-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
04-Apr-2021
ପଲ୍ସାଫୁଲ୍
ଧର୍ତୀ ରାନୀର୍ ନୂଆ ବହ ହସି ଦେଉଛେ ମୁଲ୍ମୁଲ୍
ଲାଲ୍ ଟହଟହ କେଡେ ସୁନ୍ଦର୍ ରଙ୍ଗ୍ ଭିତ୍ରେ ଅମୁଲ୍ମୁଲ୍
ପଲ୍ସାଫୁଲ୍
ଯେନ୍ ଗଛ୍ଥି ଜନମ୍ ହେଇ ଜଲୁଛେ ତାର୍ ଅଁତ୍ରା
ଦେଖେଇ ହେବା ନିଜେ ବଲି ତାର୍ ଝରେଇ ଦେଇଛେ ପତ୍ରା
ଇ ଗୁନ୍ ଜାନି ବିଧାତା ଦିହେ ବାସ୍ ନାଇ ଦେଇ ବିଲ୍କୁଲ୍
ପଲ୍ସାଫୁଲ୍
ବାସ୍ ନାଇ ବଲି ଦୁଖ୍ ନାଇ ମନ୍ ରଙ୍ଗ୍ ହେଇଛେ କମାଲ୍
ଯେନ୍ ଆଡ୍କେ ଆଁଖ୍ ବୁଲାବ ଦେଖ୍ବ ଖାଲି ଲାଲ୍
ମଙ୍ଗଲା ମାଁର୍ ବେଁକେ ପଡି ଦିଶୁଛେ କେଡେ ଡଉଲ୍
ପଲ୍ସାଫୁଲ୍
ସୁଲସୁଲିଆ ପବନ୍ ବାଜି ଡାଲେ ଖେଲୁଛେ ଦୁଲି
ନିଜର୍ ବାଗି ନିଜେ ହେଇଛେ ମନ୍ ଦେଇଛେ ଖୁଲି
ହସିଖୁସି କରି ଦିନ୍ କାଟୁଛେ ଇ ଗୁନ୍ଟା ଅଉଲ୍
ପଲ୍ସାଫୁଲ୍
ଗୌରଚନ୍ଦ୍ର ପରିଛା
ଅନନ୍ତପାଲି, ଉଲୁଣ୍ଡା
ମୋ-୯୯୩୭୨୧୮୯୧୧