-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
16-Nov-2021
:କରୋନା ଆମର ପାଠପଢାରେ ବ୍ୟାଘାତ ସୃଷ୍ଟି କରିଥିଲା l ଯାହା କି ଆମ ମାନଙ୍କର ସ୍ୱାସ୍ଥ୍ୟର ହିତ ପାଇଁ ସରକାର ସ୍କୁଲକୁ ବନ୍ଦ ରଖିଥିଲେ l ସେ ଯାହାବି ହେଉ ସ୍କୁଲ ଆଜିଠାରୁ ଖୋଲିଲା l ସ୍କୁଲକୁ ଆସି ମଜା ଲାଗୁଛି l ସାଙ୍ଗ ସାଥି ମାନଙ୍କର ସାଙ୍ଗେ ପଡ଼ା ବିଷୟ ନେଇ ଆଲୋଚନା ମଧ୍ୟ କରିବାର ସୁଯୋଗ ମିଳିଲା l
ପ୍ରତ୍ୟୁଷା ନନ୍ଦ ଛାତ୍ରୀ
: ଦୀର୍ଘ ଦିନ ପରେ ସ୍କୁଲ ଖୋଲିଲା l ସ୍କୁଲକୁ ଯିବା ପାଇଁ ଖୁସି ଲାଗୁଛି l ସାଙ୍ଗ ସାଥିଙ୍କ ସହ ମିଶି ପାଠ ପଡିବୁ l ଘରେ ହେଉକି ଯେଉଁ ଆଡେ ଗଲେ ମାକସ ପିନ୍ଧୁଥିଲୁ ଠିକ ସେହିପରି କୋଭିଡ ନିୟମକୁ ସମସ୍ତେ ମାନିଲେ କରୋନା ଆମକୁ କିଛି କରି ପାରିବ ନାହିଁ l
ଓମ ପ୍ରଭାସ ପୁଟେଲ ଛାତ୍ର
ବେଶି ସମୟ ଘରେ ରହି ବୋର ଲାଗୁଥିଲା l ସାର ମାନଙ୍କ ଶିକ୍ଷାଦାନରୁ ବଞ୍ଚିତ ହେଉଥିଲୁ l ସ୍କୁଲ ଖୋଲିବା ପରେ ପଡ଼ା ପ୍ରତି ମନ ଲାଗବା l ସେଥିର ଲାଗି ଆମେ ବହୁତ ଖୁସି l
ଆନନ୍ଦିତା ବରିହା ଛାତ୍ରୀ