-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ଉତ୍ସବ ଆରମ୍ଭ* - *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ମହନ୍ତ ମହାରାଜ*-

24-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଶ୍ରୀ ଗୋପାଳ ଜୀ ମନ୍ଦିର ଠାରେ ମନ୍ଦିର କମିଟି ର ମୁଖ୍ୟ ତଥା ପୁରୀ ମହନ୍ତ ଶ୍ରୀ ବଂଶୀ ଧର ଦାସ ମହାରାଜ ଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ଏଥିରେ ସୋନପୁର ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ ଓ କମିଟି ସଦସ୍ୟ ଦୀପକ ମହାପାତ୍ର ମଞ୍ଚା ସିନ ଥିଲେ l ଏହା ଏକ ଦୀର୍ଘ ବର୍ଷ ର ତପସ୍ୟା ଥିଲା l ଜିଲ୍ଲା ପ୍ରଶାସନ ର ପ୍ରଶାସକ ଓ ବିଚାରପତି ମାନଙ୍କ ର ହ୍ରୁଦୟ ରେ ବସିଲେ ଶ୍ରୀ ଗୋପାଳ ଜୀ ତେଣୁ ଏ ତପସ୍ୟା ର ଆଜି ସୁଫଳ ମିଳିଛି l ପ୍ରଭୁ ହେଉଛନ୍ତି ସୋନପୁର ର ଜୀବନ ପ୍ରାଣ l ଆସନ୍ତା କାଲି ୨୫ ତାରିଖ ଅପରାହ୍ନ ୧ ଟା ୪୦ ରେ ଶ୍ରୀ ଗୋପାଳ ଜୀ ମହାପ୍ରଭୁ ଜିଲ୍ଲା କୋଷlଗର ରୁ ଭକ୍ତ ଶ୍ରଦ୍ଧାଳୁ ଙ୍କ ଗହଣରେ ଏକ ଭବ୍ୟ ବିଶାଳ ଶୋଭଯାତ୍ରାରେ ଏହି ଐତିହାସିକ ପୀଠ କୁ ପହଞ୍ଚିବେ ବୋଲି ସାମ୍ୱାଦିକ ଙ୍କୁ ସୂଚନା ଦେଇଛନ୍ତି ମହନ୍ତ ମହାରାଜ l ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଉପ ଜିଲ୍ଲାପାଳ ଡ଼ ରଥ ପ୍ରକାଶ କରିଥିଲେ l ଦୀର୍ଘ ୪୨ ବର୍ଷ ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ହେବେ ଓ ଭବ୍ୟ ସମାରୋହ ରେ ପୁନଃ ପ୍ରତିଷ୍ଠା ଉତ୍ସବ ଲାଗି ମନ୍ଦିର ରେ ବିଜେ ହେବେ ଶ୍ରୀଶ୍ରୀ ବଡ ଗୋପାଳଜୀ ମହାପ୍ରଭୁ  l 
ସୋନପୁର ରାଜ ବାଟୀ ଆଗରେ ଥିବା ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୁ ଙ୍କ ଏହି ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସୁବର୍ଣ୍ଣପୁର ସହର ଆଜିଠୁ ଚଳ ଚଞ୍ଚଳ ହୋଇ ଉଠିଛି l  ମନ୍ଦିର ଝଲକି ଉଠୁଛି l ଭୁବନେଶ୍ୱର ସି.ବି.ଆଇ ମାଲଖାନା ରୁ ସୋନପୁର କୋଷାଗାର କୁ ଅଣାଯିବା ପରେ ଦୀର୍ଘ ଏକ ମାସ ପୁର୍ବରୁ ଶ୍ରୀ  ଗୋପାଳ ଜି ମହାପ୍ରଭୁଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଲାଗି ଓ ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ଦେବୋତ୍ତର ବିଭାଗ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ, ଏହି ମନ୍ଦିରରେ ଡେରା ପକାଇ ଛନ୍ତି l

ଜିଲ୍ଲାପାଳ, ଡ଼ ନୃପ ରାଜ ସାହୁ ମଧ୍ଯ ଅନେକ ଥର ମନ୍ଦିର ପରିଦର୍ଶନ ରେ ଯାଇ ପୁରୀ ମହନ୍ତ ଶ୍ରୀ ବଂଶୀଧର ଦାସ ମହାରାଜଙ୍କ ଠାରୁ ବିଭିନ୍ନ ପରାମର୍ଶ ନେଇଛନ୍ତି l ଏହି ଭବ୍ୟ ଉତ୍ସବ ଓ  ଭକ୍ତଙ୍କ ପ୍ରବଳ ଭିଡ଼ ଆଶଙ୍କା କୁ ନେଇ ଦେବୋତ୍ତର ବିଭାଗ, ଜିଲ୍ଲା ପୋଲିସ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା କାଲି ୨୫ ତାରିଖରୁ ଆଠ ଦିନ ଯାଏ ମହାପ୍ରଭୁ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଚାଲିବ । ପ୍ରକାଶ ଯେ ଏହି ୧୨  ଅଷ୍ଟ ଧାତୁ ନିର୍ମିତ ପ୍ରାଚୀନ ମୂର୍ତ୍ତି ସବୁ କୁ ଫେରାଇ ଆଣିବା ଦିଗରେ କେବେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦୌ ତତ୍ପରତା ପ୍ରକାଶ ପାଇ ନ ଥିଲା । କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ  ଡ. ନୃପରାଜ ସାହୁଙ୍କ ଦୃଢ଼ ଇଚ୍ଛା ଓ ଉଦ୍ୟମ କ୍ରମେ  ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ ସିବିଆଇ ଅଦାଲତ କୁ ଯାଇ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଗୋପାଳଜୀ ଙ୍କ ବିଗ୍ରହ ମୂର୍ତ୍ତିଙ୍କୁ ମାଲଖାନାରୁ ଗତ ଡିସେମ୍ବର ମାସରେ ଫେରାଇ ଆଣିଥିଲେ। ଆସନ୍ତା କାଲି ର ଶୋଭାଯାତ୍ରା ପ୍ରଭୁ ଙ୍କ ଆଗମନ ର ଏ ଦୃଶ୍ୟ ଓ ପ୍ରଭୁଙ୍କ ଦର୍ଶନ ପାଇଁ ସହରବାସୀ ଉତ୍କଣ୍ଠା ର ସହ ଅନେଇ ବସି ଛନ୍ତି l  ଆସନ୍ତା କାଲି ୨୫ତାରିଖରେ ହେବ କଳସ ଯାତ୍ରା, ଜଳଯାତ୍ରା ଓ ଠାକୁରଙ୍କ ଆଗମନ । ୨୬ରେ ଯଜ୍ଞ ମଣ୍ଡପରେ ଥିବା ଦେବାଦେବୀଙ୍କର ପୂଜାର୍ଚ୍ଚନା, ୨୭ରେ ଯଜ୍ଞାରମ୍ଭ ସହ ଗୋପାଳ ସହସ୍ର ନାମଯଜ୍ଞ, ୨୮ରେ ରାଧା ସହସ୍ର ନାମଯଜ୍ଞ, ୨୯ରେ ବିଷ୍ଣୁ ସହସ୍ର ନାମଯଜ୍ଞ, ୩୦ରେ ଶିବ ସହସ୍ର ନାମ ଯଜ୍ଞ ଓ ୩୧ରେ ଗୀତାଯଜ୍ଞ ସମାପନ ପରେ ଫେବୃୟାରୀ ୧ରେ ପୂର୍ଣାହୁତି ସହ ଠାକୁରଙ୍କ ଗମ୍ଭୀରା ବିଜେ ଅନୁଷ୍ଠିତ ହେବ ବୋଲି ପୁରୀ ମହନ୍ତ ଙ୍କ ଦ୍ବାରା କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଭବ୍ୟ ଉତ୍ସବରେ ସହର ଓ ଜିଲ୍ଲାବାସୀ ସମସ୍ତେ ସାମିଲ ହୋଇ ଠାକୁରଙ୍କ ଦର୍ଶନ କରିବା ସହ ବିଭୁ କୃପା ଲାଭ କରିବାକୁ ଦେବୋତ୍ତାର ବିଭାଗ,ଶ୍ରୀ ବଡ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ମୁଖ୍ୟ ମହନ୍ତ ବଂଶୀଧର ଦାସ ମହାରାଜ ଓ କମିଟିର କର୍ମ କର୍ତ୍ତା ଅନୁରୋଧ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like