-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||     

HOME   ଜିଲ୍ଲା

**ନ୍ୟାୟ ପାଇଁ ଚାଷୀ ଙ୍କ ହୋ ହାଲ୍ଲା ଅଧିକାରୀ ଙ୍କୁ ମହଙ୍ଗା ପଡ଼ିଲା* - *ଚୋର ମୁହଁ ଟାଣ ଭଳି ଚାଷୀ ବିରୋଧ ରେ ଏତଲା ଦେବାକୁ ପେକ୍ସ୍ ସମ୍ପାଦକ ସଂଘ କୁ ଅଧିକାରୀ ଅସ୍ତ୍ର କଲା* - *ସେ ପଟେ ଧାନ କ୍ରୟ ପଞ୍ଜିକରଣ ରେ ଘୋର ବ୍ୟାଘାତ ହେଲା*-

30-Jul-2025



ସୁବର୍ଣ୍ଣପୁର -(ମନୋରଞ୍ଜନ ତ୍ରିପାଠୀ) ସଜନୀ କାଣା ହୋଇଗଲା...... l ପହେଲା ପହେଲା ଇନେ ଯିଏ ଭି ଅସ୍ଲା କେଡେ ସୁନା ପିଲା...କେଡ଼େ ସୁନା ବଏଲା l ହେଲେ ଗୁରି ଝୁରି ଝୁରି ସୋନପୁର କେ କେଭେ ପାସରି ନାଇ ପର୍ଲା l ସଜନୀ.......କଥା ରେ ଅଛି ଚାଷୀ ହସିଲେ ଦେଶ ହସିବ, ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ l ସୁବର୍ଣ୍ଣପୁର ଜିଲ୍ଲା ରେ ଜନ ଶୁଣାଣି ବେଳେ ନ୍ୟାୟ ପାଇଁ ଚାଷୀଙ୍କ  ହୋ ହାଲ୍ଲା । ରବି ଧାନ  ବିକ୍ରି ଟଙ୍କା ପାଇବା କୁ ଚାଷୀ ସାମୁହିକ ଭାବେ ଧାରଣା ଦେଲା  l ପ୍ରଶାସନ କୁ ବାରମ୍ୱାର ଅଭିଯୋଗ ସତ୍ତ୍ଵେ ମଧ୍ୟ  ସମ୍ପୃକ୍ତ ବିଭାଗ ର ଅଣଦେଖା ପାଇଁ ଅଧିକାରୀ ଙ୍କ ସହ ଚାଷୀ ଙ୍କ ହୋଇ ଥିଲା ଠେଲା ପେଲା ହୋହାଲ୍ଲା  l ଫଳରେ ସେ ଦିନ ଜନ ଶୁଣାଣି  ସାମାନ୍ୟ ପ୍ରଭାବିତ ହେଲା  । ରବି ଋତୁ ଧାନ ବିକ୍ରୀ ଟଙ୍କା ତୁରନ୍ତ ପ୍ରଦାନ ପାଈଁ ଚାଷୀ ସଂଘ ଜିଦ୍ ଧରିଲା l କାରଣ ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ବି ଆସି ମୁଣ୍ଡ ଉପରେ ରହିଲା l ହକ ନ ପାଇଲେ  ଜୋର୍ ଦାର ଆନ୍ଦୋଳନ ପାଇଁ  ଚାଷୀ ଚେତାବନୀ ଦେଲା I ପ୍ରକାଶ ଥାଉ କି ଯେ ଗତ ମାସ ରେ ତରଭା ବ୍ଲକ ମାରଡ୍ଡୋ ଗୋଛା ପେକ୍ସ୍ ର ସମ୍ପାଦକ ଓ କର୍ମଚାରୀ  ଉକ୍ତ ଚାଷୀ ମାନଙ୍କୁ ନିଜ ହକ ପ୍ରଦାନ ବଦଳ ରେ ମାଡ଼ ମାରିଥିବା ବିଷୟ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ ହୋଇଥିଲା l ଯା ଫଳରେ କି ନୂଆଁ ସରକାର ଙ୍କ 

ଏ ନିର୍ଲଜ୍ଜ ଅଫିସର ଓ ଅମାନିଆ ଦୁର୍ନୀତି ଖୋର୍ ଗୁଣ୍ଡା ପ୍ୟାକ୍ସ କର୍ମଚାରୀ ଙ୍କ ପାରିବା ପଣିଆ ଜିଲ୍ଲା ତଥା ରାଜ୍ୟ ସାରା ଚର୍ଚ୍ଚା ହେଲା l ଅପରପକ୍ଷରେ ଆଜି କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲାପାଳ ଡ଼ଃ ନୃପରାଜ ସାହୁ ଏସପି ଙ୍କ ସହ ତୁରନ୍ତ ସ୍ପଟ କୁ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଚାଷୀ ଙ୍କ ରାଗ ଥମିଲା l ଏବଂ ଏନେଇ ଏକ  କମିଟି ଗଠନ କରାଯାଇଥିବା ବେଳେ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି  ସହକାରୀ ଯୋଗାଣ ଅଧିକାରୀ ଙ୍କ ଠାରୁ ସୁଚନା ଆସିଲା । ହେଲେ ମାସ ମାସ ଧରି ଚାଷୀ ଙ୍କ ଅଭିଯୋଗ କୁ କର୍ଣ୍ଣପାତ କରି ନ ଥିବା , ସମାଧାନ କରି ପାରି ନ ଥିବା ଓ ଯାହା ଙ୍କ ପାଇଁ ଗତ କାଲି ଏ ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଥିଲା ପୁଣି ସେଇ ଅଯୋଗ୍ୟ ଅଫିସର ମାନ ଙ୍କୁ ଏହାର ତଦନ୍ତ ପାଇଁ କମିଟି ରେ ଦାୟିତ୍ବ ଦିଆଗଲା l ସଜନୀ କାଣା ହେଇଗଲା ...... ପ୍ରଶାସନ ର ଏ ଭୁଲ ନିଷ୍ପତ୍ତି କୁ  ନିରୀହ , ଅସନ୍ତୋଷ ଚାଷୀ, ଓ ଜିଲ୍ଲା ର ବୁଦ୍ଧିଜୀବୀ ବିଭାଗ ଓ ପେକ୍ସ କର୍ମଚାରୀ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରହି ଥିବା ପ୍ରମାଣ ପାଇଲା l ଓଲଟା ଜିଲ୍ଲା ର ପେକ୍ସ ସମ୍ପାଦକ ସଂଘ କୁ ଚାପ ପକାଇ ଚାଷୀ ଙ୍କ ବିରୋଧ ରେ ଏତଲା ଦେବାକୁ ସୋନପୁର ରେ ଦୁଇ ଦିନ ମେଳି କଲା ଓ ଅଧିକାରୀ ଙ୍କ ଇଂଗିତ ରେ ଏସପି ଙ୍କ ନିକଟରେ  ଶେଷରେ ଏତଲା ପହଞ୍ଚିଲା l ପୁଣି ସେଥିରେ ଅଧା ରୁ ଅଧିକ ସମ୍ପାଦକ ଙ୍କ ଦସ୍ତଖତ ନକଲି ଜଣା ପଡୁଥିଲା l ସେପଟେ ଧାନ କ୍ରୟ ପଞ୍ଜିକରଣ ରେ ଜିଲ୍ଲା ସାରା ଘୋର ବ୍ୟାଘାତ ହେଲା l ଜିଲ୍ଲା ର ସବୁଠୁଁ ଅଧିକ ମନମାନି ଦୁର୍ନିତି ଓ ଅରାଜକତା ଚାଲି ଥିବା  ଏ କୃଷି, ସହ ନିବନ୍ଧକ , ଓ ଯୋଗାଣ ବିଭାଗ ସହ କିଛି ପ୍ୟାକ୍ସ କୁ ମଧ୍ୟ ଜିଲ୍ଲାପାଳ  ଅଚାନକ ଗସ୍ତ କରି ଜିଲ୍ଲା ର ଚାଷୀ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ  ଆଜି ବୁଦ୍ଧିଜୀବୀ ମହଲରେ ଦାବୀ ହେଲା l ପ୍ରକାଶ ଥାଉ କି ଯେ ଗତ ବର୍ଷ ଅକ୍ଟୋବର ମାସରେ ତରଭା ବ୍ଲକ ଅନ୍ତର୍ଗତ ପୁଆ ପେକ୍ସ୍ ମହାଦୁର୍ନୀତି ରେ ମଧ୍ୟ ପେକ୍ସ ସମ୍ପାଦକ ଙ୍କ ବିରୋଧ ରେ ଉତ୍ୟକ୍ତ ହୋଇ ଚାଷୀ ସଂଗଠନ ସୋନପୁର ସହ ନିବନ୍ଧକ ଅଫିସ୍ ଘେରାଉ କରିଥିଲା l  ଏ ଆର୍ ମହାଶୟ ଓ ଜିଲ୍ଲାପାଳ ଙ୍କୁ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ଙ୍କ ଦାବୀ  ହୋଇ ଥିଲା l କିନ୍ତୁ ବାରମ୍ବାର ଏଠୁ ବଦଳି ସତ୍ତ୍ଵେ ସୋନପୁର ରେ ଦୁଇ ଥର ଏ ସି ଆର ଓ ଦୁଇ ଥର ଏ ଆର୍ ଭାବେ  ଦାୟିତ୍ୱ ନେଇ ଏହି ଦୁର୍ନୀତି ର  ଭୂସ୍ବର୍ଗ ର ମୋହ ତୁଟାଇ ପାରୁ ନଥିବା , ପୁର୍ବରୁ ମଧ୍ୟ ଏ ଅଭିଜ୍ଞତା ପାଈଁ ଅନେକ ଜିଲ୍ଲା ରେ ସାର ଙ୍କ ନାଁ ରେ ଭିଜିଲାନ୍ସ ତଦନ୍ତ ହୋଇ ଆସି ଥିବା ଏ  ଏ ଆର୍ ମହାଶୟ ଏ ଘଟଣାର ଏପରି ତଦନ୍ତ କଲେ ଯେ ଶେଷରେ ପୂଆ ପେକ୍ସ୍ ର ନିରୀହ ନିର୍ଦ୍ଧୋଷୀ ତଳିଆ କର୍ମଚାରୀ ଙ୍କୁ କାର୍ଯ୍ଯ ରୁ ନିଲମ୍ବିତ ଶିକାର ହେବାକୁ ପଡ଼ିଲା l ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା l ସଜନୀ... କାଣା.... ଯଦି ତିନି ଚାରି ବର୍ଷ ରୁ ଅଧିକ ସମୟ କାର୍ଯ୍ଯ କରୁଥିବା ଅଫିସର ମାନଙ୍କୁ ଙ୍କୁ ବଦଳି ଓ କ୍ୟାଡ଼ର ପରିସର ଭୁକ୍ତ କରି ପେକ୍ସ୍ ସମ୍ପାଦକ ମାନଙ୍କୁ ଅନ୍ୟତ୍ର  ବ୍ଲକ ତଥା ଜିଲ୍ଲା ମାନଙ୍କୁ ଶିଘ୍ର ବଦଳି କରା ନ ଯାଏ ତାହେଲେ ସ୍ଵତନ୍ତ୍ର ଭାବେ ଏ ବିଭାଗ ମାନଙ୍କ ରେ  ଦୁର୍ନୀତି ହାର ଶହେ ଗୁଣା ବୃଦ୍ଧି ପାଇବା ସହ ରାଜ୍ୟ ସାରା ଚାଷୀ ଅତ୍ୟାଚାର ଓ ଶୋଷଣ ର ଶିକାର ହୋଇ ଚାଲି ଥିବେ ବୋଲି ଚାଷୀ ନେତା ଓ ବୁଦ୍ଧିଜୀବୀ ମତ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026

You Might Also Like