-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ

08-Oct-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି କଲେଜରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ପାଠପଢାକୁ ନେଇ ଯୁକ୍ତିତର୍କ ପରେ ସମସ୍ତେ ଅଧ୍ୟକ୍ଷଙ୍କ କାଯ୍ୟକଳାପକୁ ନେଇ ଘେରିଥିଲେ । ୧୯୮୪ ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ ଆଜି ଶିକ୍ଷାଦାନକୁ ନେଇ ଛାତ୍ରଛାତ୍ରୀମାନେ ତାଚିଥିଲେ । କଲେଜରେ ଯୁକ୍ତ ତିନି  ବିଭାଗରେ ଇତିହାସ ବିଭାଗରେ ଶିକ୍ଷାଦାନ ହେଉନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ବେକ୍ ପେପର୍ ରହିଯାଉଛି । ପରୀକ୍ଷା ଫଳ ଅନ୍ୟାନ୍ୟ ବିଷୟ ଅପେକ୍ଷା ଫଳ ଖରାପ ହେଉଛି । ପିଲାଙ୍କ ଅଭିଯୋଗ , ଇତିହାସ ବିଭାଗରେ ୨ଜଣ  ଅଧ୍ୟାପକ ରହିଛନ୍ତି । ଜଣେ ଅଧ୍ୟାପକ ଓ ଅନ୍ୟଜଣେ ଅଧ୍ୟକ୍ଷ। ଅଧ୍ୟାପକ ଜଣକ ଶିକ୍ଷାଦାନ କରୁଥିବା ବେଳେ ଅଧ୍ୟକ୍ଷ ପାଠ ପଢାଉନଥିବା ଅଭିଯୋଗ କରୁଛନ୍ତି । +୩ ରେ ଚିନୋଟି ଶ୍ରେଣୀ ସହିତ ଅନର୍ସ ପାଠ ଜଣେ ଅଧ୍ୟପକ ପଢାଇବା କଷ୍ଟକର ହେଉଛି । ଅଧ୍ୟକ୍ଷ ଜଣକ ପ୍ରଶାସନିକ କାମ କରୁଥିବାରୁ ସେ ପାଠ ପଢାଇବାକୁ ମନା କରୁଛନ୍ତି । ଅନ୍ୟ ପକ୍ଷରେ ଶିକ୍ଷାଦାନ ନ ହେଲେ ପିଲାମାମନଙ୍କ ଶତ‌କାଡା ୭୪ ୭୫ ଭାଗ ଉପସ୍ଥାନ ନ ହେଲେ  ପରୀକ୍ଷା ଦେବାରୁ ବାଦ ପଢିବେ। ଏଣୁ ଅଧ୍ୟକ୍ଷଙ୍କୁ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଅନୁରୋଧ କରିଥିଲେ ମଧ୍ଯ ଶୁଣି ନଥିଲେ । ଆଜି ଦିନ ୧୧ଟା ପାଖାପାଖୂ ଶଚାଧୁକ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଂଚି ପାଠପଢାଇବାକୁ ଜିଦ୍ ଧରିଥିଲେ । ଚାଙ୍କୁ ସହ ଯୋଗ କରିଥିଲେ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ । ଏଥିରେ ଅଧ୍ଯକ୍ଷ ତାଙ୍କୁ ନିର୍ଦ୍ଦେଶ ଦେବାକୁ କିଏ କହି କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଥିଲେ । ଘନଶ୍ୟାମ ମେହେର ପହଂଚି ଆଲୋଚନା କରିଥିଲେ ।  ଏହି ଖବର ପାଇ ଆଲୁମିନି ସଂଘ ସମ୍ପାଦକ ରତ୍ନାକର ସେଠ, ପୁରୁଣା ଛାତ୍ର  ଘନଶ୍ୟାମ ମେହେର  ପହଁଚି ଆଲୋଚନା କରିଥିଲେ l ଅତୀତରେ କଲେଜ‌ରେ ଛାତ୍ରମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ରୁ ଅଧ୍ଯକ୍ଷମାନେ  ପାଠ ପଢାଉଥୁବା ଶ୍ରୀସେଠ କହିଥିଲେ । ଏଣୁ କୌଣସି ଆକ୍ଷେପ  ଆରୋପ ନ କରି କଲେଜ ଏବଂ ଛାତ୍ରଛାତ୍ରୀ ମାନଙ୍କ ବୃହତ୍ତର ସ୍ବାଥ ସ୍ବାର୍ଥ ଦୃଷ୍ଟିରୁ ସାମର୍ଥ୍ୟ ଅନୁସାରେ ଅଧ୍ୟକ୍ଷଙ୍କୁ ଶିକ୍ଷାଦାନରେ ସହ ଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦାବୀ ଆଗରେ ଅଧ୍ଯକ୍ଷ ପାଠ ପଢାଇବାକୁ ରାଜି ହୋଇଥିଲେ । ଯଦି ଅଧ୍ଯକ୍ଷ

ପରବର୍ତ୍ତୀ  ସମୟରେ ପାଠ ନ ପଢାନ୍ତି ତେବେ ଆଲୁମିନି ସଂଘ ଏବଂ ଛାତ୍ରଛାତ୍ରୀମାନେ ଉଭୟେ ଜିଲ୍ଲାପାଳ ଏବଂ  କଲେଜ ପରିଚାଳନାର ସଭାପତି ଉପ‌ ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ମଧ୍ୟ ଆଲୋଚନା ହୋଇଥିଲେ । ଅଧ୍ଯକ୍ଷଙ୍କ ପ୍ରତିଶୃତି ପରେ ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷଙ୍କ  ପ୍ରକୋଷ୍ଠରୁ ନିଜ ନିଜର ଶ୍ରେଣୀକୁ ଫେରି ଯାଇଥିଲେ । ଲକ୍ଷାଧୁକ ଟଙ୍କାର ଦରମା ନେଇ ଛାତ୍ରମାନଙ୍କୁ ପାଠ ନପଢାଇବା, ପ୍ରଶାସନିକ କାମର ବାହାନା ଦେଖାଇ ଖସିଯିବା ଉପରେ ଉଚ୍ଚକରୂପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like