-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||     

HOME   ରାଜ୍ୟ

ଏସଭିନିର୍ତ୍ତାର ଓଲଟପୁର ଭୌତିକ ଚିକିତ୍ସା କରିବାରେ ଏସିଆ ମହାଦେଶରେ ଦିତୀୟ

10-Oct-2025



କଟକ ଜିଲା ଓଲଟପୁର ଠାରେ ୫୦ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ସ୍ୱାମୀ ବିବେକାନନ୍ଦ ଜାତୀୟ ଭିନ୍ନକ୍ଷମ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସଂନ୍ଧାନ କେନ୍ଦ୍ର ଏସିଆ ମହାଦେଶର ଏକ ଅଦିତୀୟ ଭୌତିକ ଚିକିତ୍ସା କେନ୍ଦ୍ର।କେବଳ ଓଡିଶା ନୁହେଁ ପଶ୍ଚିମ ବଙ୍ଗ ଛତିଶଗଡ଼ ଅଞ୍ଚଳର ରୋଗୀ ମାନେ ଏଠାକୁ ଆସି ଚିକିତ୍ସିତ ହୁଅନ୍ତି ।ଭୌତିକ ଚିକିତ୍ସା ପାଇଁ ଏଠାରେ ଚାରି ବର୍ଷିଆ ପାଠ୍ୟକ୍ରମରେ ପ୍ରାୟ ୬ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ବାହାର ରାଜ୍ୟର ଛାତ୍ର ଛତ୍ରୀମାନେ ପ୍ରକ୍ଟିକାଲ କରିବାକୁ ବହୁ ସଂଖ୍ୟାରେ ଏଠାକୁ ଆସନ୍ତି।ଏଠାରେ ଅନ୍ତଃ ବିଭାଗରେ ୨୦୦ରୋଗୀ ରହିବାର ବ୍ୟବସ୍ଥା ଅଛି।ଡାଃ ପତିତପାବନ ମହାନ୍ତି ଏହାର ନିର୍ଦ୍ଦେଶକ ଅଛନ୍ତି। ସେ ନିଜେ ରୋଗୀମାନଙ୍କୁ ଭୌତିକ ଚିକିତ୍ସା କରାନ୍ତି।ବାକଶକ୍ତି ବିଭାଗ ରେ ଡା ଜୟ ଶଙ୍କର ପଣ୍ଡା, ସୁଭଶ୍ରୀ ମିଶ୍ର,ଧୃତିସୁନ୍ଦର ସାହୁ ପ୍ରମୁଖ ଅନ୍ୟ ଚିକିତ୍ସକ ମାନେ ଚିକିତ୍ସା କରନ୍ତି।ସେହିଭଳି ଭୌତିକ ଚିକିତ୍ସା  ବିଭାଗରେ ଡାକ୍ତର  କିଶୋର ମହାପାତ୍ର, ପବିତ୍ର କୁମାର ସାହୁ,କେ ସତ୍ୟନାରାୟଣ ରାଓ,ନିବେଦିତା ଦାସ ଦୀପକ କୁମାର ସିଂ, ପ୍ରମୋଦ କୁମାର ପରିଡା,ସୁଧାକର ପ୍ରଧାନ ,ନରେନ୍ଦ୍ର କୁମାର ବେହେରାଙ୍କ ଭଳି ଡାକ୍ତରମାନେ ରୋଗୀ କୈନ୍ଦ୍ରିକ ଚିକିତ୍ସା କରୁଅଛନ୍ତି। ଦିବ୍ୟାଙ୍ଗମାନଙ୍କୁ ବୋଝ ନ ଭାବିବା ପାଇଁ  ନିରାମୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରତିବର୍ଷ ଏକ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା ରହିଛି ବୋଲି ବିଚିତ୍ର କୁମାର ସାହୁ ସୂଚନା ଦେଇଛନ୍ତି।ଏହାର ପ୍ରିମିୟମ ସରକାର ବହନ କରୁଛନ୍ତି।ସେହିଭଳି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଆଲମିକୋ ପକ୍ଷରୁ ହୁଇଲ ଚେୟାର ,ୱାକର,ଆଶାବାଡି, ବେଲ୍ଟ ଇତ୍ୟାଦି ଅନେକ ଉପକରଣ ବିପିଏଲ କାଟେ ଗୋରୀ ଏବଂସାମାଜିକ ସୁରକ୍ଷା ଭତ୍ତାଧାରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଦିବ୍ୟାଙ୍ଗମାନଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ୪-୫ଟି ଟ୍ରେଡରେ ଧନ୍ଦାମୂଳକ ତାଲିମ ପ୍ରଦାନ ସହ ଏକ ଉତ୍ପାଦନ କେନ୍ଦ୍ର ପରିଚାଳିତ ହେଉଛି। ଏହି କେନ୍ଦ୍ରର ବରିଷ୍ଠ ବିଶେଷଜ୍ଞ ମାନଙ୍କ ନିଷ୍ଠାପର ରୋଗୀସେବା ଅନ୍ୟମାନଙ୍କ ପାଇଁ ପ୍ରରଣାର ଉତ୍ସ।ଓଲଟପୁର ଗୋଟିଏ ଛୋଟ ଗ୍ରାମ।ବହୁସଂଖ୍ୟାରେ ରୋଗୀ ବାହାରୁ ଆସୁଥିବାରୁ ଅନୁଷ୍ଠାନ ପକ୍ଷରୁ ଅଧିକ ଡରମିଟୋରି ନିର୍ମାଣ କରି,ଶୁଳ୍କ ନେଇ ରହିବା ବ୍ୟବସ୍ଥା  ଯୋଗାଇଦେବା ଆବଶ୍ୟକ।କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ହୋଇଥିଲା ବେଳେ ଏଠାରେ କୌଣସି ବିମା କାର୍ଯ୍ୟ କରୁନାହିଁ ।ବାହାରେ ପାର୍କ ଓପନ ଜିମ ମରାମତି ଅଭାବରୁ ଶୋଚନୀୟ ହୋଇଗଲାଣି। ମୁଖ୍ୟ ରାସ୍ତା ଠାରୁ ଅନୁଷ୍ଠାନ ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ।ଏସିଆ ମହାଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ହୋଇଥିବାରୁ ଏହାର ସୁନାମ ବଜାଇ ରଖିବାକୁ  ଚିକିତ୍ସକଙ୍କ ଠାରୁ ଆରମ୍ଭ କରି ନର୍ସ,ପାରାମେଡିକାଲ ଷ୍ଟାଫ ଏବଂ ଉଭୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ।


News Comment




Photo in News

Advertisment
Lastest News
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026

You Might Also Like