-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ରାଜ୍ୟ

ବ୍ରାହ୍ମଣୀପଲା ଓ ଗୌରଗୋଠରେ ଚାଷୀଙ୍କୁ ନେଇ ପାଣିପଞ୍ଚାୟତ ସଚେତନତା କାର୍ଯ୍ୟକ୍ରମ

06-Sep-2025



ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲାର ଚାଷିଙ୍କ ପାଇଁ ଖୁସିଖବର । ମୁଖ୍ୟତଃ ଦେଓଗାଁ ବ୍ଲକର ଅର୍ଜୁନପୁର, ଗୌରଗୋଠ ଓ କୁଲତାପଡା ଗ୍ରାମପଞ୍ଚାୟତର ଚାଷୀମାନେ ଯେଉଁମାନେ ମେଗା ଉଠାଜଳସେଚନରୁ ବାଦ ପଡିଥିଲେ ସେମାନଙ୍କ ପାଇଁ ଉଠାଜଳସେଚନ ବିଭାଗ ନୂଆ ପଏଣ୍ଟଗୁଡିକ ଅନୁମୋଦନ କରିଛନ୍ତି । ଫଳରେ ଏହି ଅଞ୍ଚଳରେ ଆଉ ୭ଟି ନୂଆ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକାରୀ ହେବାକୁ ଯାଉଛି ଓ ଏଥିରେ ପ୍ରାୟ ୬୦୦ ଏକର ଜମିକୁ ଜଳସେଚିତ କରାଯାଇ ପାରିବ ବୋଲି ସୂଚନା ମିଳିଛି । ତେଲନଦୀରେ ଏହି ଉଠାଜଳସେଚନ ପଏଣ୍ଟ ବସିବ ଓ ସେଠାରୁ ଜଳସେଚନ କରାଯିବ। ମେଗା ଉଠାଜଳସେଚନ ପଏଣ୍ଟ କେବଳ ଖରିଫ ଧାନଚାଷ ପାଇଁ ସହାୟକ ହେଉଥିବା ବେଳେ ଏଣିକି ଉଠାଜଳସେଚନ ବିଭାଗର ପଏଣ୍ଟରେ ରବିଋତୁରେ ମଧ୍ୟ ଜଳସେଚିତ କରାଯାଇ ପାରିବ । ଆଜି ଦେଓଗାଁ ବ୍ଲକର ବ୍ରାହ୍ମଣୀପଲା ଓ ଗୌରଗୋଠରେ ଆୟୋଜିତ ପାଣିପଞ୍ଚାୟତ

ସଚେତନତା କାର୍ଯ୍ୟକ୍ରମରେ ଏନେଇ ବଲାଙ୍ଗୀର ଉଠା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ସଚିଦାନନ୍ଦ ଦଳେଇ ସୂଚନା ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲାକୁ ଆଉ ୩୯ଟି ଉଠାଜଳସେଚନ ପଏଣ୍ଟ ମଞ୍ଜୁର କରାଯାଇଥିବା ବେଳେ ସେଥିରୁ କେବଳ ଦେଓଗାଁ ବ୍ଲକରେ ୧୪ଟି ପଏଣ୍ଟ ରହିଛି । ଫଳରେ ଚାଷିଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ମେଗା ଉଠାଜଳସେଚନ ଜରିଆରେ କେବଳ ଖରିଫ ଋତୁରେ ଚାଷିଙ୍କୁ ପାଣି ମିଳୁଥିବା ବେଳେ ଉଠାଜଳସେଚନ ପଏଣ୍ଟ ଜରିଆରେ ରବିଋତୁରେ ମଧ୍ୟ ଚାଷି ପାଣି ପାଇବେ ଓ ଧାନଚାଷ କରିପାରିବେ । ଏସଏଲଏସି ବୈଠକରେ ଏହି ପ୍ରକଲ୍ପଗୁଡିକ ଅନୁମୋଦନ ଲାଭ କରିଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ଏହାର କାମ ଆରମ୍ଭ କରାଯିବ । ତେବେ ଏହାକୁ ସୂଚାରୁ ରୂପେ ପରିଚାଳିତ କରିବାକୁ ଚାଷିମାନେ କିଭଳି ପାଣିପଞ୍ଚାୟତ ଗଠନକରିବେ ସେନେଇ ନିର୍ବାହୀଯନ୍ତ୍ରୀ ଚାଷିଙ୍କୁ କହିଥିଲେ । ତେଲନଦୀରେ ବ୍ରାହ୍ମଣୀପଲାଠାରେ ବ୍ୟାରେଜ ହେଲେ ମେଗାଲିଫ୍ଟ ପଏଣ୍ଟ,ମେଗା ପାନୀୟଜଳ ଜଳପ୍ରକଲ୍ପ ଓ ଉଠାଜଳସେଚନ ପଏଣ୍ଟ ଗୁଡିକ ଠିକରେ ଜଳଉତ୍ସ ପାଇବେ ତେଣୁ ଆଗାମୀ ଦିନରେ ତେଲନଦୀରେ ବ୍ୟାରେଜ ନିର୍ମାଣ କରିବାକୁ ଦାବି ଯୋରଦାର କରାଯିବ ବୋଲି ଲକ୍ଷ୍ମଣ ମେହେର କହିଥିଲେ । ବ୍ରାହ୍ମଣୀପଲା ଶିବମନ୍ଦିରଠାରେ ଓ ଗୌରଗୋଠର ହାଇସ୍କୁଲ ପଡିଆଠାରେ ଆୟୋଜିତ ସଭାରେ ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଇଂ.ସଚିଦାନନ୍ଦ ଦଳେଇ,ଏସଡିଓ ଇଂ.ଅପର୍ଣ୍ଣା ମିଶ୍ର,ଇଲେକ୍ରିକାଲ ଏସଡିଓ ଇଂ.ଘନଶ୍ୟାମ ସାହୁ,ସିଭିଲ ଜେଇ ଇଂ,ସଂଦୀପ ମିଶ୍ର,ଜେଇ ଇଲେକ୍ରିକାଲ ଇଂ.ଯୁଧିଷ୍ଠୀର ଭୁଏ ଓ ମୁଖ୍ୟବକ୍ତା ଭାବରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ବ୍ରାହ୍ମଣୀପଲା ବୈଠକରେ  ରୂପାଧର ପୁଟା  କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ବୈଠକରେ ରତାଖଣ୍ଡି,ସିଙ୍ଘାଟିମାଳ,କେନ୍ଦୁଘାଟ,ବ୍ରାହ୍ମଣୀପଲା ଗ୍ରାମର ସଂଜିବ ସାହୁ,ଉଦ୍ଧବ ପଧାନ,ଭୋଜରାଜ ରଣା,ଗୋପିନାଥ ନାଗ,ଭୁଷଣ ମହାନନ୍ଦ,ସଂଜୟ ଛତ୍ରୀଆ,ଅଜିତ ରଣା,ଅନନ୍ତ ବାରିକ,ଲାଲସାହେବ ନାଏକ,ଟଙ୍କଧର ରଣା,ବୃନ୍ଦାବନ ନାଏକ ପ୍ରମୁଖ ଚାଷି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଠିକ ସେହିପରି ଗୌରଗୋଠ ବୈଠକରେ ପୂର୍ବତନ ସରପଞ୍ଚ ଅଶୋକ ରଣା, ମୁଜାଫର ରଣା,ତ୍ରୀଲୋଚନ ନନ୍ଦ,ବେଦବ୍ୟାସ ଭୋଇ, ପିତାମ୍ବର ପଧାନ,ସୁରେନ୍ଦ୍ର ଷାଣ୍ଢ,ରାଧେଶ୍ୟାମ ରଣା,ପିଙ୍କୁ ଭୋଇ ପ୍ରମୁଖଙ୍କ ସହିତ ଶତାଧିକ ଚାଷି ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ । ବୈଠକ ପୂର୍ବରୁ ନୂତନକରି ହେବାକୁ ଥିବା ସିଙ୍ଘାମୁଣ୍ଡା, ଖଇରମାଳ, ମୁଡପଲା, ବ୍ରାହ୍ମଣୀପଲା, ଘୁଡକାପଲା ଇତ୍ୟାଦି ଗ୍ରାମର ଫିଲ୍ଡ ଭିଜିଟ କରି ଚାଷୀଙ୍କ ସହିତ ଆଲୋଚନା କରାଯାଇଥିଲା । ବୈଠକରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ରାଜ୍ୟସରକାରଙ୍କ ଜଳସେଚନ ବିଭାଗକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like