-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
06-Jan-2026
ଆଠଗଡ଼(ପ୍ରେରଣା ଖବର): ବହୁଚର୍ଚ୍ଚିତ ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା ର ହତ୍ୟା ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତ କୁ ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ରେ ହାଜର କଲା ଖୁଣ୍ଟୁଣି ପୋଲିସ। ପ୍ରଥମ ପତ୍ନୀ ଅପର୍ଣ୍ଣା ହତ୍ୟା ଘଟଣାରେ ଭୁବନେଶ୍ବରରୁ ଆଣି କୋର୍ଟରେ ହାଜର କଲା ଖୁଣ୍ଟୁଣି ପୋଲିସ। ଅଭିଯୁକ୍ତ କୁ ଦିନିକିଆ ରିମାଣ୍ଡ ରେ ନେଇଛି ଖୁଣ୍ଟୁଣି ପୋଲିସ।ପ୍ରଥମ ପତ୍ନୀ ହତ୍ୟା ଘଟଣାରେ ସତ୍ୟ ବାହାର କରିବାକୁ ଉଦ୍ୟମ କରିବ ପୋଲିସ।ପ୍ରକାଶ ଥାଉକି ଦୁଇଦୁଇଟା ପତ୍ନୀଙ୍କୁ ହତ୍ୟାକରି ଦୁର୍ଘଟଣା ରୂପ ଦେଇ ବିମା ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲା ଦୀପକ ରାଉତ।