-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||      ଅନ୍ତର୍ଜାତୀୟ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ■ ସେମଫାଇନାଲ ଲାଇନ ଅପ ଚୂଡାନ୍ତ   (12-Dec-2025)       ||     

HOME   ଅପରାଧ

ସାମ୍ବାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତଙ୍କୁ ଜାମିନ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ପାଲଟା ଏତଲା,ମାମଲା ରୁଜୁ

31-May-2025



ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟର ବହୁଚର୍ଚ୍ଚିତ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ମାଡମାରି ହତ୍ୟାଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ବଲାଙ୍ଗୀର ଏସଡିଜେଏମ କୋର୍ଟରୁ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇଙ୍କ ସମେତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ଜଣା ପଡିଛି । ତେବେ ଠିକାଦାରଙ୍କ ଗୁଣ୍ଡାମାନେ ସାମ୍ବାଦିକ ବିଜୟ ପଧାନଙ୍କୁ ହାତବାନ୍ଧି ପ୍ରବଳ ମାଡମାରି ଲହୁଲୁହାଣ କରିଦେଲେ । ମାଡରେ ବିଜୟଙ୍କ ଡାହାଣକାନର ପରଦାଫାଟି ଯାଇ ରକ୍ତସ୍ରାବ ହୋଇଥିଲା । ଏବେ ମଧ୍ୟ ସାମ୍ବାଦିକ ବିଜୟ ପଧାନ ଚିକିତ୍ସିତ ହେଉଛନ୍ତି। ପୁଇଁତଳା ପୋଲିସକୁ ଉକ୍ତ କାନପରଦା ଫାଟିବା ଓ ରକ୍ତସ୍ରାବ ହେବାର ଡାକ୍ତରୀ ରିପୋର୍ଟ ପ୍ରଦାନ କରାଯାଇଥିଲେ ହେଁ ପୋଲିସ ହତ୍ୟାଉଦ୍ୟମ ଦଫା ନଲଗାଇ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିବାରୁ କୋର୍ଟରେ ଅଭିଯୁକ୍ତଙ୍କର ଶୀଘ୍ର ଜାମିନ ହୋଇଥିବା ଅଭିଯୋଗ ଉଠୁଛି। ସେପଟେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପତ୍ନୀ ପାଲଟା ଅଭିଯୋଗ କରି ପୁଇଁତଳା ଥାନାରେ ମେ ୨୭ ତାରିଖରେ ଏତଲା ଦେଇଛନ୍ତି । ତାଙ୍କ ଏତଲା ଆଧାରରେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସାମ୍ବାଦିକ ବିଜୟଙ୍କ ଅଭିଯୋଗ ଆଧାରରେ ଠିକାଦାର ଗଜେନ୍ଦ୍ର ଦଳେଇ ଓ ଅନ୍ୟ ୪ଜଣଙ୍କ ନାମରେ ପୁଇଁତଳା ଥାନାରେ ମାମଲା ନମ୍ବର-୧୬୫/୨୦୨୫ ରୁଜୁ ହୋଇଥିବା ବେଳେ ଗଜେନ୍ଦ୍ର ଦଳେଇଙ୍କ ପତ୍ନୀ ମୁନୀ ଦଳେଇଙ୍କ ଏତଲା ଆଧାରରେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ମାମଲା ନମ୍ବର- ୧୭୩/୨୦୨୫ ଦଫା-୨୯୬, ୩୦୮(୨),୩୫୧(୩) ବିଏନଏସ ରୁଜୁ ହୋଇଛି । ମୁନୀ ଦଳେଇ ଅଭିଯୋଗ କରିଛନ୍ତି ଯେ,ଗତ ମେ ୨୨ ତାରିଖରେ ସାମ୍ବାଦିକ ବିଜୟ ପଧାନ ତାଙ୍କ କୁଲଥିପାଲି ଘରକୁ ଆସି ଅଶ୍ଲିଳଭାଷାରେ ଗାଳିଗୁଲଜ କରି ତାଙ୍କ ସ୍ୱାମୀଙ୍କୁ ଧମକଦେଇ ଚାନ୍ଦା ମାଗିଥିଲେ । ଚାନ୍ଦା ନଦେଲେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବେ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ପୂର୍ବରୁ ଫୋନପେ ରେ ୧୦ହଜାର ଟଙ୍କାର ଚାନ୍ଦା ନେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହି ଅଭିଯୋଗକୁ ସାମ୍ବାଦିକ ବିଜୟ ପଧାନ ଅସ୍ୱୀକାର କରିବା ସହିତ ସେ ୨୨ ତାରିଖରେ କେଉଁଠାରେ ଥିଲେ ତାହାର ଲୋକେସନ ବାହାର କଲେ ସତ୍ୟତା ଜଣାପଡିବ ବୋଲି କହିଛନ୍ତି । କୁଲଥିପାଲି ଗାଁରେ ଗତ ୧୦ବର୍ଷରେ କେତେ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ଓ ସେହି କାମଗୁଡିକର ତଦନ୍ତ କରିବାକୁ ନେଇ ନ୍ୟୁଜ ପରିବେଷଣ ପରେ ଠିକାଦାର ଆକ୍ରୋଶମୂଳକ ଭାବରେ ତାଙ୍କୁ କଙ୍ଗାରୁକୋର୍ଟ କରି ଆକ୍ରମଣ କରାଇଛି ବୋଲି କହିଛନ୍ତି । ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବାକୁ ସାମ୍ବାଦିକ ବିଜୟ ପଧାନ ସମେତ ସାମ୍ବାଦିକ ମହଲରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025
  ଜିଲ୍ଲା  
କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   12-Dec-2025

You Might Also Like