-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଷଷ୍ଠବେତନଭୋଗୀ ଶିକ୍ଷକ/କର୍ମଚାରୀ ବର୍ଦ୍ଧିତ ମହଙ୍ଗାଭତ୍ତାରୁ ବଞ୍ଚିତ,ବଢୁଛି ଅସନ୍ତୋଷ

27-May-2025



ବଲାଙ୍ଗୀର(ପ୍ରେରଣା ଖବର)-ରାଜ୍ୟରେ ନୂଆ ସରକାର ଆସିଲା ପରେ ଅନେକ ସରକାରୀ କର୍ମଚାରୀ ସେମାନଙ୍କର ସମସ୍ୟାଗୁଡିକର ସମାଧାନ ହେବ ବୋଲି ଆଶା ରଖିଥିଲେ । କିନ୍ତୁ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ବୋଲି କହୁଛନ୍ତି । ସମାନକାମକୁ ସମାନ ଦରମା କଥା କହୁଥିବା ଭାଜପା ଦଳ ସରକାରକୁ ଆସିଲା ପରେ ପୂର୍ବର ବିଜେଡି ସରକାର କରିଥିବା ତୃଟିପୂର୍ଣ୍ଣ ନୀତିରେ ହିଁ ପରିଚାଳିତ ହେଉଛନ୍ତି । ସରକାରୀ କର୍ମଚାରୀଙ୍କ ମଧ୍ୟରେ ସପ୍ତମ ବେତନକମିଶନ ଭୋଗୀ ଓ ଷଷ୍ଠବେତନ କମିଶନ ଭୋଗୀଙ୍କ ମଧ୍ୟରେ ତାରତମ୍ୟ ରଖିଛନ୍ତି । ସପ୍ତମ କମିଶନ ବେତନଭୋଗୀଙ୍କୁ ସବୁପ୍ରକାର ସୁବିଧା ମିଳୁଥିବା ବେଳେ ଷଷ୍ଠକମିଶନ ବେତନ ଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗାଭତ୍ତାରୁ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ ହେଉଛି । ଓଡିଶା ସରକାରଙ୍କ ପତ୍ରସଂଖ୍ୟା୫୨୬୫ ତା.୧୧.୦୩.୨୦୨୪ ଅନୁଯାୟୀ ଯେଉଁ ଶିକ୍ଷକ ଓ କର୍ମଚାରୀମାନେ ୩୧.୧୨.୨୦୨୩ ସୁଦ୍ଧା ୧୦୦% ଗ୍ରାଣ୍ଟଇନଏଡ ପାଉଥିବେ ସେମାନେ ସପ୍ତମବେତନ କମିଶନ ହାରରେ ଦରମା ସହ ମହଙ୍ଗାଭତ୍ତା ପାଇବେ । କିନ୍ତୁ ଯେଉଁ କର୍ମଚାରୀମାନେ ସେହିମାନଦଣ୍ଡ ପୂରଣ କରି ପାରିଲେ ନାହିଁ ସରକାରଙ୍କ  ଅଦେଶ ଅନୁଯାୟୀ ବଳିପଡିଲେ । ଷଷ୍ଠବେତନଭୋଗୀ ଶିକ୍ଷକ ଓ କର୍ମଚାରୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀ ତଥା ଶିକ୍ଷାସଚିବଙ୍କ ପାଖରେ ଦାବି କରିଥିଲେ ହେଁ ସେହି ସମସ୍ୟାର ସମାଧାନ କରାଗଲା ନାହିଁ । ଫଳରେ ପୂର୍ବସରକାର ଭଳି ରାଜ୍ୟର ନୂଆ ସରକାର ମଧ୍ୟ ଷଷ୍ଠବେତନଭୋଗୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ହେଉଛି । ଓଡିଶା ସରକାରଙ୍କ ଅର୍ଥବିଭାଗର ପତ୍ରସଂଖ୍ୟା -୧୧୭୨୧ ତା.୧୧.୦୪.୨୦୨୫ ଅନୁଯାୟୀ ସପ୍ତମବେତନ କମିଶନପାଉଥିବା କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗାଭତ୍ତ୫୩%ରୁ ବୃଦ୍ଧି ହୋଇ ୫୫%  ଯାଏଁ ପିଛିଲା ଭାବେ ୦୧.୦୧.୨୦୨୫ ରୁ ବକେୟା  ଅକାରରେ ପାଇବେ । ସେହିକ୍ରମରେ ଗତ ଅପ୍ରେଲ ମାସର ଦରମାରେ ବର୍ଦ୍ଧିତ ମହଙ୍ଗାଭତ୍ତା ମିଶକରି ପାଇଲେ । ଅଥଚ ସମାନକାମକୁ ସମାନ ଦରମା କହୁଥିବା ସେକାର ଆଜି ଯାଏଁ ଷଷ୍ଠବେତନ କମିଶନ ଭୋଗୀଙ୍କୁ ସପ୍ତମବେତନ କମିଶନରେ ସାମିଲ କଲେ ନା ବର୍ଦ୍ଧିତ ମହଙ୍ଗାଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଜାରି କଲେ । କେନ୍ଦ୍ରସରକାର ଏବେ ଅଷ୍ଟମବେତନ କମିଶନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାଜ୍ୟସରକାର ଷଷ୍ଠବେତନ କମିଶନ ଭୋଗୀଙ୍କ ସମସ୍ୟା ସମାଧାନ କରୁନାହାଁନ୍ତି । ପ୍ରତିଥର ସରକାର ସପ୍ତମବେତନକମିଶନ ଦରମା ପାଉଥିବା କର୍ମଚାରୀଙ୍କୁ ପୋଷ୍ୟପୁତ୍ର ଭାବେ ଦେଖୁଥିବା ବେଳେ ଷଷ୍ଠବେତନ କମିଶନ ଭୋଗୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ ଉଠୁଛି । ରାଜ୍ୟସରକାର ତୁରନ୍ତ ଷଷ୍ଠବେତନ କମିଶନଭୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ଶିକ୍ଷକ/କର୍ମଚାରୀ ମହଲରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like