେଟ୍ ଓ ଡ଼୍ୟାନ୍ସ ପ୍ରତିଯୋଗିତାରେ ପୁରସ୍କୃତ ହୋଇ ସାରିଛନ୍ତି । ତାଙ୍କର ବିଶିଷ୍ଟ ପ୍ରତିଭାଦ୍ୱାରା ସେ ବଲାଙ୍ଗିର ତଥା ରାଜ୍ୟର ବିଭିନ୍ନ ଅଂଚଳରେ ବେଶ ପରିଚିତ । 


News Comment




Photo in News

Advertisment
Lastest News
  ଅପରାଧ  
ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ   18-May-2024
  ଜିଲ୍ଲା  
ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   18-May-2024
  ଜିଲ୍ଲା  
ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   18-May-2024
  ଜିଲ୍ଲା  
ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   18-May-2024
  ରାଜନୀତି  
ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   17-May-2024
  ଜିଲ୍ଲା  
୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   17-May-2024
  ଜିଲ୍ଲା  
ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   17-May-2024
  ଜିଲ୍ଲା  
ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   17-May-2024
  ଜିଲ୍ଲା  
ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   17-May-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   17-May-2024
  ଅପରାଧ  
କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   17-May-2024
  ରାଜନୀତି  
ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   17-May-2024

You Might Also Like