-+91-9937148622 |

prerana_bgr@rediffmail.com |

  Tuesday 7th February 2023 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   (07-Feb-2023)       ||      ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   (07-Feb-2023)       ||      ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   (06-Feb-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (06-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    (06-Feb-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   (07-Feb-2023)       ||      ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   (06-Feb-2023)       ||      ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   (06-Feb-2023)       ||      ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    (06-Feb-2023)       ||      5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା    (06-Feb-2023)       ||      ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ    (05-Feb-2023)       ||      ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   (05-Feb-2023)       ||      ଆଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ    (05-Feb-2023)       ||        ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ,  ଗଣମାଧ୍ୟମ ହିଁ ଲୋକଙ୍କ ବିଶ୍ୱାସ ଭାଜନ- ଅତିଥି ବୃନ୍ଦ   (05-Feb-2023)       ||      ଚଳିତ ବର୍ଷ ବୌଦ୍ଧ ଜ଼ିଲ୍ଲା ର ୭୬ ହାଇସ୍କୁଲରେ ପରୀକ୍ଷା ଦେବେ ୬୫୯୪ଜଣ ଛାତ୍ରଛାତ୍ରୀ      (05-Feb-2023)       ||      ବୋର୍ଡର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚଞ୍ଚରା ଭାଡି ଚମ୍ପିୟାନ ।   (05-Feb-2023)       ||      ସନ୍ଥ ଶିରୋମଣି ଗୁରୁ ରବି ଦାସ ଜୟନ୍ତୀ ପାଳିତ   (05-Feb-2023)       ||      ତୃତୀୟ  ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା- କୃଷି ସଂବନ୍ଧୀୟ ଆଲୋଚନାଚକ୍ର    (05-Feb-2023)       ||      ଇମ୍ପରିୟଲ କଲେଜରେ ଏନସିିସିର ଶାଖା ଉଦଘାଟିତ   (05-Feb-2023)       ||      ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ   (05-Feb-2023)       ||     

HOME   ଜିଲ୍ଲା

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାରିଙ୍ଗବାଡି ଗସ୍ତ : କଳାପତାକା ପ୍ରଦର୍ଶନ ଆଶଙ୍କା ଭୟରେ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଥାନାରେ ଅଟକ

29-Oct-2021



ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ଦୁଇ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଗୁରବାର ଦିନ ସନ୍ଧ୍ୟା ସମୟରେ ମନ୍ତ୍ରୀ ଦାରିଙ୍ଗବାଡ଼ି ପହଂଚିଥିବା ବେଳେ ଶୁକ୍ରବାର ଦିନ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମ ରହିଥିଲା  । ହେଲେ ଏହା ପୂର୍ବରୁ ଶାସକ ଦଳର ମନ୍ତ୍ରୀଙ୍କୁ ଘାରିଛି ଅଣ୍ଡାମାଡ଼ ଭୟ ସହ କଳା ପତାକା ପ୍ରଦର୍ଶନ ଭୟ । ମନ୍ତ୍ରୀ କାର୍ଯ୍ୟକ୍ରମକୁ ବାହାରିବା ପୂର୍ବରୁ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଦାରିଙ୍ଗବାଡ଼ି ପୋଲିସ ଘରୁ ଉଠାଇ ନେଇଛି । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହୁଏତ ଅଣ୍ଡା ମାଡ଼ ଓ କଳାପତାକା ପ୍ରଦର୍ଶନ ଆଶଙ୍କାରେ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଦାରିଙ୍ଗବାଡ଼ି ସ୍ଥିତ ଫରେଷ୍ଟ ବଙ୍ଗଳାରେ ଅଟକ ରଖିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ ପ୍ରତାପ ଜେନାକୁ ବିରୋଧ କରିଛନ୍ତି । କଂଗ୍ରେସ ନେତ୍ରୀ ସିମଲାରାଣୀ ପଡ୍ରା,ବିଳାସିନୀ ନାୟକ,କଂଗ୍ରେସ ବ୍ଲକ ସଭାପତି ପ୍ରଦୀପ ନାୟକ,କାଳୀପ୍ରସାଦ ମଲିକ,ଏଲନ ନାୟକ,ତିଆଡି ନାୟକ,ପିତର ଦିଗାଲ,ସନ ଦିଗାଲ,ବିଜେପି ମହିଳା ବ୍ଲକ ସଭାପତି ସୋନାଲି ପ୍ରଧାନ,ଜିଲ୍ଲା ସମ୍ପାଦକ ମହେଶ୍ବର ସାହୁ ,ସାଧାରଣ ସମ୍ପାଦକ ମିଟୁ ସାହୁ ପ୍ରମୁଖଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   07-Feb-2023
  ଜିଲ୍ଲା  
ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   07-Feb-2023
  ଜିଲ୍ଲା  
ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    06-Feb-2023
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   07-Feb-2023
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   06-Feb-2023
  ଜିଲ୍ଲା  
ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   06-Feb-2023
  ଜିଲ୍ଲା  
ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    06-Feb-2023
  ଜିଲ୍ଲା  
5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା   06-Feb-2023
  ଜିଲ୍ଲା  
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ   05-Feb-2023
  ଜିଲ୍ଲା  
ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   05-Feb-2023

You Might Also Like