-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   (13-Dec-2025)       ||      *ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   (13-Dec-2025)       ||      *ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   (13-Dec-2025)       ||      ୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    (13-Dec-2025)       ||      ୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   (13-Dec-2025)       ||      ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    (13-Dec-2025)       ||      ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   (13-Dec-2025)       ||      କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   (13-Dec-2025)       ||      ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||     

HOME   ଜିଲ୍ଲା

ବ୍ଲକ ତଥା ଗ୍ରାମପଞ୍ଚାୟତ ସଂପ୍ରସାରଣ ବିଜେପି ସରକାରଙ୍କ ଐତିହାସିକ ପଦକ୍ଷେପକୁ ସ୍ୱାଗତ

10-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଓଡିଶାରେ ସମୁଦାୟ ୩୧୪ ଟି ବ୍ଲକ କେଉଁ ଆବାହମାନ କାଳରୁ ସୃଷ୍ଟି ହୋଇଥିଲେ ମଧ୍ୟ ଅନେକ ଶାସକ ଦଳ ଜନସଂଖ୍ୟାକୁ ବିବେଚନା କରି  ନୂତନ ବ୍ଲକ ସଂପ୍ରସାରଣ ଉପରେ କେହିହେଲେ ମଧ୍ୟ ବିଚାରକୁ ନେଇ ନଥିଲେ। ଯାହା ବାସ୍ତବରେ ବହୁ ଦୁଃଖର ବିଷୟ ଅଟେ। ସ୍ୱାଧୀନତାର କେଇ ବର୍ଷ ପରେ ପାଇକମାଲ ବ୍ଲକ ସମୁଦାୟ ୨୨ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଜନସଂଖ୍ୟା କୁ ଦୃଷ୍ଟିରେ ରଖି ବିଗତ ଦିନର ସରକାର ମାନେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ କିମ୍ବା ଜନସଂଖ୍ୟା ତଥା ଦୂରତ୍ବ କୁ ଦୃଷ୍ଟିରୁ ଲୋକଙ୍କ ସୁବିଧା ପାଇଁ ବ୍ଲକ ସଂପ୍ରସାରଣ ଉପରେ କୈାଣସି ପ୍ରକାରର ଆଖି ଦୂର୍ଶିଆ ପଦକ୍ଷେପ ନେଇନଥିଲେ।ସେ ଯାହାବି ହେଉ ବର୍ତ୍ତମାନ ଓଡ଼ିଶାରେ ବିଜେପି ଶାସନ ଆସିବା ପରେ ଏହାରି ଉପରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି।ଯାହା ସମଗ୍ର ଓଡ଼ିଶାର ଜନସାଧାରଣ ପାଇଁ ଶୁଭଙ୍କର ସଙ୍କେତ ଅଟେ।ବ୍ଲକ ସଂପ୍ରସାରଣ ଉପରେ ରାଜସ୍ୱ ମନ୍ତ୍ରୀଙ୍କ ପଦକ୍ଷେପ କୁ ସ୍ୱାଗତ ଜଣାଇ ପାଇକମାଲ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଏବଂ ଟେମରୀ ଗ୍ରାମପଞ୍ଚାୟତର ଅଞ୍ଚଳବାସୀଙ୍କ ହିତକୁ ନେଇ ଏକ ସଭା ଅନୁଷ୍ଠିତ ହେଲାପରେ ଅଞ୍ଚଳବାସୀଙ୍କ ଦାବିକୁ ଉତ୍ଥାପନ କରିବାପାଇଁ ପୂର୍ବତନ ବିଜେପି ଲଖମରା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଭିଷ୍ମଦେବ ସାହୁ ଏବଂ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅନିତା ଭୋଇଙ୍କ ନୋମିନି ଶ୍ରୀଯୁକ୍ତ ପରମାନନ୍ଦ ଭୋଇ ଭୁବନେଶ୍ଵର ଯାଇ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକଙ୍କୁ ସାକ୍ଷାତ କରି ବୁକୁରାମୁଣ୍ଡା ଆଞ୍ଚଳକୁ ବ୍ଲକ ଘୋଷଣା କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ,୨୦୧୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ପାଇକମାଲ ବ୍ଲକର ଜନସଂଖ୍ୟା ୧୧୭୯୮୮ ରହିଥିବାବେଳେ,୧୭୮୧୧ ଏସସି,୪୨୧୨୯ ଏସଟି,୫୮୦୪୮ ଓବିସି ବର୍ଗର ଅଟନ୍ତି। ବର୍ତ୍ତମାନ ଆମେ ଆସି ପହଞ୍ଚିଛୁ ୨୦୨୫ ବର୍ଷରେ,ଏଇ ୧୪ ବର୍ଷ ବ୍ୟବଧାନ ମଧ୍ୟରେ ଜନସଂଖ୍ୟା ବଢିବା ସ୍ୱଭାବିକ ଅଟେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବର୍ଗତ ନିରାକାର ସାହୁ ଙ୍କ ସୃତିଚ।ରଣ  ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ଜିଲ୍ଲାପାଳଙ୍କ ପରିଦର୍ଶନ ଲୋକଙ୍କ ପାଇଁ ଦିଗଦର୍ଶନ   13-Dec-2025
  ଜିଲ୍ଲା  
*ସାର୍ବ ଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ*   13-Dec-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ ଓ ଏସପି*-   13-Dec-2025
  ଜିଲ୍ଲା  
୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ    13-Dec-2025
  ଜିଲ୍ଲା  
୧୮ ଅଧିକାରୀଙ୍କୁ ୨୦ ଲକ୍ଷର ଚୂନ: ୨ ଗିରଫ   13-Dec-2025
  ଜିଲ୍ଲା  
ବୋଡ଼େନ କୃଷି ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ    13-Dec-2025
  ଜିଲ୍ଲା  
ଖଇରପଦର ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
କଣ୍ଟାମାଳରେ କାର୍ଯ୍ୟରତ ଠିକାଦାର ସଂଘ ଗଠିତ   13-Dec-2025
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025

You Might Also Like