-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
16-Nov-2021
ବଲାଙ୍ଗିର,(ପ୍ରେରଣା ଖବର) :ଆଜି ସକାଳେ ବଲାଙ୍ଗିର ସହର ନିକଟସ୍ତ ଖୁଜେନପାଲି କାମାକ୍ଷୀ ନଗର ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ଘର ଭିତରକୁ ପଶିଯାଇଥିଲା lଏଥିରେ ପରିବାରର କାହାର କ୍ଷୟକ୍ଷତି ହୋଇନଥିଲା l ତେବେ ଘାର ର କlନ୍ଥ ପଡିଯିବାରୁ ଘରେ ଥିବା ନିଲୁ ଛତ୍ରିଆଙ୍କ ୧୩ ବର୍ଷର ଝିଅ ଅଞ୍ଜଲିନୀ ଛତ୍ରୀଆ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି l