-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ଜିଲ୍ଲା

ରାମଲୀଳା ମହୋତ୍ସବ ଉଦଯାପିତ,(ରାବଣ ବଧ ସହ ପ୍ରଭୁ ରାମଙ୍କ ରାଜ୍ୟାଭିଷେକ)

20-Apr-2025



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ମହାଦେବପାଲି ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ବହୁ ପୁରାତନ ଶ୍ରୀରାମଲୀଳା ମହୋତ୍ସବ ଶନିବାର ସକାଳେ ରାବଣ ବଧ ସହ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ  ଉଦଯାପିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଥାଏ ଏହି ରାମଳିଲା ନାଟ୍ଯ ମହୋତ୍ସବ । ରୀତି ନୀତି ବିଧି ଅନୁଯାୟୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭଗବାନ ଶ୍ରୀରାମ,ଲକ୍ଷ୍ମଣ,ସୀତା ଓ  ହନୁମାନ ଦାଣ୍ଡ ମଣ୍ଡପରେ ବିଜେ କରନ୍ତି ।ପରେ  ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ବିକ୍ରମନରେନ୍ଦ୍ର ରଚିତ ଶ୍ରୀରାମଲୀଳା ଗ୍ରନ୍ଥ ପଠନ ହୋଇ ନାଟକ ମଞ୍ଚସ୍ତ ହୋଇଥାଏ । ଚଳିତ ମାସ ୫ତାରିଖରୁ ଆରମ୍ଭ ଏହି ରାମଳିଲା ନାଟ୍ଯ ମହୋତ୍ସବର ବିଭିନ୍ନ ଦିବସରେ ଦୁର୍ମଦ ଦଶାନନର ଦିଗବିଜୟ, ଗୋଲକବିହାରୀ ବିଷ୍ଣୁ ଦଶାନନର ଅତ୍ୟାଚାରରେ ଊତ୍ପୀଡିତ ଦେବ ମଣ୍ଡଳୀର କଥାରେ ମାର୍ତଣ୍ଡ ବଂଶ ଦଶରଥଙ୍କ ପୁତ୍ର ଭାବେ ରାମ ଅବତାର ପାଇଁ ପ୍ରତିଶ୍ରୁତି ତଥା ରାଜର୍ଷି ଜନଙ୍କ କନ୍ୟା ମାଁ ସୀତାଙ୍କ ଜନ୍ମ,ଅଯୋଧ୍ୟାରେ ଜରତାଲିଳା ତଥା ଋଷ୍ଯଷୃଙ୍ଗଙ୍କ ପୁତ୍ରେଷ୍ଟି ଯଜ୍ଞ, ଚରୂପାନ ପରେ ରାମ ଜନ୍ମ ଆଦି ନାଟ୍ଯ ମଞ୍ଚସ୍ତ ହୋଇଥିଲା ।ସେହିପରି ମହର୍ଷି ବିଶ୍ବାମିତ୍ରଙ୍କ ଜଜ୍ଞ ରକ୍ଷା ଅଶୁର ବିନାଶ ତଥା ତାଡକୀ ବଧ, ପାଷାଣ ଅହଲ୍ଯା ତାରଣ, ରାଜର୍ଷି ଜନକଙ୍କ ଦରବାରରେ ଶ୍ରୀରାମଙ୍କ ହସ୍ତରେ ଶିବଧନୁ ଭଗ୍ନ,ମହାଆଡ଼ମ୍ବର ସହ ସୀତା ବିବାହ,ପର୍ଶୁରାମ ଭେଟ, ଶ୍ରୀରାମ ବନବାସ, ଭରତ ମିଳନ,ଶୃପଣଖୀ ଲୀଳା,ସିତା ଚୋରୀ,ବାଳି ବଧ,ସିତା ଠାବ,ହନୁମାନଙ୍କ ଦ୍ଵାରା ଲଙ୍କା ପୋଡି,ବିଭିଷଣ ଶରଣ,ରଥି ମହାରଥୀ କୁମ୍ଭକର୍ଣ,ଇନ୍ଦ୍ରଜିତ, ମହୀରାବଣ,ବୀରବାହୁ ତଥା ରାବଣ ବଧ ଏବଂ ଅଯୋଧ୍ୟା ପ୍ରତ୍ଯାଗମନ ସହ ଶ୍ରୀରାମଙ୍କ ରାଜ୍ଯାଭିଷେକ ଭଗବାନ ଶ୍ରୀ ରାମଙ୍କ ଗ୍ରାମ୍ଯ ପରିକ୍ରମା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ତରଫରୁ ପୁର୍ଣ୍ଣ କଳସ ଧୂପଦୀପ ସହ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠିତ ଏହି ପୂଜା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ କୁଳ ପୁରୋହିତ ଯୁଗଳ କିଶୋର ପୂଜାହାରୀ,ଶ୍ରୀନିବାସ ପୂଜାହାରୀ,କର୍ତ୍ତା ଗଉଁତିଆ ଫକୀରମୋହନ ନାୟକ,ବ୍ଯାସ ଭାବେ ସରୋଜ ନାୟକ ଦାୟିତ୍ଵ ନିର୍ବାହ କରିଥିଲେ।ସେହିପରି ରାମଲୀଳା ନାଟକର ବିଭିନ୍ନ ଭୂମିକାରେ ଜନାର୍ଦନ ନାୟକ, ନରେନ୍ଦ୍ର ନାୟକ,ଗୁମାନଚନ୍ଦ୍ର ନାଏକ,କିରଟି ଭୁଏ, ଶଙ୍କଟମୋଚନ ନାୟକ,ଓମ ନାୟକ,ସୋମ ନାୟକ, ବଜରଙ୍ଗି ନାୟକ,ମିତ୍ରଭାନୁ ନାଏକ, ପରିତୋଷ ହୋତା, କାର୍ତ୍ତିକ ବିଶ୍ବାଳ,ମନୋଜ ବାଘ,ରଞ୍ଜନ ନାଏକ,ଶାନ୍ତନୁ ନାୟକ,ଶନାତନ ପୁଜାହାରୀ, ଚିତ୍ତରଞ୍ଜନ ନାୟକ,ଟିଟୁ ନାୟକ,ବଣ୍ଟି ନାୟକ,ବାବୁଲୁ ନାୟକ,ଜୟରାମ ନାୟକ, ଶୁରୁ ନାଏକ,ହୃଷିକେଶ ନାୟକ ପ୍ରମୁଖ ଅଭିନୟ କରିଥିବା ବେଳେ ବାଦ୍ଯଯନ୍ତ୍ରରେ ବ୍ରହ୍ମାନନ୍ଦ ପୂଜାହାରୀ,ସୁରେନ୍ଦ୍ର ଝାଙ୍କରଙ୍କ ସହ ଗୁମାନଚନ୍ଦ୍ର ନାଏକ, ବିଶ୍ବଜିତ ନାୟକ,ଅଞ୍ଜନ ନାଏକ ଏବଂ ନାଟ୍ଯ ପରିଚାଳନାରେ ନରେନ୍ଦ୍ର ନାୟକ,ଭଗବାନ ନାୟକ, କାର୍ତ୍ତିକ ନାୟକ, ରାଜେନ୍ଦ୍ର ଝାଙ୍କର,ପ୍ରଶାନ୍ତ ନାୟକ, ଛୋଟୁ ନାଏକ ସହ ଗ୍ରାମବାସୀ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like