-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ଶୀତଳଷଷ୍ଠୀ ଯାତ୍ରାରେ ଆକର୍ଷଣୀୟ ଶୋଭାଯାତ୍ରା ସ୍ଥାନ ପାଇବ ଅପରେସନ ସିନ୍ଦୂର

25-May-2025



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳିତ ବର୍ଷ ବ୍ୟାପକ ଅୟୋଜନ ଚାଲିଛି। ସହରର ଷ୍ଠୀ ଯାତ୍ରା ୩ ପ୍ରମୁଖ ଓ ପୁରାତନ ଶୀତଳଷଷ୍ଠୀ କମିଟି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ାର ହଜାରରୁ ଶୋଭାଯାତ୍ରାରେ ଏଥର ସାଢ଼େ ୬ ହଜାରରୁ ଅଧିକ କଳାକାରଙ୍କ ସମାଗମ ହେବ ତଥା ରାଜ୍ୟ ବାହାରର ଲୋକ କଳାକାରଙ୍କ ନାଚଗୀତ ସହିତ ଆଧୁନିକ ନୃତ୍ଯ ବି ଲୋକେ ଉପଭୋଗ କରିବେ ବୋଲି ଆଜି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ ମିଳିତ ସମନ୍ବୟ ସମିତିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାରେ ୨୭ ତାରିଖ ମଂଗଳବାର ଦିନ ପତରପେଣ୍ଡି  କନ୍ଯା ଅନ୍ଵେଷଣ ସହିତ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ବ ଆରମ୍ଭ ହେବା ୨୮ ତାରିଖ ନୃସିଂହ ନିଉତା (ଦେବ ନିମନ୍ତ୍ରଣ) ଓ ୩୦ରେ ସାକ୍ଷୀ ଗୋପୀନାଥଙ୍କ ଆଗମନ ବିଧି ଅନୁଷ୍ଠିତ ହେବ ଅପରପକ୍ଷରେ ଝାଡୁଆପଡ଼ା ଓ ମୁଦିପଡ଼ାର ପତରପେଣ୍ଡି ୨୯ ତାରିଖ ଏବଂ ଦେବ ନିମନ୍ତ୍ରଣ ୩୦ ତାରିଖ ଦିନ ସଂପନ୍ନ ହେବା ଏସବୁ ସରିବା ପରେ ୩୧ ତାରିଖ ଦେବବିବାହ, ଜୁନ୍ ୧ ତାରିଖରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଓ ୨ ତାରିଖରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ରହିଛି। ଚଳିତ ବର୍ଷ ନନ୍ଦପଡ଼ାର ମୁଖ୍ୟ ଶୋଭଯାତ୍ରାରେ ଦୁଲୁଦୁଲି, ସଂପ୍ରଦା, ଶବର ନୃତ୍ୟ, ମୟୂର ନୃତ୍ୟ, କାନ୍ତରା, ଅଘୋରୀ, ଘଣ୍ଟବାଦ୍ୟ, ଘୁମୁରା, ପୁରୁଲିଆ ଛଉ, ଡମ୍ବରୁ ନୃତ୍ୟ, ଦଣ୍ଡା ନୃତ୍ୟ, ଯୋଡ଼ିଶଙ୍ଖ ଆଦି ରହିଛି। ଏଥି ସହିତ ନାଦିଆ ଡ୍ୟାନ୍ସ ଗ୍ରୁପ, ଆସାମ, ମୁମ୍ବାଇ, କୋଲକାତାର ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିବେ | ତେବେ, କେରଳର ତମ୍ବୋଲା ଓ ମେଲମ, ମୁମ୍ବାଇର ଲାବଣୀ ଓ ଖଡ଼ଗପୁରର ଶେର୍‌ବାଜା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ନନ୍ଦପଡ଼ା ଯାତ୍ରାରେ ଏଥର ୭୦ ଲକ୍ଷ ଟଙ୍କାର ବଜେଟ୍ ରହିଛି। ଶୋଭାଯାତ୍ରାରେ ୧୮ଶହ କଳାକାର ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ପ୍ରଜ୍ଞାପନ ମେଢରେ ଶମ୍ଭାଜୀ ମହାରାଜ, ପଂଚମୁଖୀ ହନୁମାନ ଭୈରବ, ରାମେଶ୍ଵରମ, ଅପରେସନ ସିନ୍ଦୂର ସ୍ଥାନ ପାଇବା, ଝାଡୁଆପଡ଼ାର ଶୀତଳଷଷ୍ଠୀ ଯାତ୍ରା ପାଇଁ ଏଥର ୫୭ରୁ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥର ଯାତ୍ରାରେ ୨୫୦୦ରୁ ୨୭୦୦ କଳାକାର ସାମିଲ ହେବେ । ଭୋପାଳର ବାବା ବଟେଶ୍ଵର କୀର୍ତନ ସମିତି ଏବଂ ଗୋଆର ଟେନୋଶ୍ଵର ସିଂ ମହୋତ୍ସବ ମଣ୍ଡଳର ୬୦ ଜଣିଆ କଳାକାରଙ୍କ ନୃତ୍ୟ ଏଥର ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦିଆଯାଇଛି। ଦୁଲ୍‌ଦୁଲି, ସଂପ୍ରଦା, ଆଦିବାସୀ ନାଚ, ଘୁମୁରା, କୋବରା ନୃତ୍ୟ, ପଂଜାବ ଢୋଲ, ବାଘନାଚ, ମୁଖାନାଚ, ଦୁର୍ଗା, ଜଗନ୍ନାଥ ମେଢ ନାଚ, କର୍ମା, ଧମାଲ ବ୍ୟାଣ୍ଡ, ଘଣ୍ଟବାଦ୍ୟ, ପାଇକ ଆଖଡ଼ା, ଶଙ୍ଖ, କଣ୍ଢେଇ ନାଚ, ବାଘନାଚ, ହନୁମାନ ଓ ମୋଟୁପତଲୁ କାର୍ଟୁନ ନୃତ୍ୟ ଦଳ ସହିତ କୋଲକାତା, ଆସାମ, ପୁରୀ ଆଦି ସ୍ଥାନର ନୃତ୍ୟ ଦଳ ମନ ମୋହିବେ । ପ୍ରଜ୍ଞାପନ ମେଢରେ ରାପେଲ, ରେବିଟ୍ କାର୍ଟୁନ, ଏଲିଅନ, ଅଘୋରି, ଅଗ୍ନି, ବ୍ରହ୍ମାସ ମିସାଇଲ ଆଦି ସ୍ଥାନ ପାଇବା
ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା ଏଥର ୪୮ ବର୍ଷରେ ପଦାର୍ପଣ କରିଛି। ସୁବର୍ଣ୍ଣ ଜୟନ୍ତୀ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ସଂପୂର୍ଣ୍ଣଭାବେ ପରଭା ରୂପାରେ ତିଆରି ହେବା ତେଣୁ, ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଚଳିତ ବର୍ଷ ୨୫୦୦ରୁ ୩୦୦୦ କଳକାର ସାମିଲ ହେବାକୁ ଥିବାବେଳେ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏଥର ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ଦୁଲଦୁଲି, ଡିଜେ, ଢୋଲ ବାଜା, ମୟୂର ନୃତ୍ୟ, ସୃଜନୀ ନୃତ୍ୟ ଦଳ, ଦୁର୍ଗା ନୃତ୍ୟ, ଆଦିବାସୀ ନୃତ୍ୟ, କାଲସୀ ନୃତ୍ୟ, ମାଛ ଓ ଗରିଲା ନୃତ୍ୟ, ଯୋଡ଼ିଶଙ୍ଖ, ଝାଜିର, ଗଉଡ଼ବାଡ଼ି, ସମ୍ବଲପୁରୀ ନୃତ୍ୟ ସହିତ ଭୁବନେଶ୍ଵର, କୋଲକାତା, ପୁନେ ଓ ନାଗପୁରର ଆଧୁନିକ ନୃତ୍ୟଦଳ ଦର୍ଶକଙ୍କ ମନ ମୋହିବେ | ପ୍ରଜ୍ଞାପନ ମେଢରେ ବ୍ରହ୍ମାସ ମିସାଇଲ, ନରସିଂହ ଅବତାର, ଗରୁଡ଼ ଗରୁଡ଼ ଆଦି ସ୍ଥାନ ପାଇବ ବୋଲି ସୂଚନା ଦିଆଯା ସାମ୍ବାଦିକ ସମ୍ମିଳନୀରେ ସମନ୍ଵୟ ସମିତିର ସଭାପତି ସୁଶାନ୍ତ ପୁରୋହିତ, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ନନ୍ଦପଡ଼ା କମିଟିର ସଭାପତି ସମୀର ରଂଜନ ବାବୁ, ଝାଡୁଆପଡ଼ା ଯାତ୍ରା କମିଟିର ସଭାପତି ସରୋଜ ଦଲପତ୍ର ଏବଂ ମୁଦିପଡ଼ା ଯାତ୍ରା କମିଟିର ସଭାପତି ଜଗଦୀଶ ପଣ୍ଡା ମଂଚାସୀନ ରହି ବିଭିନ୍ନ ସୂଚନା ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା