-+91-9937148622 |

prerana_bgr@rediffmail.com |

  Tuesday 5th July 2022 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଧେରିଆବାହାଲ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର    (05-Jul-2022)       ||      ହେରା ପଞ୍ଚମୀ ଉପଲକ୍ଷେ ପଞ୍ଚମ ର ଭଜନ ସନ୍ଧ୍ୟା   (05-Jul-2022)       ||      ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ   (05-Jul-2022)       ||      ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   (05-Jul-2022)       ||      ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ    (05-Jul-2022)       ||      ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   (05-Jul-2022)       ||      ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   (05-Jul-2022)       ||      ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   (05-Jul-2022)       ||      ବନମହୋତ୍ସବ ପାଳିତ   (05-Jul-2022)       ||      ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   (05-Jul-2022)       ||      ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   (05-Jul-2022)       ||      ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   (05-Jul-2022)       ||      ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   (04-Jul-2022)       ||      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା   (04-Jul-2022)       ||      ସଙ୍କୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ    (04-Jul-2022)       ||      ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ କୋକସରା ବ୍ଲକ୍ ସାମ୍ବାଦିକ ସଙ୍ଘ ପକ୍ଷରୁଏକ ଦାବିପତ୍ର ପ୍ରଦାନ   (04-Jul-2022)       ||      କୁରୁଲ ରାମଜୀ ହାଇସ୍କୁଲର ପୁରାତନ ବିଦ୍ୟାର୍ଥୀ ମାନଙ୍କ ମୋ’ ସ୍କୁଲ ଯୋଜନା ର ବୈଠକ   (04-Jul-2022)       ||      ରଥଯାତ୍ରା ଅବସରରେ ଅଂକୁର ସାହିତ୍ୟ ସଂସଦ ତରଫରୁ ଭକ୍ତି କବିତା ଆସର    (04-Jul-2022)       ||     

HOME   ବିଶେଷ

ମଙ୍ଗଳ ଗ୍ରହରୁ ‘ରୋଭର’ ଫଠାଇଲା ଫଟୋ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଥିଲା

20-Feb-2021



ୱାଶିଂଟନ(ପ୍ରେରଣା ଖବର ବ୍ୟୁରୋ): ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍‌ ଫଟୋ ପଠାଇଛି।ଏହାସହ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ମଧ୍ୟ ପଠାଇଛି ରୋଭର। ଏହି ହାଇ ରିଜୋଲ୍ୟୁସନ୍‌ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି!! ଏପରିକି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍‌ ସେଲଫି ମଧ୍ୟ ସେୟାର କରିଛି ରୋଭର। ମଙ୍ଗଳ ପୃଷ୍ଠ ଛୁଇଁବାର ୬.୪ଫୁଟ ଉପରୁ ସେଲ୍‌ଫି ଉଠାଇଛି ରୋଭର୍‌। ଏହି ହାଇ ରିଜୋଲ୍ୟୁସନ୍ ଫଟୋକୁ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି ନାସା!! ରୋଭର ପଠାଇଥିବା ଏକ ଫଟୋରେ ସମତଳ ଅଞ୍ଚଳ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିଲେ ଏମିତି ଜଣାପଡ଼ୁଛି ଯେ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଏକ ନଦୀ କିମ୍ବା ଗଭୀର ହ୍ରଦ ଥିଲା।ଏନେଇ ନାସା ଅଧିକ ଗବେଷଣା ଚଳାଇଛି!! 

ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ନାସାର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଥିଲା। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା!!


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଧେରିଆବାହାଲ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର   05-Jul-2022
  ଜିଲ୍ଲା  
ହେରା ପଞ୍ଚମୀ ଉପଲକ୍ଷେ ପଞ୍ଚମ ର ଭଜନ ସନ୍ଧ୍ୟା   05-Jul-2022
  ଜିଲ୍ଲା  
ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ   05-Jul-2022
  ଜିଲ୍ଲା  
ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   05-Jul-2022
  ଜିଲ୍ଲା  
ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ   05-Jul-2022
  ଜିଲ୍ଲା  
ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   05-Jul-2022
  ରାଜ୍ୟ  
ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   05-Jul-2022
  ଜିଲ୍ଲା  
ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   05-Jul-2022
  ଜିଲ୍ଲା  
ବନମହୋତ୍ସବ ପାଳିତ   05-Jul-2022
  ଜିଲ୍ଲା  
ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   05-Jul-2022

You Might Also Like