-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Jan-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଗୋପବଂଧୁ ଚୌଧୁରୀ ମହାବିଦ୍ୟାଳୟରୁ ଦୁଇ ଜଣ ଛାତ୍ରୀ ଫେରୁ ଥିବା ବେଳେ ବରୀ ଅରଙ୍ଗାବାଦକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ଦୁଇ ଜଣ ଛାତ୍ରୀଙ୍କୁ ଦୁବୃତ୍ତ ଆକ୍ରମଣ କରିବା ସହିତ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବା ସହିତ ସେହି ଘଟଣାକୁ ସାମାଜିକ ଗଣମାଧ୍ୟମରେ
ପ୍ରଚାରିତ କରିଥିଲେ ଆଜି ଆକ୍ରମଣର ଶିକାର ହୋଇଥିବା ଛାତ୍ରୀଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ବରୀ ପୋଲିସ ୧୦/୨୫ରେ ଏକ ମାମଲା ରୁଜୁ କରିବା ସହ ବରି ଦର ଘା ଗ୍ରାମର ପ୍ରସଂଜିତ ସେଠି ଓ ଅରଙ୍ଗା ବାଦ ଗ୍ରାମର ସତ୍ୟ ରଂଜନ ଯେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବାର ସୂଚନା ମିଳିଛି। ଆଗାମୀ ଦିନରେ ଯଦି କୌଣସି ବ୍ୟକ୍ତି ବେଆଇନ କାର୍ଯ୍ୟ କରି ଆଇନ ଶୃଙ୍ଖଳା ଭଙ୍ଗ କରନ୍ତି ସେମାନ ଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।