-+91-9937148622 |

prerana_bgr@rediffmail.com |

  Tuesday 16th August 2022 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||      ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ    (16-Aug-2022)       ||      କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   (16-Aug-2022)       ||      ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା    (16-Aug-2022)       ||      ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ    (16-Aug-2022)       ||      ୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ    (16-Aug-2022)       ||      ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି    (15-Aug-2022)       ||      ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   (15-Aug-2022)       ||      ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   (15-Aug-2022)       ||      ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳିତ    (15-Aug-2022)       ||      ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱାଧୀନତା ଦିବସ ପାଳିତ   (15-Aug-2022)       ||      *କାବ୍ୟାଞ୍ଜଳି ଲୋକାର୍ପିତ   (15-Aug-2022)       ||      କୁକେଡମାଳ ଗ୍ରାମର କୂଳରୁ ମଇଲା ଆବର୍ଜନା ସଫା କଲେ ରାଧାକୃଷ୍ଣ ପଡାବାସୀ    (15-Aug-2022)       ||      ମାୟାବର୍ହା ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ   (15-Aug-2022)       ||      ଏବିଭିପି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ   (15-Aug-2022)       ||      ୭୬ ତମ ସ୍ବାଧୀନତା ଦିବସ ପାଲିତ    (15-Aug-2022)       ||     

HOME   ଦେଶ ବିଦେଶ

୧୪ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ଉପରେ ମୋହର ମାରିଲେ ରାଷ୍ଟ୍ରପତି , ଓଡିଶାରୁ ୩ ବିଚାରପତି ନିଯୁକ୍ତ

14-Oct-2021



ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା, ତେଲଙ୍ଗାନା ଏବଂ କେରଳ ହାଇକୋର୍ଟ ପାଇଁ ୧୪ ଜଣ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମନାଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ବିଚାରପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି। ତେଲଙ୍ଗନା ହାଇକୋର୍ଟରେ ୭ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କେରଳ ହାଇକୋର୍ଟ ପାଇଁ ୪ ଜଣ ଏବଂ ଓଡ଼ିଶା ହାଇକୋର୍ଟ ପାଇଁ ୩ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି। ୧୪ ନବନିଯୁକ୍ତ ବିଚାରପତିଙ୍କ ମଧ୍ୟରୁ ୧୨ ଜଣ ପୂର୍ବରୁ ନ୍ୟାୟିକ

ଅଧିକାରୀ, ଜଣେ ଆଇନଜୀବି ଏବଂ ଅନ୍ୟ ଜଣେ ଆୟକର ଟ୍ରିବ୍ୟୁନାଲରେ କାର୍ଯ୍ୟ କରୁଥିଲେ!.ସୂଚନାଥାଉକି, ମୃଗଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ମୃଗଙ୍କ ଶେଖର ସାହୁ ହାଇକୋର୍ଟରେ ଆଇନଜୀବି ଭାବେ କାର୍ଯ୍ୟ କରୁଥିବା ବେଳେ ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ର ପୂର୍ବରୁ ନ୍ୟାୟିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ!.


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ   16-Aug-2022
  ଜିଲ୍ଲା  
ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   16-Aug-2022
  ଜିଲ୍ଲା  
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   16-Aug-2022
  ଅପରାଧ  
ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର   16-Aug-2022
  ମନୋରଞ୍ଜନ  
ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ   16-Aug-2022
  ଜିଲ୍ଲା  
କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା   16-Aug-2022
  ଜିଲ୍ଲା  
ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ   16-Aug-2022
  ଜିଲ୍ଲା  
୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ   16-Aug-2022
  ଜିଲ୍ଲା  
ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି   15-Aug-2022
ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   15-Aug-2022

You Might Also Like