ଆଜି ଏକ ଭିନ୍ନ ସ୍ୱାଦର ବୃକ୍ଷରୋପଣ ପ୍ରକୃତିପ୍ରେମୀଙ୍କୁ ଆଶ୍ୱାସନା ଦେଇଛି । ଆଜି ପୂର୍ବାହ୍ନରେ, ପୋଖରୀପୁଟ ସ୍ଥିତ ଝରା ପୋଖରୀ ହୁଡାରେ କରାଯାଇଛି ୧୦୮ବେଲ ଚାରା ରୋପଣ ।
ଭୁବନେଶ୍ୱରର ସାଂସ୍କୃତିକ ପରଂପରାକୁ ଖାପଖୁଆଇବାଭଳି ଏହା ଏକ ଅଭିନବ ବୃକ୍ଷ ରୋପଣ ଅଭିଯାନ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସଂପ୍ରତି “ମା’ ପାଇଁ ଗଛଟିଏ” ବାର୍ତ୍ତାନେଇ କରାଯାଉଥିବା ବୃକ୍ଷ ରୋପଣ ଘରେ ଘରେ ସବୁଜିମାର ବାର୍ତ୍ତା ଦେଉଥିବା ବେଳେ, ବେଲ ଗଛ ଲଗାଇବା ଏକ ଦୀର୍ଘକାଳୀନ
-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
11-Aug-2025
ଆଜି ଏକ ଭିନ୍ନ ସ୍ୱାଦର ବୃକ୍ଷରୋପଣ ପ୍ରକୃତିପ୍ରେମୀଙ୍କୁ ଆଶ୍ୱାସନା ଦେଇଛି । ଆଜି ପୂର୍ବାହ୍ନରେ, ପୋଖରୀପୁଟ ସ୍ଥିତ ଝରା ପୋଖରୀ ହୁଡାରେ କରାଯାଇଛି ୧୦୮ବେଲ ଚାରା ରୋପଣ ।
ଭୁବନେଶ୍ୱରର ସାଂସ୍କୃତିକ ପରଂପରାକୁ ଖାପଖୁଆଇବାଭଳି ଏହା ଏକ ଅଭିନବ ବୃକ୍ଷ ରୋପଣ ଅଭିଯାନ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସଂପ୍ରତି “ମା’ ପାଇଁ ଗଛଟିଏ” ବାର୍ତ୍ତାନେଇ କରାଯାଉଥିବା ବୃକ୍ଷ ରୋପଣ ଘରେ ଘରେ ସବୁଜିମାର ବାର୍ତ୍ତା ଦେଉଥିବା ବେଳେ, ବେଲ ଗଛ ଲଗାଇବା ଏକ ଦୀର୍ଘକାଳୀନ
ପ୍ରୟାସ । ଏକାମ୍ର କ୍ଷେତ୍ରର ମହନୀୟତାକୁ ଏହା ପ୍ରତିପାଦନ କରିଛି । ଆଗାମୀ ଦିନ ଗୁଡିକରେ ନାଗରିକ ମାନଙ୍କର ସହଯୋଗ ଏଭଳି ପ୍ରୟାସକୁ ଆଗେଇ ନେଉ ବୋଲି ବି ଏମ୍ ସି ପକ୍ଷରୁ ନିବେଦନ କରାଯାଇଛି । ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଁଅର, କମିଶନର ଚଞ୍ଚଳ ରାଣା ଙ୍କ ସମେତ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍, ସ୍ଥାନୀୟ କର୍ପୋରେଟର ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ ।