-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ମହିଳା ଫାଇନା ରେ ଉନ୍ନତି ହୁଡ୍ଡା ଓ ଇସାରାଣୀ ବରୁଆ:ପୁରୁଷ ଫାଇନାଲ ରେ ଇଣ୍ଡୋନେସିଆ ର ମୋହମ୍ମଦ ଯୁସୁଫ ଓ ଭାରତୀୟ ଖେଳାଳୀ କିରଣ ଜର୍ଜ   (13-Dec-2025)       ||      ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ   (13-Dec-2025)       ||      ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   (13-Dec-2025)       ||      *ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   (13-Dec-2025)       ||      *ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   (13-Dec-2025)       ||      ୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    (13-Dec-2025)       ||      ୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   (13-Dec-2025)       ||      ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    (13-Dec-2025)       ||      ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   (13-Dec-2025)       ||      କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   (13-Dec-2025)       ||      ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||     

HOME   ଅପରାଧ

ବଲାଙ୍ଗୀର ପୋଲିସ ଜବତ କଲା ୧୩୮ଠ ବୋଟଲ୍ କଫ୍ ସିରଫ୍‌, ଡ୍ରଗ୍ସ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତ ଗିରଫ୍‌

11-Apr-2025




ବଲାଙ୍ଗିର ସହରରେ ଡ୍ରଗ୍ସ ଓ ନିଶା କାରବାର ଓ ଏଥିରେ ଯୁବବର୍ଗଙ୍କ ସଂପୃକ୍ତ ବଢ଼ିବାରେ ଲାଗିଛି । କୌଣସି ଏକ ବଶ୍ୱସ୍ତ ସୂତ୍ରରୁ ବଲାଙ୍ଗୀର ସହରରେ କଫ୍ ସିରଫ୍ କାରବାର ଚାଲିଥିବା ଖବର ପାଇ ଆଜି ବଲାଙ୍ଗୀର ଟାଉନ ପୋଲିସ ର ଏକ ଫୋର୍ସ ବଲାଙ୍ଗୀର ମୁନିସିପାଲିଟି ଆନ୍ତର୍ଗତ ସୁଦପଡା ନିକଟରେ ଚଢ଼ଉ କରି ବିପୁଳ ପରିମାଣରେ କଫ୍ ସିରଫ୍ ଜବତ କରିଛନ୍ତି । ବଲାଙ୍ଗିର ପୋଲିସ ୯ଠଠ ବୋଟଲ ଏସକଫ ସିରଫ ଓ ୪୮ଠ ବୋଟଲ କେରେକ୍ସ କଫ୍ ସିରଫ୍ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବରପାଲିପଡାର ଧବଳେଶ୍ୱର ଜେନା(୨୬), ସୁମାନ ସ୍ୱାଇଁ(୨୯. ସାଲେପାଲିର ଅବିନାସ ଦାସ(୨୩) ଓ ମାଲପଡାର ଶୁଭମ ଗୁରୁକୁ ପୋଲିସ ଗିରଫ ୍‌କରିଛି । ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ୧୩୬ଠଟଙ୍କା ଗୋଟିଏ ମାରତି ସୁଜୁକି କାର(ଓଡିଠ୨ସିଏଲ୍ ୬୯ଠଠ), ଗୋଟିଏ ସୁଜୁକି ଡିଜାୟର୍ କାର (ଓଡଠ୩-ୟୁ ୪୭୩ଠ) ଓ ୩ଟି ବିଭିନ୍ନ କଂପାନୀର ମୋବାଇଲ ଜବତ କରିଛି । ବଲାଙ୍ଗିର ଏସ୍‌ପି ଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢ଼ଉରେ ଇନିସପେକ୍ଟର ଅବନୀ କୁମାର ସାହୁ, ଅନୀତା ରାଣୀ ପଟନିଆ, ଏସ୍‌ଆଇବି. ନାଏକ, ବି. ବେଚ୍ ଙ୍କ ସମେତ ଏଏସ୍‌ଆଇ ବି.ଡି. ଭୋଇ ଓ ସ୍ଟାଫ୍ ସାମିଲ ଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ପିଏସ୍ କେଶ ନମ୍ବର ୨୬୩, ଦଫା ୨୧(ବି)/୨୯ଏନ୍‌ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ୍ ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଧବଳେଶ୍ୱର ୨ଠ୧୯ରୁ କଫସିରଫ୍ ବେପାରରେ ସଂପୃକ୍ତ ଥିବା ଓ ତା ନାମରେ ଏ ପର୍ଯ୍ୟନ୍ତ ୧୩ଟି ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହିଳା ଫାଇନା ରେ ଉନ୍ନତି ହୁଡ୍ଡା ଓ ଇସାରାଣୀ ବରୁଆ:ପୁରୁଷ ଫାଇନାଲ ରେ ଇଣ୍ଡୋନେସିଆ ର ମୋହମ୍ମଦ ଯୁସୁଫ ଓ ଭାରତୀୟ ଖେଳାଳୀ କିରଣ ଜର୍ଜ   13-Dec-2025
  ଜିଲ୍ଲା  
ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   13-Dec-2025
  ଜିଲ୍ଲା  
*ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   13-Dec-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   13-Dec-2025
  ଜିଲ୍ଲା  
୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    13-Dec-2025
  ଜିଲ୍ଲା  
୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   13-Dec-2025
  ଜିଲ୍ଲା  
ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    13-Dec-2025
  ଜିଲ୍ଲା  
ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   13-Dec-2025
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025

You Might Also Like