-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୨ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରକାଶ ପାଇଲା ନିର୍ବାଚନ ବିଜ୍ଞପ୍ତି   (26-Apr-2024)       ||      ଡାବୁଗାଁ ଅବକାରୀ ବିଭାଗର ଚଢାଉ ଚିଚିବାଇ ରାସ୍ତାରେ ବାଇକ ଶହ 40ଲିଟର ସଲପି ରସ ଜବତ,ଜଣେ ଗିରଫ   (26-Apr-2024)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆମକୋସିମ୍‌କୋ ଦିବସ ପାଳିତ    (26-Apr-2024)       ||      ଶଙ୍ଖଭବନରେ ସମର୍ଥକଙ୍କ ସହ ବିଧୁଭୂଷଣ ତ୍ରୀପାଠୀ ଶଙ୍ଖ ଫୁଙ୍କିଲେ, ନଗର କଂଗ୍ରେସ ସଭାପତିଙ୍କ ଭାଇ ବିଜେଡିରେ ମିଶିଲେ   (26-Apr-2024)       ||      ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଗସ୍ତରେ ଆସିଲେ 5T ସଚିବ VK ପାଣ୍ଡିଆନ   (26-Apr-2024)       ||      ଜେ ଏସ୍ ଏମ୍ କମର୍ସ ଏଣ୍ଡ୍ ଆର୍ଟସ କଲେଜ ତରଫରୁ ଜଳଛତ୍ର ଉଦଘାଟିତ    (26-Apr-2024)       ||      ଯୁବରାଜପୁର ରେ ରାମ ଲୀଳା ନାଟକ ଉଦଯାପିତ   (26-Apr-2024)       ||      ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ   (26-Apr-2024)       ||      ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    (26-Apr-2024)       ||      ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (26-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||     

HOME   ଜିଲ୍ଲା

        ବାଙ୍କିପାଲି ହାଇସ୍କୁଲରେ ବନ ମହୋତ୍ସବ ପାଳିତ

07-Jul-2022



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କିପାଲି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ  ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ବନ ମହୋତ୍ସବର ଗୁରୁତ୍ୱ, ପରିବେଶ ସୁରକ୍ଷା, ପରିବେଶକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବାକୁ ତ୍ୱରାନ୍ୱୀତ  କରିବାକୁ ଆହ୍ୱାନ ଦିଆଯାଇଥିଲା ।

 ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ମୁଖ୍ୟଅତିଥି ଭାବରେ ଉତ୍ସବରେ ଯୋଗଦାନ କରିଥିଲେ । ସାଧନ କର୍ମି ତଥା ସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ହୃଷିକେଶ ଡାଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଶିକ୍ଷକ ଠଣ ସୁନ୍ଦର ସାହୁ, ସଂଜିବ କୁମାର ସାହୁ, ଗୋବିନ୍ଦ ପଧାନ, ତମାଳ ଭୋଇ, ତଖଳିତ ପଧାନ ଏବଂ ଜୁନିଅର ରେଡକ୍ରସ ୟୁନିଟର ଆଦ୍ୟାସା ସାହୁ, ସ୍ମୃତିରେଖା ଭୋଇ, ମିନୁ ପଧାନ, ଶ୍ରାବଣୀ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିସରରେ ନିମ୍ବ, ଶାଗୁଆନ, ଶାଳ ଏବଂ ଔଷଧିୟ ଗଛର   ପ୍ରାୟ ୨୦ ଗୋଟି ଚାରା ରୋପଣ କରାଯାଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୨ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରକାଶ ପାଇଲା ନିର୍ବାଚନ ବିଜ୍ଞପ୍ତି   26-Apr-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗର ଚଢାଉ ଚିଚିବାଇ ରାସ୍ତାରେ ବାଇକ ଶହ 40ଲିଟର ସଲପି ରସ ଜବତ,ଜଣେ ଗିରଫ   26-Apr-2024
  ଜିଲ୍ଲା  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆମକୋସିମ୍‌କୋ ଦିବସ ପାଳିତ   26-Apr-2024
  ରାଜନୀତି  
ଶଙ୍ଖଭବନରେ ସମର୍ଥକଙ୍କ ସହ ବିଧୁଭୂଷଣ ତ୍ରୀପାଠୀ ଶଙ୍ଖ ଫୁଙ୍କିଲେ, ନଗର କଂଗ୍ରେସ ସଭାପତିଙ୍କ ଭାଇ ବିଜେଡିରେ ମିଶିଲେ   26-Apr-2024
  ଜିଲ୍ଲା  
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଗସ୍ତରେ ଆସିଲେ 5T ସଚିବ VK ପାଣ୍ଡିଆନ   26-Apr-2024
  ଜିଲ୍ଲା  
ଜେ ଏସ୍ ଏମ୍ କମର୍ସ ଏଣ୍ଡ୍ ଆର୍ଟସ କଲେଜ ତରଫରୁ ଜଳଛତ୍ର ଉଦଘାଟିତ   26-Apr-2024
  ଜିଲ୍ଲା  
ଯୁବରାଜପୁର ରେ ରାମ ଲୀଳା ନାଟକ ଉଦଯାପିତ   26-Apr-2024
  ଜିଲ୍ଲା  
ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ   26-Apr-2024
  ଜିଲ୍ଲା  
ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    26-Apr-2024
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   26-Apr-2024

You Might Also Like