-+91-9937148622 |

prerana_bgr@rediffmail.com |

  Friday 9th December 2022 |

| | | |

R.N.I. Regd No. ODIODI/2010/46693

Breaking News

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   (09-Dec-2022)       ||      ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   (09-Dec-2022)       ||      ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   (09-Dec-2022)       ||      ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   (09-Dec-2022)       ||      ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   (09-Dec-2022)       ||      ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ    (09-Dec-2022)       ||      ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ    (09-Dec-2022)       ||      ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   (09-Dec-2022)       ||      ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   (08-Dec-2022)       ||      ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   (08-Dec-2022)       ||      ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।    (08-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   (08-Dec-2022)       ||      ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମl - ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ -   (08-Dec-2022)       ||      ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ    (08-Dec-2022)       ||      ରେକର୍ଡ ସଂଖ୍ୟକ ଭୋଟ ରେ ବିଜୟୀ ହେଲେ ବର୍ଷା ସିଂ ବରିହା   (08-Dec-2022)       ||      କୁଚିଣ୍ଡା ଜିଲ୍ଲା ଗଠନ ଦାବି ନେଇ ସର୍ବ ଦଳୀୟ ବୈଠକ, ଆନ୍ଦୋଳନ ପାଇଁ ସଜବାଜ I   (08-Dec-2022)       ||      ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I   (08-Dec-2022)       ||      ପଦ୍ମପୁର ଫାଇଟ : ୧୫ ରାଉଣ୍ଡ ସୁଦ୍ଧା ଆଗରେ ଅଛି ବିଜେଡି    (08-Dec-2022)       ||      ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ   (08-Dec-2022)       ||      "ଦମନ" ଦେଖିଲେ ସଦର ହସ୍‌ପିଟାଲ୍ କର୍ମଚାରୀ I   (08-Dec-2022)       ||     

HOME   ବିଶେଷ

ଲୋଇସିଂହା କୁ ଏନ୍ ଏ ସି ମାନ୍ୟତା ଦାବିରେ ବିଜେପି ପକ୍ଷରୁ ବିଶାଳ ବାଇକ ରେଲି

22-Feb-2021



ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ ଏ ସି) ମାନ୍ୟତା ପ୍ରଦାନ ଦାବିରେ ଆନ୍ଦୋଳନ ତେଜିବରେ ଲାଗିଛି l ଆଜି ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ଗ୍ରାମ ପଂଚାୟତ ଓ ବୁର୍ଡl ଗ୍ରାମ ପଂଚାୟତକୁ  ଏନ୍ ଏ ସି ମାନ୍ୟତା ଦାବୀନେଇ ବିଜେପି ପକ୍ଷରୁ ବୁର୍ଡl ବସଷ୍ଟାଣ୍ଡ ରୁ ଲୋଇସିଂହା ବ୍ଲକ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଦେଖିବାକୁ ମିଳିଥିଲା l ବିଜେପିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ପୂର୍ବତନ ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କ କହିବା ଏହାଯେ ଲୋଇସିଂହା  ଗୋଟିଏ ଏନ୍ ଏ ସି ପାଇଁ ପ୍ରକୃତ ସ୍ଥାନ l ତୁଷୁରା ଓ କଣ୍ଟାବାଞ୍ଜି ଦୀର୍ଘଦିନ ହେଲା NAC ହୋଇସାରିଛି, ଏମିତି ଦେଖିବାକୁ ଗଲେ ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ 10 ହଜାରରୁ ଉର୍ଦ୍ଧ ଜନସଂଖ୍ୟା ହେଲେ NAC  ସ୍ଥାପନ ହୋଇଥାଏ କିନ୍ତୁ  ଲୋଇସିଂହା ଓ ବୁର୍ଡlର  ଜନସଂଖ୍ୟା 15 ହଜାରରୁ ଅଧିକ ହେଲେ ସୁଦ୍ଧା ଅଣଦେଖା କରାଯାଉଛି  l ଏଣୁ ଲୋଇସିଂହା ଓ ବୁର୍ଡl ଗ୍ରାମ ପଂଚାୟତକୁ ଯଥାଶୀଘ୍ର ଏନ୍ ଏ ସି ଘୋଷଣା କରିବା ପାଇଁ  ବିଜେପି ପକ୍ଷରୁ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖଡିଆଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ବାଇକ ରେଲି ରେ ବିଜେପିର ଅମିତ ସିଂହ ନିନା, ଏମପି ନୋମିନି ବଲାଙ୍ଗୀର, ବାଳକୃଷ୍ଣ ଧରୁଆ ଏମପି ନୋମିନି ଲୋଇସିଂହା, ଗୌରାଙ୍ଗ ନାଏକ, ଭୂତନାଥ ନାଏକ, ବାହାଦୁର ନନ୍ଦ, ରାଜୁ ସାହୁ, ସୋମନାଥ ପଧାନ, ରଶ୍ମିରଂଜନ ପଧାନ, ବୁଲୁ ବାଦୀ, ସୁଦିପ ସା, ଗୌତମ କୁଅଁର, ଟିକୁ ସାହୁ, ରାମ ସାହୁଙ୍କ ସମେତ ବିଜେପିର ଶତାଧିକ କର୍ମୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   09-Dec-2022
  ଜିଲ୍ଲା  
ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   09-Dec-2022
  ଜିଲ୍ଲା  
ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   09-Dec-2022
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   09-Dec-2022
  ଜିଲ୍ଲା  
ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   09-Dec-2022
  ରାଜ୍ୟ  
ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ   09-Dec-2022
  ଜିଲ୍ଲା  
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ   09-Dec-2022
  ଜିଲ୍ଲା  
ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   09-Dec-2022
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   08-Dec-2022
  ଜିଲ୍ଲା  
ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   08-Dec-2022
  ଜିଲ୍ଲା  
ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।   08-Dec-2022
  ଜିଲ୍ଲା  
ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   08-Dec-2022

You Might Also Like