-+91-9937148622 |

prerana_bgr@rediffmail.com |

  Tuesday 16th August 2022 |

| | | |

R.N.I. Regd No. ODIODI/2010/46693

Breaking News

ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||      ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ    (16-Aug-2022)       ||      କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   (16-Aug-2022)       ||      ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା    (16-Aug-2022)       ||      ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ    (16-Aug-2022)       ||      ୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ    (16-Aug-2022)       ||      ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି    (15-Aug-2022)       ||      ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   (15-Aug-2022)       ||      ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   (15-Aug-2022)       ||      ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳିତ    (15-Aug-2022)       ||      ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱାଧୀନତା ଦିବସ ପାଳିତ   (15-Aug-2022)       ||      *କାବ୍ୟାଞ୍ଜଳି ଲୋକାର୍ପିତ   (15-Aug-2022)       ||      କୁକେଡମାଳ ଗ୍ରାମର କୂଳରୁ ମଇଲା ଆବର୍ଜନା ସଫା କଲେ ରାଧାକୃଷ୍ଣ ପଡାବାସୀ    (15-Aug-2022)       ||      ମାୟାବର୍ହା ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ   (15-Aug-2022)       ||      ଏବିଭିପି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ   (15-Aug-2022)       ||      ୭୬ ତମ ସ୍ବାଧୀନତା ଦିବସ ପାଲିତ    (15-Aug-2022)       ||      ଜିଲ୍ଲା ତୈଳିକ ବେଶ୍ୟ ସମାଜ କାର୍ଯ୍ୟାଳୟରେ ୭୬ ତମ ସ୍ୱାଧିନତା ଦିବସ ପାଳନ   (15-Aug-2022)       ||     

HOME   ଜିଲ୍ଲା

ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ

26-Sep-2021



ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତ ପାଶେରପଡା ଠାରେ ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି। ପ୍ରଥମ ଦିନ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ନିୟୁ ସୋନି ସ୍ପୋର୍ଟସ ପ୍ରୋପାଇଟର ତଥା ବାଲିଗୁଡ଼ା ବ୍ଲକ  ବିଜୁ ଯୁବ ଜନତା ଦଳର ସମ୍ପାଦକ ରଞ୍ଜନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସନ୍ତୋଷ କୁମାର ଦିଗାଲ, ସୁବାସ ମଲିକ, କପିଳାସ ସାହୁ, ମାନସ ସାହୁ, ସିମାଞ୍ଚଳ ସାହୁ, ହେମାନନ୍ଦ ମଲିକ, ବିରୁପାକ୍ଷ ସାହୁ, କପିଳ ମଲିକ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ମୋଟ ୩୨ ଟି ଟିମ୍ ଭାଗ ନେଇଛନ୍ତି। ପ୍ରଥମ ଦିନରେ ୨ଟି ମ୍ୟାଚ୍ ଖେଳ ହୋଇଥିଲା। ପ୍ରଥମ ମ୍ୟାଚରେ ମାଟିକୁଟି ବିଜୟ ଲାଭ କରିଥିବା ବେଳେ ଅନ୍ୟ ମ୍ୟାଚ ସିନ୍ଦ୍ରୀଗାଁ ଦଳ ବିଜୟ ଲାଭ କରିଥିଲା। ଏହି ଟୁର୍ନାମେଣ୍ଟରେ ଶିବଶଙ୍କର ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   16-Aug-2022
  ଜିଲ୍ଲା  
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   16-Aug-2022
  ଅପରାଧ  
ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର   16-Aug-2022
  ମନୋରଞ୍ଜନ  
ରିଲିଜ୍ ହେଲା ନୁଆ ମ୍ୟୁଜିକ୍ ଭିଡିଓ   16-Aug-2022
  ଜିଲ୍ଲା  
କଣ୍ଟାବାଞ୍ଜି ପ୍ରେସକ୍ଲବ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ବରଗଡ ରେ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଯାତ୍ରୀ ଙ୍କୁ ସାହାଯ୍ଯ ଦିଆଗଲା   16-Aug-2022
  ଜିଲ୍ଲା  
ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ, ଉଚ୍ଚଶିକ୍ଷା ମନ୍ତ୍ରୀ ଜିଲ୍ଲାର ସଂସ୍କୃତି ଓ ପରମ୍ପରା କୁ ଭୂୟସୀ ପ୍ରଶଂସା କଲେ   16-Aug-2022
  ଜିଲ୍ଲା  
୨୦ ଲିଟର ଦେଶୀ ମଦ ଓ ଏକ ବାଇକ ସହ ଦୁଇ ଜଣ ଗିରଫ   16-Aug-2022
  ଜିଲ୍ଲା  
ନବରଙ୍ଗପୁର - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରବଳ ବୃଷ୍ଟିପାତ ସହ ବ୍ୟାପକ କ୍ଷୟକ୍ଷତି   15-Aug-2022
ପାଉଁରୁଟି ଫେକ୍ଟ୍ରିର ଟ୍ରଲି ପଡି କାର୍ଯ୍ୟରତ ଶ୍ରମିକ ଗୁରୁତର   15-Aug-2022
ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର   15-Aug-2022

You Might Also Like