-+91-9937148622 |

prerana_bgr@rediffmail.com |

  Friday 9th December 2022 |

| | | |

R.N.I. Regd No. ODIODI/2010/46693

Breaking News

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   (09-Dec-2022)       ||      ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   (09-Dec-2022)       ||      ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   (09-Dec-2022)       ||      ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   (09-Dec-2022)       ||      ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   (09-Dec-2022)       ||      ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ    (09-Dec-2022)       ||      ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ    (09-Dec-2022)       ||      ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   (09-Dec-2022)       ||      ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   (08-Dec-2022)       ||      ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   (08-Dec-2022)       ||      ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।    (08-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   (08-Dec-2022)       ||      ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମl - ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ -   (08-Dec-2022)       ||      ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ    (08-Dec-2022)       ||      ରେକର୍ଡ ସଂଖ୍ୟକ ଭୋଟ ରେ ବିଜୟୀ ହେଲେ ବର୍ଷା ସିଂ ବରିହା   (08-Dec-2022)       ||      କୁଚିଣ୍ଡା ଜିଲ୍ଲା ଗଠନ ଦାବି ନେଇ ସର୍ବ ଦଳୀୟ ବୈଠକ, ଆନ୍ଦୋଳନ ପାଇଁ ସଜବାଜ I   (08-Dec-2022)       ||      ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I   (08-Dec-2022)       ||      ପଦ୍ମପୁର ଫାଇଟ : ୧୫ ରାଉଣ୍ଡ ସୁଦ୍ଧା ଆଗରେ ଅଛି ବିଜେଡି    (08-Dec-2022)       ||      ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ   (08-Dec-2022)       ||      "ଦମନ" ଦେଖିଲେ ସଦର ହସ୍‌ପିଟାଲ୍ କର୍ମଚାରୀ I   (08-Dec-2022)       ||     

HOME   ବିଶେଷ

କବି ଗୌରଚନ୍ଦ୍ର ପରିଛାଙ୍କ ପ୍ରକୃତି  ପ୍ରତି ସମର୍ପିତ ଭିନ୍ନଧରଣର ଏକ କବିତା  ପଲସା ଫୁଲ୍‌

04-Apr-2021




                               ପଲ୍‌ସାଫୁଲ୍‌

ଧର୍‌ତୀ ରାନୀର୍ ନୂଆ ବହ ହସି ଦେଉଛେ ମୁଲ୍‌ମୁଲ୍‌
ଲାଲ୍ ଟହଟହ କେଡେ ସୁନ୍ଦର୍ ରଙ୍ଗ୍ ଭିତ୍‌ରେ ଅମୁଲ୍‌ମୁଲ୍‌
                              ପଲ୍‌ସାଫୁଲ୍‌
ଯେନ୍ ଗଛ୍‌ଥି ଜନମ୍ ହେଇ ଜଲୁଛେ ତାର୍ ଅଁତ୍‌ରା
ଦେଖେଇ ହେବା ନିଜେ ବଲି ତାର୍ ଝରେଇ ଦେଇଛେ ପତ୍‌ରା
ଇ ଗୁନ୍ ଜାନି ବିଧାତା ଦିହେ ବାସ୍ ନାଇ ଦେଇ ବିଲ୍‌କୁଲ୍‌
                             ପଲ୍‌ସାଫୁଲ୍‌
ବାସ୍ ନାଇ ବଲି ଦୁଖ୍ ନାଇ ମନ୍ ରଙ୍ଗ୍ ହେଇଛେ କମାଲ୍‌
ଯେନ୍ ଆଡ୍‌କେ ଆଁଖ୍ ବୁଲାବ ଦେଖ୍‌ବ ଖାଲି ଲାଲ୍‌
ମଙ୍ଗଲା ମାଁର୍ ବେଁକେ ପଡି ଦିଶୁଛେ କେଡେ ଡଉଲ୍‌
                            ପଲ୍‌ସାଫୁଲ୍‌
ସୁଲସୁଲିଆ ପବନ୍ ବାଜି ଡାଲେ ଖେଲୁଛେ ଦୁଲି
ନିଜର୍ ବାଗି ନିଜେ ହେଇଛେ ମନ୍ ଦେଇଛେ ଖୁଲି
ହସିଖୁସି କରି ଦିନ୍ କାଟୁଛେ ଇ ଗୁନ୍‌ଟା ଅଉଲ୍‌
                            ପଲ୍‌ସାଫୁଲ୍‌

ଗୌରଚନ୍ଦ୍ର ପରିଛା
ଅନନ୍ତପାଲି, ଉଲୁଣ୍ଡା
ମୋ-୯୯୩୭୨୧୮୯୧୧
 


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   09-Dec-2022
  ଜିଲ୍ଲା  
ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   09-Dec-2022
  ଜିଲ୍ଲା  
ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   09-Dec-2022
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   09-Dec-2022
  ଜିଲ୍ଲା  
ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   09-Dec-2022
  ରାଜ୍ୟ  
ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ   09-Dec-2022
  ଜିଲ୍ଲା  
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ   09-Dec-2022
  ଜିଲ୍ଲା  
ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   09-Dec-2022
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   08-Dec-2022
  ଜିଲ୍ଲା  
ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   08-Dec-2022
  ଜିଲ୍ଲା  
ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।   08-Dec-2022
  ଜିଲ୍ଲା  
ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   08-Dec-2022

You Might Also Like