-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଅବକାରୀ ବିଭାଗର ଚଢାଉ ଚିଚିବାଇ ରାସ୍ତାରେ ବାଇକ ଶହ 40ଲିଟର ସଲପି ରସ ଜବତ,ଜଣେ ଗିରଫ   (26-Apr-2024)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆମକୋସିମ୍‌କୋ ଦିବସ ପାଳିତ    (26-Apr-2024)       ||      ଶଙ୍ଖଭବନରେ ସମର୍ଥକଙ୍କ ସହ ବିଧୁଭୂଷଣ ତ୍ରୀପାଠୀ ଶଙ୍ଖ ଫୁଙ୍କିଲେ, ନଗର କଂଗ୍ରେସ ସଭାପତିଙ୍କ ଭାଇ ବିଜେଡିରେ ମିଶିଲେ   (26-Apr-2024)       ||      ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଗସ୍ତରେ ଆସିଲେ 5T ସଚିବ VK ପାଣ୍ଡିଆନ   (26-Apr-2024)       ||      ଜେ ଏସ୍ ଏମ୍ କମର୍ସ ଏଣ୍ଡ୍ ଆର୍ଟସ କଲେଜ ତରଫରୁ ଜଳଛତ୍ର ଉଦଘାଟିତ    (26-Apr-2024)       ||      ଯୁବରାଜପୁର ରେ ରାମ ଲୀଳା ନାଟକ ଉଦଯାପିତ   (26-Apr-2024)       ||      ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ   (26-Apr-2024)       ||      ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    (26-Apr-2024)       ||      ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (26-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||     

HOME   ଜିଲ୍ଲା

ପତ୍ନୀ ଚାଲିଗଲେ ବାପଘର, ଝୁଲି ପଡ଼ିଲେ ସ୍ୱାମୀ ଘନଶ୍ୟାମ ରାଉତ

15-Jun-2022



ବଲାଙ୍ଗିର, ପାରିବାରିକ କଳହ ନେଲା ସାଂଘାତିକ ରୂପ।  ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ ଘଟିଛି । ମୃତକ ହେଲେ ୨୮ ବର୍ଷୀୟ ଘନଶ୍ୟାମ ରାଉତ ।

ଘନଶ୍ୟାମ ଗତ ଦେଢ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର କୌଣସି ପିଲା ଛୁଆ ନାହାନ୍ତି ।  ଏହି ଘଟଣାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ବାରମ୍ୱାର ଗଣ୍ଡଗୋଳ ଲାଗିରହୁଥିଲା ।

ଝିଅ ଶାଶୁ ଘରେ ଖୁସି ନ ଥିବା ଖବର ପାଇ ଗତକାଲି ଘନଶ୍ୟାମଙ୍କ ଶ୍ୱଶୁର ଆସି ତାଙ୍କ ଘରେ ପହଞ୍ଚିଥିଲେ। ସେ ନିଜ ଝିଅକୁ ଘରକୁ ନେଇ ଯାଇଥିଲେ । ଏହାପରେ ମାନସିକ ଭାରସାମ୍ୟ ହରାଇ  ଗତକାଲି ବିଲମ୍ୱିତ ରାତିରେ ବେକରେ ଶାଢୀ ଦେଇ ଘରର ରେଲିଂରେ ଝୁଲିପଡିଥିଲେ ଘନଶ୍ୟାମ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

     
ବଲାଙ୍ଗିର ଟାଉନ ପୁଲିସ୍‌  ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାପରେ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ଘନଶ୍ୟାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ କିମ୍ବା ଶ୍ୱଶୁର ଘର ଲୋକେ ପହଞ୍ଚି ନ ଥିବା ସୂଚନା ମିଳିଛି ା

( ବଲାଙ୍ଗିର ଜିଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ୍) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗର ଚଢାଉ ଚିଚିବାଇ ରାସ୍ତାରେ ବାଇକ ଶହ 40ଲିଟର ସଲପି ରସ ଜବତ,ଜଣେ ଗିରଫ   26-Apr-2024
  ଜିଲ୍ଲା  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆମକୋସିମ୍‌କୋ ଦିବସ ପାଳିତ   26-Apr-2024
  ରାଜନୀତି  
ଶଙ୍ଖଭବନରେ ସମର୍ଥକଙ୍କ ସହ ବିଧୁଭୂଷଣ ତ୍ରୀପାଠୀ ଶଙ୍ଖ ଫୁଙ୍କିଲେ, ନଗର କଂଗ୍ରେସ ସଭାପତିଙ୍କ ଭାଇ ବିଜେଡିରେ ମିଶିଲେ   26-Apr-2024
  ଜିଲ୍ଲା  
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଗସ୍ତରେ ଆସିଲେ 5T ସଚିବ VK ପାଣ୍ଡିଆନ   26-Apr-2024
  ଜିଲ୍ଲା  
ଜେ ଏସ୍ ଏମ୍ କମର୍ସ ଏଣ୍ଡ୍ ଆର୍ଟସ କଲେଜ ତରଫରୁ ଜଳଛତ୍ର ଉଦଘାଟିତ   26-Apr-2024
  ଜିଲ୍ଲା  
ଯୁବରାଜପୁର ରେ ରାମ ଲୀଳା ନାଟକ ଉଦଯାପିତ   26-Apr-2024
  ଜିଲ୍ଲା  
ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ   26-Apr-2024
  ଜିଲ୍ଲା  
ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    26-Apr-2024
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   26-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024

You Might Also Like