-+91-9937148622 |

prerana_bgr@rediffmail.com |

  Friday 9th December 2022 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   (09-Dec-2022)       ||      ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   (09-Dec-2022)       ||      ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   (09-Dec-2022)       ||      ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   (09-Dec-2022)       ||      ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ    (09-Dec-2022)       ||      ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ    (09-Dec-2022)       ||      ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   (09-Dec-2022)       ||      ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   (08-Dec-2022)       ||      ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   (08-Dec-2022)       ||      ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।    (08-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   (08-Dec-2022)       ||      ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମl - ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ -   (08-Dec-2022)       ||      ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ    (08-Dec-2022)       ||      ରେକର୍ଡ ସଂଖ୍ୟକ ଭୋଟ ରେ ବିଜୟୀ ହେଲେ ବର୍ଷା ସିଂ ବରିହା   (08-Dec-2022)       ||      କୁଚିଣ୍ଡା ଜିଲ୍ଲା ଗଠନ ଦାବି ନେଇ ସର୍ବ ଦଳୀୟ ବୈଠକ, ଆନ୍ଦୋଳନ ପାଇଁ ସଜବାଜ I   (08-Dec-2022)       ||      ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I   (08-Dec-2022)       ||      ପଦ୍ମପୁର ଫାଇଟ : ୧୫ ରାଉଣ୍ଡ ସୁଦ୍ଧା ଆଗରେ ଅଛି ବିଜେଡି    (08-Dec-2022)       ||      ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ   (08-Dec-2022)       ||      "ଦମନ" ଦେଖିଲେ ସଦର ହସ୍‌ପିଟାଲ୍ କର୍ମଚାରୀ I   (08-Dec-2022)       ||      କଖଗ’ ପକ୍ଷରୁ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ନାଟ୍ୟୋତ୍ସବ I   (08-Dec-2022)       ||     

HOME   ଜିଲ୍ଲା

ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

29-Oct-2021



ବଲାଙ୍ଗିର-- ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉସିଲର ରାମ ନାରାୟଣ ଦାଶ ସଂଯୋଜନା କାର୍ଯ୍ୟ ତୁଳାଇଥିଲେ । ୨୨ ବର୍ଷ ତଳେ ଅର୍ଥାତ ୧୯୯୯ ଅକ୍ଟୋବର ୨୯ରେ ଓଡିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା ସେ ଦିନ ମେଘ ସାଙ୍ଗକୁ ପବନ ଧ୍ୱଂସଲିଳା ରଚିଥିଲା । ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣଜୁଆର ଉଠି କେତେକ ଅଂଚଳକୁ ଛାରଖାର କରି ଚାଲିଗଲା । ଏହାର ପ୍ରଭାବରେ ଅନେକ ଘର ଦ୍ୱାରା, ଗଛଲତା ଭାଙ୍ଗିବା ସହ ଶତାଧିକ ମଣିଷ, ଜୀବଜନ୍ତୁଙ୍କ ଜୀବନ ଯାଇଥିଲା । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ସମସ୍ତ ତଥ୍ୟ ଉପସ୍ଥାପନା କରିବା ସହିତ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ବିଷୟରେ ସୂଚନା ଦେଇଥିଲେ । ଜୁନିୟର ରେଡକ୍ରସ କାଉସିଲର ରାମନାରାୟଣ ଦାଶ ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ମୁକାବିଲା, ବିପର୍ଯ୍ୟୟ ସମୟରେ ଓ ପରେ ଥଇଥାନ ବ୍ୟବସ୍ଥା ବୁଝାଇବା ସହ ଗୋଷ୍ଠି ସହଭାଗିତାରେ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ କୌଶଳ ମାଧ୍ୟମରେ ଧନ ଜିବନକୁ ଅଧିକ ସୁରକ୍ଷା ଦିଆଯାଇପାରିବ ବୋଲି ଅବଗତ କରିଥିଲେ । ବାତ୍ୟ ପ୍ରଭାବିତ ଅଂଚଳରେ ବାତ୍ୟାରୁ ସୁରକ୍ଷା ଦୃଷ୍ଟିରୁ ହେନ୍ତାଳ ବନ ସୃଷ୍ଟି ଓ ସୁରକ୍ଷା, ବାଉଁଶ ଓ ତାଳଗଛ ଭଳି ବାତ୍ୟା ପ୍ରତିରୋଧି ବୃକ୍ଷରୋପଣ କରିବାକୁ ପଡିବ ବୋଲି ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ମେହେର ଓ ଆଦିତ୍ୟ ରଣା ମତପ୍ରକାଶ କରିଥିଲେ । ପ୍ରକୃତି କୁ ପ୍ରକୃତ ସମ୍ମାନ ଜଣାଇପାରିଲେ ଏହା ଆମକୁ ବିପର୍ଯ୍ୟରୁ ସୁରକ୍ଷା ଦେବ । ବିକାଶ ଲକ୍ଷ୍ୟ ପୁରଣ ବେଳେ ପ୍ରକୃତି ବିରୋଧି କାର୍ଯ୍ୟକଳାପ ବନ୍ଦ କଲେ ବିପର୍ଯ୍ୟୟର ମାତ୍ରା ନିଶ୍ଚିତ ହ୍ରାସ ପାଇବ ବୋଲିି ଶିକ୍ଷକ ସୁଦର୍ଶନ ଦାଶ ଓ ହିମାଂଶୁ ଶେଖର ବିଶ୍ୱାଲ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିବା ବେଳେ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   09-Dec-2022
  ଜିଲ୍ଲା  
ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   09-Dec-2022
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   09-Dec-2022
  ଜିଲ୍ଲା  
ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   09-Dec-2022
  ରାଜ୍ୟ  
ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ   09-Dec-2022
  ଜିଲ୍ଲା  
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ   09-Dec-2022
  ଜିଲ୍ଲା  
ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   09-Dec-2022
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   08-Dec-2022
  ଜିଲ୍ଲା  
ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   08-Dec-2022
  ଜିଲ୍ଲା  
ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।   08-Dec-2022
  ଜିଲ୍ଲା  
ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   08-Dec-2022
  ଜିଲ୍ଲା  
ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମl - ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ -   08-Dec-2022

You Might Also Like