-+91-9937148622 |

prerana_bgr@rediffmail.com |

  Monday 20th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||     

HOME   ଜିଲ୍ଲା

ରବିଚନ୍ଦନ ମେମେରିଆଲ କ୍ରିକେଟ ଉଦ୍‌ଯାପିତ: ଚମ୍ପିୟାନ କୁଟୁମଡୋଳା ଦଳକୁ ପୁରସ୍କୃତ କଲେ ନରସିଂହ

18-Feb-2025



ବଲାଙ୍ଗିର(ପ୍ରେରଣା ଖବର)- ମାଧିଆପାଲି ପଂଚାୟତର ବୀରମୁଣ୍ଡା ଠାରେ ରବିଚନ୍ଦନ ସ୍ମୃତି କମିଟି ତରଫରୁ ରବିଚନ୍ଦନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇ ଅଛି । ୫ ଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାରେ ଏହି ଅଂଚଳର ୧୬ ଗୋଟି ଦଳ ଭାଗ ନେଇଥିଲେ। ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳ କୁଟୁମଡୋଳା ଓ ଖୁଣ୍ଟପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ କୁଟୁମଡୋଳା ଏକାଦଶ ଖୁଣ୍ଟପାଲି ଏକାଦଶ ଠାରୁ ୫ ୱିକେଟ ରେ ବିଜୟୀ ହୋଇ ଚମ୍ପିୟାନ ଘୋଷିତ ହୋଇଅଛି । ଉଦ୍‌ଯାପନି ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ କହିଥିଲେ ଏ ଅଂଚଳରେ ଖେଳ ପଡିଆ ନ ଥିବା ସତ୍ତ୍ୱେ ଖେଳାଳିମାନେ ହତୋତ୍ସାହିତ ନ ହୋଇ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ବର୍ଷରେ ପହଂଚାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଯେପରି ଭିତ୍ତିଭୂମି ନ ଥାଇ ଅତିତରେ ଅନେକ ହକି ଖେଳାଳି ବାହାରିଥିଲେ  ଏବଂ ପରବର୍ତ୍ତି ସମୟରେ ସରକାର ବାଧ୍ୟ ହୋଇ ସେ ଅଂଚଳର ହକି ଭିତ୍ତିଭୂମିକୁ ବିକାଶ କରିଥିଲା ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି । ଆମେ ଧର୍ଯ୍ୟହରା ନ ହୋଇ ଖେଳ ଓ ପ୍ରତିଯୋଗିତା ଆୟୋଜନ କୁ ଜାରି ରଖିବା ଦରକାର । ଏହା ନିଶ୍ଚିତ ଭାବେ ଭବିଷ୍ୟତରେ ଆମକୁ ଭିତ୍ତିଭୂମି ଯୋଗାଇବାକୁ ସହାୟକ ହେବ । ମୁଁ ଚେଷ୍ଟା କରିବି ଏ ଅଂଚଳରେ ଜମିର କିସମକୁ ଦେଖି କେଉଁଠି ଯୁବକମାନଙ୍କ ପାଇଁ ଏକ ଖେଳ ପଡିଆ ତିଆରି କରିହେବ ସେ ଦିଗରେ ପଦକ୍ଷେପ ନେବି ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ର ଚମ୍ପିୟାନ ଦଳକୁ ନଗଦ ରାଶି ୧୪ହଜାର ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । ରନର୍ସ ଦଳକୁ ୧୦ହଜାର ଟଙ୍କା ନଗଦ ରାଶି ପୁରସ୍କୃତ କରାଯାଇଥିଲା । ଫାଇନାଲ ଖେଳ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ ବୁଲୁ ବାରିକ କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା କୁ ବୀରମୁଣ୍ଡା ଅଂଚଳର ରୋଶନ ପ୍ରଧାନ, ମନୁ ନାଗ, ଶିଶୁପାଲ ସୁନା, ଋଷି ମହାନନ୍ଦ, ଟୁନା ନାଗ, ରଶ୍ମି ରଂଜନ ସାଗର ପରିଚାଳନା କରିଥିବା ବେଳେ ଗୌନ୍ତିଆ ତ୍ରିନାଥ ରାଉତ ଓ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   19-Jul-2026
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026

You Might Also Like