-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||     

HOME   ଜିଲ୍ଲା

ନବରଙ୍ଗପୁର ଠାରେ ଜଗା ଚାକର ସଂଘର ଧର୍ମ ସଭା*

24-May-2025



ନବରଙ୍ଗପୁର:(ମିହିର ଶଙ୍କର ପାତ୍ର)
ଦାରୁବନ୍ଧ ସାହି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ୨୨ ଓ ୨୩ ତାରିଖ ଦୁଇ ଦିନ ବ୍ୟାପୀ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆଗତ ଓ ସ୍ଥାନୀୟ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ପୁରୀ ସ୍ଥିତ ଜଗା ଚାକର ସଂଘ ତରଫରୁ ସଂଘର ପ୍ରତିଷ୍ଠାତା ଲଳିତ କୁମାର ସାହୁଙ୍କ ପରିଚାଳନା ଓ  ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ  ସଭାପତିତ୍ବ ତଥା ସନ୍ତୋଷ କୁମାର ମିଶ୍ରଙ୍କ ସମ୍ପାଦକତ୍ବ ସାଙ୍ଗକୁ ସଂଘର କର୍ମୀ ଅନୀତା ମହାରଣା ,ଧର୍ମାନନ୍ଦ ସାହୁ,ରାଜେଶ କୁମାର ବେହେରା,ସରୋଜ ମହାଙ୍କୁଡ, ଘାସିରାମ ନାୟକ,ମନୋଜ କଂସ ବେହେରା ,ସୁନିଲ ମହାନ୍ତି, ହେମାଙ୍ଗିନୀ ପଟ୍ଟନାୟକ, ସୀତା ଲକ୍ଷ୍ମୀ ବେହେରା, ସୁନିତା ମହାରଣା,କଳ୍ପନା ଦାଶ ପ୍ରମୁଖଙ୍କ ପରିଚାଳନା ସହଯୋଗରେ ଭବ୍ୟ ଧର୍ମ ସଭା ଓ ଆଧ୍ଯାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇ ଅଛି ।ପୂଜ୍ୟ ପୂଜାରେ ନବରଙ୍ଗପୁରର ବିଶିଷ୍ଟ ଆଧ୍ଯାତ୍ମିକ ଗୁରୁ ଓ ବିଜ୍ଞ ତଥା ସମାଜସେବୀମାନଙ୍କୁ ସମ୍ମାନିତ କରା ଯିବା ସାଙ୍ଗକୁ ସ୍ଥାନୀୟ କିଛି ଭିନ୍ନ କ୍ଷମ ଓ ଅସହାୟଙ୍କୁ ଅନ୍ନ ବସ୍ତ୍ରାଦି ବିତରଣ କରା ଯାଇ ଅଛି ।ବେଦ ମନ୍ତ୍ରୋଚ୍ଚାରଣ,ସ୍ବାଗତ ଗୀତ,ଗୀତା ପାଠ, ସୁନିତା ମହାରଣା ଓ ସାଥୀଙ୍କ ସୁମଧୁର ଶ୍ରୀ ଜଗନ୍ନାଥଙ୍କ  ଭଜନ ପରିବେଷଣ, ବାଲିଘାଇ ,ପୁରୀ ସ୍ଥିତ, କ୍ରିୟା ଯୋଗାଶ୍ରମର ସନ୍ଥ ସ୍ବାମୀ ଶ୍ରୀ କୃଷ୍ଣାନନ୍ଦ ଗିରି,ସ୍ବାମୀ ଶ୍ରୀ ନିତ୍ୟ ପ୍ରେମାନନ୍ଦ ଗିରି ଓ ଅନ୍ୟତମ ବାଲ୍ୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଦାସଙ୍କ ଶ୍ରୀ ଜଗନ୍ନାଥଙ୍କ ଅମୃତ ବାରି ପ୍ରବଚନ; ଉପସ୍ଥିତ ଭକ୍ତ ଗଣଙ୍କୁ ଦିବ୍ୟ ଚେତନାରେ ଉଦ୍ ବୁଦ୍ଧ କରି ଅଛି।ନବରଙ୍ଗପୁରର ବିଶିଷ୍ଟ ଶିକ୍ଷାବିତ୍ ଡ:ବିଜୟ କୁମାର ମିଶ୍ର, ସ୍ଥାନୀୟ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଶ୍ରୀ ସ୍ବାମୀ ଡ: ରଶ୍ମି ପ୍ରସାଦ,କାଳୀ କୃଷ୍ଣ ସଂଘର ନବରଙ୍ଗପୁର ପ୍ରମୁଖ ଦିଲୀପ କୁମାର ହୋତା,ସରସ୍ୱତୀ ଶିଶୁ ମନ୍ଦିରର ପ୍ରାପ୍ତାବସର ପ୍ରଧାନାଚାର୍ଯ୍ୟ ହୃଷୀକେଶ ଦାଶ ଓ ଅନ୍ୟତମ ପ୍ରାଚାର୍ଯ୍ୟ ରବି ଶଙ୍କର ସାହୁ,ସରସ୍ବତୀ ଶିଶୁ ମନ୍ଦିରର ସଭାପତି ବଳରାମ ଛୁଆଳ ସିଂହ,ବିଶିଷ୍ଟ ରାଜ ପୁରୋହିତ ନରସିଂହ ତ୍ରିପାଠୀ ପ୍ରମୁଖ ଅତିଥି ଗଣ ନିଜ ବକ୍ତବ୍ୟରେ ଶ୍ରୀଜଗନ୍ନାଙ୍କ ମହିମା,ଗାରିମା ଓ ବୈଶିଷ୍ଟ୍ୟ ପ୍ରତିପାଦନ ପୂର୍ବକ ସମଗ୍ର ବିଶ୍ୱରେ ଓଡିଶା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି 
ସର୍ବ ଶ୍ରେଷ୍ଠ ସଂସ୍କୃତି ବୋଲି ସପ୍ରମାଣ ପରିପ୍ରକାଶ କରି ସମାଜର  ବିଭିନ୍ନ କ୍ଷେତ୍ରରେ କାମ କରୁ ଥିବା ଜଗା ଚାକର ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଅପରାହ୍ଣରେ ନବରଙ୍ଗପୁରର ଅନତିଦୂର ସ୍ଥିତ ଆଉଁଳି ଗ୍ରାମର ଗୋଶାଳାରେ ଗୋ ଆରତୀ ଏବଂ ଉକ୍ତ ଭବ୍ୟ ସମାରୋହରେ ଦୁଇ ଦିନ ବ୍ୟାପୀ ପୂର୍ବାହ୍ଣ ଓ ସାୟାହ୍ନରେ ସତ୍ସଙ୍ଗ ଅଧିବେଶନ ସାଙ୍ଗକୁ ପ୍ରତ୍ୟେକ ଅଧିବେଶନ ଶେଷରେ ମଧ୍ୟାହ୍ନ ଓ ରାତ୍ରିରେ ଆନନ୍ଦ ବଜାର ଅନୁଷ୍ଠିତ ହୋଇ ଯାଇ ଅଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026

You Might Also Like