-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2021
କଣ୍ଟାମାଳ (ଅକୃର ସାହୁ): କଣ୍ଟାମାଳ ନିର୍ବାଚନ ମଣ୍ଡଳର ଉନ୍ନତି ପାଇଁ କଣ୍ଟାମାଳ ଵିଧାୟକ ମହିଧର ରଣା ସରକାରୀ ଯୋଜନା କପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥି ପାଇଁ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଵୌଦ୍ଧ ଉପ ଜିଲ୍ଲାପାଳ,ପି. ଡି. ଡି. ଆର୍. ଡି. ଏ. ବୌଦ୍ଧ, ବିଡିଓ ବୌଦ୍ଧ, ବିଡିଓ କଣ୍ଟାମାଳ ଓ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।I