-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
17-May-2024
ବଲାଙ୍ଗୀର(ମହେନ୍ଦ୍ର ଦର୍ଜି) ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର।ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳ ରେ ପହଞ୍ଚି ମୃତ ଶରୀର ର ପଞ୍ଚନାମା କରୁଛି ଏବଂ ଘଟଣାର ତଦନ୍ତ କରୁଛି।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକ ର ଠିକଣା ମିଳିପାରିନାହିଁ।ଆଉ ଦୁଇ ଦିନ ପରେ ନିର୍ବାଚନ।ଏହା ନିର୍ବାଚନୀ ହିଂସା ନୁହେଁ ତ ବୋଲି ଚର୍ଚ୍ଚା ହେଉଛି।ତିନୋଟି ପ୍ରମୁଖ ଦଳ ମଧ୍ୟରୁ ଦୁଇ ଟି ଦଳ ଜୋର୍ ସୋର୍ ରେ ନିର୍ବାଚନୀ ପ୍ରଚାର୍ ସହ ମଇଦାନ ରେ ଟକ୍କର୍ ଚାଲିଥିବା ମତଦାନ ପରେ ପ୍ରକୃତ ଚିତ୍ର ଲୋକଲୋଚନକୁ ଆସିବ।ତେବେ ରାସ୍ତା କଡ଼ରେ ପଡ଼ିଥିବା ଯୁବକଙ୍କ ମୃତ ଶରୀର କେଉ ଦିଗକୁ ଇଙ୍ଗିତ କରୁଛି ପୋଲିସ ତଦନ୍ତ ପରେ ଜଣାପଡ଼ିବ।