-+91-9937148622 |

prerana_bgr@rediffmail.com |

  Tuesday 16th August 2022 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||      ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ    (16-Aug-2022)       ||      କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   (16-Aug-2022)       ||      ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା    (16-Aug-2022)       ||      ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ    (16-Aug-2022)       ||      ୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ    (16-Aug-2022)       ||      ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି    (15-Aug-2022)       ||      ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   (15-Aug-2022)       ||      ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   (15-Aug-2022)       ||      ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳିତ    (15-Aug-2022)       ||      ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱାଧୀନତା ଦିବସ ପାଳିତ   (15-Aug-2022)       ||      *କାବ୍ୟାଞ୍ଜଳି ଲୋକାର୍ପିତ   (15-Aug-2022)       ||      କୁକେଡମାଳ ଗ୍ରାମର କୂଳରୁ ମଇଲା ଆବର୍ଜନା ସଫା କଲେ ରାଧାକୃଷ୍ଣ ପଡାବାସୀ    (15-Aug-2022)       ||      ମାୟାବର୍ହା ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ   (15-Aug-2022)       ||      ଏବିଭିପି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ   (15-Aug-2022)       ||      ୭୬ ତମ ସ୍ବାଧୀନତା ଦିବସ ପାଲିତ    (15-Aug-2022)       ||     

HOME   ଜିଲ୍ଲା

ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ଯରେ ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର

24-Oct-2021



ବରଗଡ଼ (ମୁକୁନ୍ଦ ଦାସ) :ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ,ପଣ୍ଡାପାଲି, ବୀରମହାରାଜ ପୁର ର ମିଳିତ ଆନୁକୂଲ୍ଯରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ,ଭେଡେନ,ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୧୮୨ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୫୦ ଜଣଙ୍କର ସମ୍ପୂର୍ଣ୍ଣ

ମାଗଣା ଅପରେସନ ପାଇଁ ଏକ ସ୍ବତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟ କୁ ନିଆଗଲା।ଏହି ଶିବିର କୁ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଉଦ୍ଘାଟନ କରିଥିଲେ ଓ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମହୁଲପାଲି ସରପଞ୍ଚ ପିଙ୍କି ବଢେଇ,ଉମେଶ ପ୍ରଧାନ,ପ୍ରମୋଦ ପ୍ରଧାନ,ରାଧେଶ୍ୟାମ ପ୍ରଧାନ,ହୃଷୀକେଶ ଧର,ଯୋଗୀନାଥ ମହାରଣା,ସଞ୍ଜୟ କର,କାହ୍ନୁ ଉର୍ମା ପ୍ରମୁଖ ସହଯୋଗ କରିଥିବା ବେଳେ ମହାନଦୀ ନେତ୍ର ଚିକିତ୍ସାଳୟ ର ମୁଖ୍ୟ ସୁଜିତ କୁମାର ଥପା, ଢାଲେଶ କୁମାର ପ୍ରଧାନ ନିଷ୍ଠା ର ସଭାପତି ରକ୍ଷପାଳ ସାହୁ ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର

ସାହୁ,ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ଜୟନ୍ତ ପ୍ରଧାନ, ବିଦ୍ୟାଧର ଭୋଇ,ମହିଳା ଶାଖା ର ମୁଖ୍ୟ ତ୍ରିପୁରା ଶୁହୁଲା ଓ ନିଷ୍ଠା ର ସମସ୍ତ ସଦସ୍ୟ/ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ। ମାଗଣା ଅପରେସନ ପରେ ୫୦ଜଣ ଗରିବ ମାଁ ବାପା ଦୁନିଆଁ ର ରଙ୍ଗୀନ୍ ଆଲୋକ ଦେଖିବେ ଏହା ନିଷ୍ଠା ପରିବାର ପାଇଁ ସୌଭାଗ୍ୟ ର କଥା। ଆମର ଏ ପ୍ରାୟାସ ଆଗକୁ ମଧ୍ଯ ଜାରି ରହିବ


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ   16-Aug-2022
  ଜିଲ୍ଲା  
ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   16-Aug-2022
  ଜିଲ୍ଲା  
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   16-Aug-2022
  ଅପରାଧ  
ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର   16-Aug-2022
  ମନୋରଞ୍ଜନ  
ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ   16-Aug-2022
  ଜିଲ୍ଲା  
କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା   16-Aug-2022
  ଜିଲ୍ଲା  
ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ   16-Aug-2022
  ଜିଲ୍ଲା  
୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ   16-Aug-2022
  ଜିଲ୍ଲା  
ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି   15-Aug-2022
ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   15-Aug-2022

You Might Also Like