-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||     

HOME   ଜିଲ୍ଲା

"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା 

29-Apr-2025



ସିନାପାଲି-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖରସେଲ ପଂଚାୟତ, ଖରସେଲ ଗ୍ରାମ ନିବାସୀ ବିକ୍ରମ ମାଝୀ ଓ ତାଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ଉମାକାନ୍ତି ମାଝୀଙ୍କ କନ୍ୟା ଦିଵ୍ୟାଂଶି ( ପ୍ରାଚୀ )ର ତୃତୀୟ ଜନ୍ମଦିବସ ପାଳନ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ତାଙ୍କ ଗୃହ ପରିସରରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ବେଦମାତା ଗାୟତ୍ରୀ ଦେବୀଙ୍କ ଅପାରକୃପା ଓ ଗୁରୁଦେବ ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଆଶୀର୍ବାଦ ଓ ସୁକ୍ଷ୍ମ ଦିଗଦର୍ଶନରେ ହାତିବନ୍ଧା ଗାୟତ୍ରୀ ପ୍ରଜ୍ଞା ପୀଠର ଟୋଲିନାୟକ ସଦାନନ୍ଦ ନାମ ଦେବଙ୍କ ତତ୍ୱବଧାନରେ ରବିବାର ଦିନ ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳାଙ୍କ ଉପସ୍ଥିତରେ କଳସ ଯାତ୍ରା ଓ ଦୀପ ଯଜ୍ଞ ସୋମବାର ଦିନ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ସତସଙ୍ଗ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  l ଶ୍ରୀ ମୀନକେତନ ଧିବର ମୁଖ୍ୟ ଗାୟକ ଭୂମିକା ତୁଲାଇଥିବା ବେଳେ ବାଦ୍ୟ ଯନ୍ତ୍ରରେ ଶ୍ରୀ ମଣିଲାଲ ସାହୁ, ସୁ ପ୍ରସନ୍ନ ପଟେଲ,ନବକିଶୋର ସାହୁ ଓ ଶୁଭମ କାଣ୍ଡ ସହଯୋଗ କରିଥିଲେ  l ଯଜ୍ଞକର୍ମ ପରିଚାଳନା ରେ ଗାୟତ୍ରୀ ପରିଜନ କ୍ଷମାଧର ନିଆଲ, ସୀତାରାମ ସା, ଗିରିଧାରୀ ତାଣ୍ଡି,ମହାଦେବ ଶଗଡିଆ ସହଯୋଗ କରିଥିଲେ l ଭାରତୀୟ ସଂସ୍କୃତି ପ୍ରେମୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଫରସ ରାମ ସା,ଶଶୀଭୁଷଣ ମାଝୀ,ଶ୍ରୀ ସତ୍ୟବ୍ରତ ଗହୀର,କେଶବ ପାଣ୍ଡେ,ଦିଗାମ୍ବର ବାଗ,ଲଚ୍ଛମନ ବଞ୍ଜରା,ଟଙ୍କଧର ବନ୍ଦୀଛୋର, ମହେନ୍ଦ୍ର ସୁନାନୀ,ରାଜ କିଶୋର ହଂସ,ପ୍ରଶାନନ୍ଦ କୁମ୍ଭାର, ରୁଦ୍ରମାଧବ ସା ତଥା ବନ୍ଧୁ ବାନ୍ଧବ ଯଜ୍ଞ କର୍ମରେ ଉପସ୍ଥିତ ରହି ମା ଗାୟତ୍ରୀଙ୍କ ସମ୍ମୁଖରେ ଭକ୍ତି ନୈବେଦ୍ୟ ଅର୍ପଣ କରିବାସହ କୁନି ଝିଅ(ପ୍ରାଚୀ)ର  ମଙ୍ଗଳ କାମନା କରିଥିଲେ  l ଆଧୁନିକ ସଭ୍ୟତାରେ ମଜ୍ଜି ନ ଯାଇ ବିକ୍ରମ ମାଝୀଙ୍କ ପରିବାର ଆଧ୍ୟାତ୍ମ ଚିନ୍ତନ ସହ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ନିଜ ଝିଅର ଜନ୍ମଦିବସ ପାଳନ କରିଥିବାରୁ ଏ ଅଞ୍ଚଳବାସୀ ତାଙ୍କ ପରିବାରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି  l ଶ୍ରୀ ବିକ୍ରମ ମାଝୀ ଓ ତାଙ୍କ ଧର୍ମପତ୍ନୀ  ଯଜ୍ଞକର୍ମରେ ମୁଖ୍ୟକର୍ତ୍ତା ଥିଲାବେଳେ ପୂର୍ଣ୍ଣ ଚନ୍ଦ୍ର ମାଝୀ, ତୁଳସୀ ସାହୁ,ଜଗମୋହନ ନାଗ ଓ ପିତାମ୍ବର ସାହୁ ସ ପତ୍ନୀକ ଅନ୍ୟ ଚାରିକୁଣ୍ଡର ମୁଖ୍ୟକର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ  l ପାଞ୍ଚ ଶହରୁ ଉର୍ଦ୍ଧ ବନ୍ଧୁ ବାନ୍ଧବ, ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତ ଥିଲେ  ଏବଂ ଆତ୍ମୀୟ ସ୍ୱଜନ ମାନେ ସହଯୋଗ କରିଥିଲେ  l
ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେର ରିପୋର୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   05-Mar-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026

You Might Also Like