-+91-9937148622 |

prerana_bgr@rediffmail.com |

  Thursday 19th June 2025 |

| | | |

R.N.I. Regd No. ODIODI/2010/46693

Breaking News

ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   (18-Jun-2025)       ||      ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    (18-Jun-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   (18-Jun-2025)       ||      ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ    (18-Jun-2025)       ||      ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   (18-Jun-2025)       ||      ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   (18-Jun-2025)       ||      ବୋରିଗାଁରେ ବିକାଶ ବାହନ ଯାତ୍ରା   (18-Jun-2025)       ||      ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   (18-Jun-2025)       ||      ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   (18-Jun-2025)       ||      ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   (18-Jun-2025)       ||      ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   (18-Jun-2025)       ||      ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   (18-Jun-2025)       ||      ନୂତନ ସିଭିଲ୍ କୋର୍ଟ ନିର୍ମାଣ, ଆୟୁଷ୍ମାନ ଯୋଜନାରେ ଓକିଲ ମାନଙ୍କୁ ସାମିଲ କରିବା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ର ପ୍ରତିନିଧି ଦଳ    (18-Jun-2025)       ||      ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -   (18-Jun-2025)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Jun-2025)       ||      ସାଧୁଙ୍କୁ ଅପମାନ ବିଷୟ! କ୍ଷମା ମାଗିବା ପରେ ବିବାଦର ଅନ୍ତ ହେଲା   (18-Jun-2025)       ||      ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡାରେ କବି ସମ୍ମିଳନୀ   (18-Jun-2025)       ||      ଭଙ୍ଗାରୁଜା ଘରେ ବିତୁଛି ଜୀବନ, ପଡୁନାହିଁ ପ୍ରଶାସନର ଦୃଷ୍ଟି    (18-Jun-2025)       ||      କୁଲୁତା ସମାଜର ଟେକ ରଖିଲେ ବର୍ଷା    (18-Jun-2025)       ||      ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ    (17-Jun-2025)       ||     

HOME   ଅପରାଧ

ବଲାଙ୍ଗୀର: ସ୍ପେସାଲ ଜଜ୍ ଭିଜିଲାନ୍ସ ଦ୍ୱାରା ଭିଏଲ୍‌ଡବ୍ଲୁ ଦଣ୍ଡିତ

20-Feb-2025



ବଲାଙ୍ଗୀରେ(ପ୍ରେରଣା ଖବର) ବଲାଙ୍ଗୀର ସ୍ପେସାଲ୍ ଜଜ୍ ଭିଜିଲାନ୍ସ ମଳୟ ରଂଜନ ଦାସ ଭ୍ରଷ୍ଟାଚାର ନିରୋଧ ଆଇନରେ ଦୋଷୀ ସାବ୍ୟସ୍ତ କରି ୨ଠଠ୨ ରୁ ୨ଠଠ୭ ମଧ୍ୟରେ ଦେଓଗାଁ ରେ ଭି.ଏଲ୍ ଡବ୍ଲୁ ଭାବେ କାର୍ଯ୍ୟ କରୁଥିବା ବିହାରୀ ଲାଲ୍‌ ବାରିକଙ୍କୁ ଦୁଇଟି ଦଫାରେ ପ୍ରତ୍ୟେକ ଦଫା ପାଇଁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ଠ ହଜାର ଟଙ୍କl ଅର୍ଥଦଣ୍ଡ (ଅନାଦେୟ ୨ମାସ ସଶ୍ରମ କାରାଦଣ୍ଡ)ପ୍ରଦାନ କରିଛନ୍ତି। ଦୋଷୀ ଶ୍ରୀ ବାରିକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ୬ଠଠ କ୍ୱିଣ୍ଟାଲ ଚାଉଳ ଯାହାର ତତ୍କାଳିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ତାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର  ନିରୋଧ ଆଇନ- ୧୯୮୮ର ଧାରା ୧୩(୨), ୧୩(୧),(ଗ) ଓ ଭାରତୀୟ ଦଣ୍ଡ ସଂହିତା ୧୮୬ଠର ଧାରା ୪ଠ୯ର ବିଚାର ହୋଇଥିଲା। ମାନ୍ୟବର ଅଦାଲତ ସରକାରୀ  ଓକିଲଙ୍କ ପକ୍ଷରୁ ଦିଆଯାଇ ଥିବା ପ୍ରମାଣକୁ ବିଚାରକୁ ନେଇ ଶ୍ରୀ ବାରିକଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । ଭିଜିାଲାନ୍ସ ପକ୍ଷରୁ ଏହି କେସ୍ ରେ ସରକାରୀ ଓକିଲ ଜୟକୃଷ୍ଣ ସାହୁ ମୁକଦ୍ଦମା ପରିଚାଳନା କରୁଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   18-Jun-2025
  ଜିଲ୍ଲା  
ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    18-Jun-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   18-Jun-2025
  ଜିଲ୍ଲା  
ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ   18-Jun-2025
  ଜିଲ୍ଲା  
ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   18-Jun-2025
  ଜିଲ୍ଲା  
ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   18-Jun-2025
  ଜିଲ୍ଲା  
ବୋରିଗାଁରେ ବିକାଶ ବାହନ ଯାତ୍ରା   18-Jun-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   18-Jun-2025
  ଜିଲ୍ଲା  
ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   18-Jun-2025
  ଜିଲ୍ଲା  
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   18-Jun-2025
  ଜିଲ୍ଲା  
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   18-Jun-2025
  ଜିଲ୍ଲା  
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   18-Jun-2025

You Might Also Like