-+91-9937148622 |

prerana_bgr@rediffmail.com |

  Tuesday 16th August 2022 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||      ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ    (16-Aug-2022)       ||      କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   (16-Aug-2022)       ||      ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା    (16-Aug-2022)       ||      ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ    (16-Aug-2022)       ||      ୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ    (16-Aug-2022)       ||      ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି    (15-Aug-2022)       ||      ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   (15-Aug-2022)       ||      ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   (15-Aug-2022)       ||      ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳିତ    (15-Aug-2022)       ||      ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱାଧୀନତା ଦିବସ ପାଳିତ   (15-Aug-2022)       ||      *କାବ୍ୟାଞ୍ଜଳି ଲୋକାର୍ପିତ   (15-Aug-2022)       ||      କୁକେଡମାଳ ଗ୍ରାମର କୂଳରୁ ମଇଲା ଆବର୍ଜନା ସଫା କଲେ ରାଧାକୃଷ୍ଣ ପଡାବାସୀ    (15-Aug-2022)       ||      ମାୟାବର୍ହା ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ   (15-Aug-2022)       ||      ଏବିଭିପି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ   (15-Aug-2022)       ||      ୭୬ ତମ ସ୍ବାଧୀନତା ଦିବସ ପାଲିତ    (15-Aug-2022)       ||      ଜିଲ୍ଲା ତୈଳିକ ବେଶ୍ୟ ସମାଜ କାର୍ଯ୍ୟାଳୟରେ ୭୬ ତମ ସ୍ୱାଧିନତା ଦିବସ ପାଳନ   (15-Aug-2022)       ||      ଖଦ୍ୟୋତ ଅନୁଷ୍ଠାନ ରେ ୭୬ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2022)       ||     

HOME   ଜିଲ୍ଲା

ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗା ଙ୍କର ନବରାତ୍ରୀ ପୂଜାର ଅଧିବାସ ପୂଜା ଆରମ୍ଭ

06-Oct-2021



ଢେଙ୍କାନାଳ (ତାପସ ଦାସ) :ଆଜିଠାରୁ ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗା ଙ୍କର ନବରାତ୍ରୀ ପୂଜାର ଅଧିବାସ ପୂଜା ଆରମ୍ଭ ହୋଇଯାଇଛି । ଆଜି ପ୍ରାତଃ ୧୧ ଘଟିକା ସମୟରେ ଶ୍ରୀ ଦୁର୍ଗାଙ୍କର ସୁକ୍ତ ପାଠ ଦ୍ୱାରା ମହାସ୍ନାନ କରାଯାଇଥିଲା । ଏହା ପରେ ବାଦ୍ୟ ଘଣ୍ଟ ତାଳେ ତାଳେ ସ୍ଥାନୀୟ ଜେଲ ପୋଖରୀ ପାଖକୁ ଆସି କଳସ ପୂଜାର୍ଚନା କରାଯାଇଥିଲା । ଏହାପରେ ମନ୍ଦିର ଅଭିମୁଖେ କଳସ ଯାତ୍ରା କରାଯାଇଥିଲା । ଏହାପରେ ମନ୍ଦିର ପ୍ରାଙ୍ଗଣରେ ଘଟ ସ୍ଥାପନ,ମାଙ୍କୁ ନୂତନବସ୍ତ୍ର ପରିଧାନ , ସରଳା ମଣ୍ଡପ ପୂଜନ, ମଙ୍ଗଳା

ଆଦି ଦେବତାଙ୍କୁ ଆବାହନ ,ପ୍ରତ୍ୟେକ ଦିନ ପ୍ରାତଃରୁ ସୂର୍ଯ୍ୟ ପୂଜା,ଦେବୀଙ୍କର ଷୋଡ଼ଶ ଉପଚାର ପୂଜା ,ରୁଦ୍ରଭିଷେକ, ଚଣ୍ଡୀ ପାଠ ଓ ଘୃତ ଯଜ୍ଞ ନବଦିନ ଲାଗି କରାଯିବ । ପ୍ରତ୍ୟେକ ଦିନ ପ୍ରାତଃ ୧୦.୩୦ ରେ ଖେଚେଡ଼ି ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ରାତ୍ରରେ ବଡ ସିଙ୍ଗ।ରରେ ଖିରି, କାକେରା, ପୁଳି ,ମିଠା ଭୋଗ 9ଦିନ ଲାଗି ମା ଙ୍କ ପାଖେ ଭୋଗ କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   16-Aug-2022
  ଅପରାଧ  
ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର   16-Aug-2022
  ମନୋରଞ୍ଜନ  
ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ   16-Aug-2022
  ଜିଲ୍ଲା  
କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା   16-Aug-2022
  ଜିଲ୍ଲା  
ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ   16-Aug-2022
  ଜିଲ୍ଲା  
୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ   16-Aug-2022
  ଜିଲ୍ଲା  
ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି   15-Aug-2022
ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   15-Aug-2022
ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   15-Aug-2022
  ଜିଲ୍ଲା  
ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2022

You Might Also Like