-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜିଲ୍ଲା

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

15-Apr-2025



ବେଲପଡା(ତ୍ରିନାଥ ବାଗ)
ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହଲି" ସୁରଭି ଗୋ ଶାଳା"ରେ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି Iଏହି ଉତ୍ସବ ଟି ଅଶୋକ ଛାପଡ଼ିଆ ଓ ତାଙ୍କ ଧର୍ମପତ୍ନୀ ସବିତା ଛାପଡ଼ିଆ ଙ୍କ ନେତୃତ୍ୱରେ ହୋଇଥିଲା Iପ୍ରଥମେ ସକାଳ ୮ଘ.୩୦ମିନିଟ ରେ ଗୋ ଗାୟତ୍ରୀ ମନ୍ତ୍ର ରେ ପୂଜାର୍ଚ୍ଚନା କରାଗଲା ଏବଂ ହନୁମାନ ଭଗବାନଙ୍କ ପୂଜା ହେଲା Iପୂଜକ ବିକ୍ରମ ହୋତା ଓ ରଥାଙ୍ଗଧର ପାଢ଼ୀ ଶ୍ରୀ ଗୋପାଳ ଜୀ ମନ୍ଦିର ପ୍ରାଙ୍ଗଣରେ ହୋମ ଯଂଜ୍ଞ କରିଥିଲେ Iଏହି ହୋମ ଯଂଜ୍ଞ ରେ ୩୧ଯୋଡି ସାମିଲ ଥିଲେ Iମନ୍ଦିର ପରିଚାଳନା କମିଟି ର ପ୍ରବୀଣ ଆରିୟା, ରାମତାର ଅଗ୍ରୱାଲ, ଅର୍ଜୁନ ଜୈସୱାଲ, ଅଜିତ ଜୈନ, ଲଳିତ ଅଗ୍ରୱାଲ, ଅନିଲ ଅଗ୍ରୱାଲ, ମୁରାରୀ ଅଗ୍ରୱାଲ ଙ୍କ ସହ ଅନେକ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ Iମନ୍ଦିର କୁ ଆସିଥିବା ଭକ୍ତ ମାନଙ୍କ ପାଇଁ ବେଲପଣା ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କମିଟି ତରଫ ରୁ କରାଯାଇଥିଲା Iଆଖପାଖ ଗାଁ ର ଅନେକ ଲୋକମାନେ ମଧ୍ୟ ଆସିଥିଲେ Iସେମାନଙ୍କ ମଧ୍ୟରେ ପିତାମ୍ବର ସେଠ, ମନମୋହନ ମାଝୀ, ପରମାନନ୍ଦ ଠାକୁର, ତୁଲାରାମ ମାଝୀ, ଚକାଡୋଳା ମାଝୀ, ବେଦବ୍ୟାସ ପୁଟେଲ, ରାଏସିଂ ମାଝୀ, ସୁଶାନ୍ତ ଦେହେରି, କୁବେର ମାଝୀ, ବୈକୁଣ୍ଠ ଯୁଏଡ଼, କାର୍ତ୍ତିକ ଯୁଏଡ଼, ଉପେନ୍ଦ୍ର ପଧାନ, ଦେବ ପଧାନ, ପ୍ରଦୀପ ବିଶ୍ୱାଳ, ତ୍ରିନାଥ ସାହୁ, କୁଞ୍ଜ ମେହେର, ପ୍ରକାଶ ପଟ୍ଟନାୟକ, ବନମାଳୀ ସାହୁ, ଚିତ୍ତରଞ୍ଜନ ଠାକୁର, ଦୀନେଶ ବନଛୋର, ଗିରିଶ ବନଛୋର, ମହେନ୍ଦ୍ର ମିର୍ଦ୍ଧା, ମୋହନ ମାଝୀ, ଭୀମସେନ ସାହୁ, ଡୋଲାମଣି ପଧାନ, ନିଧି ବିଶ୍ୱାଳ, ଅନିରୁଦ୍ଧ ଛତ୍ରିଆ, ସାହେବ ପଧାନ, ଏବଂ ସୁରଭି ଗୋଶାଳା ର କୈଳାସ ରଣା, ଡ଼ିଲେଶ୍ୱର ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ Iପୂଜା ଶେଷ ରେ ପଣା ଏବଂ ଅନ୍ନ ସମସ୍ତଙ୍କୁ ବାଣ୍ଟିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like