-+91-9937148622 |

prerana_bgr@rediffmail.com |

  Sunday 13th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର   (12-Jul-2025)       ||      କାହା ପାଇଁ ଯୋଜନା ? ସ୍ଵାମୀର ମୃତ୍ୟୁ ହୋଇ ୧୦ ବର୍ଷ ପରେ ମଧ୍ଯ ସରକାରୀ ସହାୟତାରୁ ବଞ୍ଚିତ ବିଧବା ପାନା   (12-Jul-2025)       ||      ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ   (12-Jul-2025)       ||      ନିଜକୁ ଟ୍ରେଜେରୀ ଅଫିସର ର ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କର ଠକେଇ, ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ    (12-Jul-2025)       ||      ଜିଲ୍ଲାପରିଷଦ ଙ୍କ ଢିଲା କାମ, ଅମୃତଧାରାର କିଛି ନୁହେଁ କାମ   (12-Jul-2025)       ||      ନେସନାଲ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଦ୍ଧାରଣ କରାଗଲା    (12-Jul-2025)       ||      *ଆଲୋଚନା ଚକ୍ର ଓ ସାଂସ୍କୃତିକ କର୍ମଶାଳା*- *ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ* -   (12-Jul-2025)       ||      ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ    (12-Jul-2025)       ||      ସଇଁତଳା: ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସମ୍ବିଳନୀ   (12-Jul-2025)       ||      ବିକାଶ ଭେଲି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (12-Jul-2025)       ||      ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Jul-2025)       ||      ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ   (12-Jul-2025)       ||      *ସୋନପୁର ପୌରାଞ୍ଚଳ ରେ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡ ର ଚଢାଉ*-27 ଟି ଦୋକାନ ରେ ଚଢାଉ*-   (12-Jul-2025)       ||      ମରଣଯନ୍ତା ପାଲଟିଛି ମନେଇପାଦ ରୁ ସେମେଲମୁଣ୍ଡା ରାସ୍ତା   (12-Jul-2025)       ||      ଦେଖେନ୍ ସୁନ୍ଦୁରି ଫଳସା ଫୁଲ ରୀତିରେ ମରାମତି ହେଲା ଶିଶୁ ମନ୍ଦିର ରାସ୍ତା   (12-Jul-2025)       ||      ଜନତା ହାଇସ୍କୁଲରେ ବନମହୋତ୍ସବ ଅବସରରେ" ମାଁ ପାଇଁ ଗଛଟିଏ -୨.୦ "   (12-Jul-2025)       ||      ଦାବ୍ରୀ ଗାଁ ରାସ୍ତା କାମ ରେ ଅନିୟମିତତା ଅଭିଯୋଗ, ସୂଚନା ଫଳକ ରେ କଂକ୍ରିଟ ରୋଡ ବାସ୍ତବ ରେ ନାହିଁ   (12-Jul-2025)       ||      ବରୀ-ବିଦୃପା ରାସ୍ତାରେ ଖାଲ ଧିରେ ଧିରେ ଚାଲ,ନିର୍ମାଣ ରେ ବିଳମ୍ବ    (12-Jul-2025)       ||      ୪୨ ନମ୍ବର ରାଜ୍ୟ ରାଜପଥ ତଥା ସିନ୍ଧେକେଲା - ଚାନ୍ଦୋତରା ମୁଖ୍ୟ ରାସ୍ତା ଉପରେ ଖାଳ ନା ଖାଳ ଉପରେ ରାସ୍ତା   (12-Jul-2025)       ||      *ସୋନପୁର ରେ ଆଜି ପ୍ରଦର୍ଶନ ହେବ ୪ ଗୋଟି ସୋ ଫିଲ୍ମ ମାଇଣ୍ଡ ଗେମ୍*-   (12-Jul-2025)       ||     

HOME   ଜିଲ୍ଲା

ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ବନାଞ୍ଚଳ ଅଧିକାରୀ ଲୋଇସିଂହା ଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା ର କାର୍ଯ୍ୟକ୍ରମ

10-Jan-2025



ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ବନାଞ୍ଚଳ ଅଧିକାରୀ ଶ୍ରୀ ପାଉଲ ହରପାଳ ଲୋଇସିଂହା ଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା ର ଆୟୋଜନ ହୋଇଥିଲା l ଉକ୍ତ ସଭା ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମକର୍ତା ଙ୍କ ସମେତ କେନ୍ଦୁପତ୍ର ଓ ଲୋଇସିଂହା ବନାଞ୍ଚଳ ର ସମସ୍ତ କର୍ମକର୍ତା ଅଗ୍ନି ପ୍ରତିରୋଧକ ସଦସ୍ୟ, ଗଜସାଥି, ପାରା ନିରୀକ୍ଷକ, ବନ୍ୟଜନ୍ତୁ ପ୍ରତିରୋଧକ ସଦସ୍ୟ ଉପସ୍ଥିତ ଥିଲେ l ସଭା କୁ ଆମ ଜଙ୍ଗଳ ଯୋଜନାର ପାର୍ଟନର, ଏନଜିଓ ଦଳନେତା ଓ ଡିଓ ଉପସ୍ଥିତ ରହି ସଭା ଆରମ୍ଭ କରିଥିଲେ l ଉକ୍ତ ସଭାରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା l ଯାହାକି ଚଳିତ ବର୍ଷ ଗ୍ରୀଷ୍ମ ଋତୁ ରେ ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା ଜନ ସାଧାରଣ ଙ୍କୁ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ବିଭିନ୍ନ ସଭା ସମିତି କରି ଗାଁ ଗାଁ କୁ ଯାଇ ସଚେତନତା କାର୍ଯ୍ୟକ୍ରମ କରିବା କୁ ନିଷ୍ପତି l ବନ ବିଭାଗ, ଅଗ୍ନିଶମ ବିଭାଗ ତଥା କେନ୍ଦୁପତ୍ର କର୍ମକର୍ତା ଙ୍କ ମଧ୍ୟରେ ଉଚିତ ସମନୁୟ ରକ୍ଷାକାରୀ ଜଙ୍ଗଲ ନିଆଁ ନ ଲାଗିବା ତଥା ଆୟତ୍ତ କରାଯିବା ନେଇ ଆଲୋଚନା l ନିଆଁ ପ୍ରତିରୋଧକ ଦଳ, ଗଜସାଥି ତଥା ସମସ୍ତ ୱାଚର ମାନଙ୍କୁ ଦୃଢ ପ୍ରତିରୋଧକ ବଦ୍ଧ ହୋଇ ନିଆଁଲିଭା କାର୍ଯ୍ୟ ସମ୍ପାଦନ କରାଯିବା ନେଇ ଦିଗଦର୍ଶନ ଦିଆଗଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର   12-Jul-2025
  ଜିଲ୍ଲା  
କାହା ପାଇଁ ଯୋଜନା ? ସ୍ଵାମୀର ମୃତ୍ୟୁ ହୋଇ ୧୦ ବର୍ଷ ପରେ ମଧ୍ଯ ସରକାରୀ ସହାୟତାରୁ ବଞ୍ଚିତ ବିଧବା ପାନା   12-Jul-2025
  ଜିଲ୍ଲା  
ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ   12-Jul-2025
  ଅପରାଧ  
ନିଜକୁ ଟ୍ରେଜେରୀ ଅଫିସର ର ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କର ଠକେଇ, ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ   12-Jul-2025
  ଜିଲ୍ଲା  
ଜିଲ୍ଲାପରିଷଦ ଙ୍କ ଢିଲା କାମ, ଅମୃତଧାରାର କିଛି ନୁହେଁ କାମ   12-Jul-2025
  ଜିଲ୍ଲା  
ନେସନାଲ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଦ୍ଧାରଣ କରାଗଲା   12-Jul-2025
  ଜିଲ୍ଲା  
*ଆଲୋଚନା ଚକ୍ର ଓ ସାଂସ୍କୃତିକ କର୍ମଶାଳା*- *ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ* -   12-Jul-2025
  ଜିଲ୍ଲା  
ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ   12-Jul-2025
  ଜିଲ୍ଲା  
ସଇଁତଳା: ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସମ୍ବିଳନୀ   12-Jul-2025
  ଜିଲ୍ଲା  
ବିକାଶ ଭେଲି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   12-Jul-2025
  ଜିଲ୍ଲା  
ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ   12-Jul-2025
  ଜିଲ୍ଲା  
ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ   12-Jul-2025

You Might Also Like