-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ମହିଳା ଫାଇନା ରେ ଉନ୍ନତି ହୁଡ୍ଡା ଓ ଇସାରାଣୀ ବରୁଆ:ପୁରୁଷ ଫାଇନାଲ ରେ ଇଣ୍ଡୋନେସିଆ ର ମୋହମ୍ମଦ ଯୁସୁଫ ଓ ଭାରତୀୟ ଖେଳାଳୀ କିରଣ ଜର୍ଜ   (13-Dec-2025)       ||      ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ   (13-Dec-2025)       ||      ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   (13-Dec-2025)       ||      *ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   (13-Dec-2025)       ||      *ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   (13-Dec-2025)       ||      ୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    (13-Dec-2025)       ||      ୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   (13-Dec-2025)       ||      ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    (13-Dec-2025)       ||      ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   (13-Dec-2025)       ||      କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   (13-Dec-2025)       ||      ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||     

HOME   ଜିଲ୍ଲା

*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*

23-Jan-2025



ଫୁଲବାଣୀ, ( ଶ୍ରୀ କ୍ଷୀରୋଦ କୁମାର ସାହାଣୀ ) କନ୍ଧମାଳ  ଜିଲ୍ଲା ଫୁଲବାଣୀ ଗାୟତ୍ରୀ ମନ୍ଦିର ପରିସରରେ ଥିବା ମହର୍ଷି ବାଲ୍ମିକୀ ପ୍ଲେ ସ୍କୁଲର ନେତାଜୀ ସୁଭାଷ ଚନ୍ଦ୍ର ବୋଷ 
ଜନ୍ମ ଜୟନ୍ତୀ ଉତ୍ସବ ଗାୟତ୍ରୀ ମନ୍ଦିର ପରିସରରେ ମହା ଆଡମ୍ବର ସହକାରେ ବିଦ୍ୟାଳୟ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହେମନ୍ତ କୁମାରୀ ବେହେରା ବିଇଓ ଜଗନ୍ନାଥ ସାହାଣୀ ପ୍ରମୂଖ ଯୋଗ ଦେଇ ନେତାଜୀଙ୍କ ଗୁଣ ଆଦର୍ଶ ଓ ଚିନ୍ତାଧାରା କୁ ଗପ ମାଧ୍ୟମରେ ପିଲାମାନଙ୍କ ଆଗରେ ରଖି ଥିଲେ l ସେହିପରି ଅନୁଷ୍ଠାନର ଅନ୍ୟତମ ଅତିଥି ଭାବେ ଉପଦେଷ୍ଟା ମାନେ ଯୋଗ ଦେଇ ଏହିପରି ଆମ ଦେଶର ମହାପୁଋଷ ଓ ସ୍ଵାଧୀନତା ପ୍ରେମୀ ମାନଙ୍କ ଉତ୍ସବ ପାଳନ କଲେ ପିଲାମାନଙ୍କ ମହାପୁଋଷ ମାନଙ୍କ ଶ୍ରଦ୍ଧା ଓ ତାଙ୍କର ଆଦର୍ଶ ଆଗକୁ ବଢିବାରେ ସାହାଯ୍ୟ କରିବ ବୋଲି ବକ୍ତବ୍ଯ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ କୁମୁଦିନୀ ସାହୁ, ଉପଦେଷ୍ଟା ଗୋପାଳ କୃଷ୍ଣ ପାଢୀ,  ଅଧ୍ଯକ୍ଷା ସୁପ୍ରିୟା ମଲ୍ଲିକ, ଉପସଭାପତି ଝରଣା ମହାପାତ୍ର, ଭାଇସ ପ୍ରିନ୍ସିପାଲ ସୂଚୀସ୍ମିତା ରାଉତ୍, ଶ୍ରଦ୍ଧାଞ୍ଜଳୀ ଦାଶ ଓ ମାମିନା ବାଘ ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ସମ୍ପାଦନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମହିଳା ଫାଇନା ରେ ଉନ୍ନତି ହୁଡ୍ଡା ଓ ଇସାରାଣୀ ବରୁଆ:ପୁରୁଷ ଫାଇନାଲ ରେ ଇଣ୍ଡୋନେସିଆ ର ମୋହମ୍ମଦ ଯୁସୁଫ ଓ ଭାରତୀୟ ଖେଳାଳୀ କିରଣ ଜର୍ଜ   13-Dec-2025
  ଜିଲ୍ଲା  
ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   13-Dec-2025
  ଜିଲ୍ଲା  
*ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   13-Dec-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   13-Dec-2025
  ଜିଲ୍ଲା  
୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    13-Dec-2025
  ଜିଲ୍ଲା  
୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   13-Dec-2025
  ଜିଲ୍ଲା  
ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    13-Dec-2025
  ଜିଲ୍ଲା  
ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   13-Dec-2025
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025

You Might Also Like