-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
09-Feb-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଅଲ୍ ଇଣ୍ଡିଆ ଲାଲ ମନି କ୍ରିକେଟ ଆୟୋଜକ କମିଟି ର ସଦସ୍ୟ , ସ୍ପିନ ବୋଲର୍ ତଥା ପିଚ୍ କ୍ୱିରେଟର ଭାବରେ ନିଜ ଦାୟିତ୍ୱ ତୁଲାଇଥିବା ସୁନା ମାଟି ସୁଯୋଗ୍ୟ ସନ୍ତାନ ସୁଦର୍ଶନ ପାତ୍ର (ଲୁଲୁ ) ଆଜି କଟକ ରେ ଅନୁଷ୍ଟିତ ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ମ୍ୟାଚ ର ପିଚ୍ ଅନୁଧ୍ୟାନ ଟିମ୍ ରେ ସାମିଲ୍ ହୋଇ ଗୁରୁ ଦାୟିତ୍ଵ ନେଇଥିବାରୁ ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ରେ ଖେଳ ପ୍ରେମୀ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଉତ୍ସାହ ଦେଖିବା କୁ ମିଳିଛି l ଜିଲ୍ଲା କ୍ରିକେଟ ସଂଘ, ସାମ୍ୱାଦିକ ସଂଘ, ବରିଷ୍ଠ ନାଗରିକ ସଂଘ, ବୁଢୀମା ୟୁଥ୍ କ୍ଳବ୍, ରାମ ଧୂନ୍ କ୍ଳବ୍ ଓ ସହର ର ବିଭିନ୍ନ କ୍ରୀଡ଼ା ସଂଗଠନ ଓ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଶ୍ରୀ ପାତ୍ର ଙ୍କୁ ଶୁଭେଛା ଜଣାଇ ସଫଳତା କାମନା କରିଛନ୍ତି l