-+91-9937148622 |

prerana_bgr@rediffmail.com |

  Wednesday 21st January 2026 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   (21-Jan-2026)       ||      ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର    (21-Jan-2026)       ||      ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   (21-Jan-2026)       ||      ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   (21-Jan-2026)       ||      ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର    (21-Jan-2026)       ||      ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Jan-2026)       ||      *ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   (20-Jan-2026)       ||      ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   (20-Jan-2026)       ||      ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ    (20-Jan-2026)       ||      *ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   (20-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   (20-Jan-2026)       ||      ନୂଆପଡା ବିଧାନସଭା ବିକାଶ ସମିତି ବୈଠକ ଅନୁଷ୍ଠିତ l ସମର୍ପିତ ଭାବରେ ଲୋକଙ୍କ ସେବା କରିବା ପାଇଁ ଅଧିକାରୀ ମାନଙ୍କୁ ବିଧାୟକଙ୍କ ଆହ୍ବାନ   (20-Jan-2026)       ||      ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଙ୍କ ଯୋଗଦାନ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ଫାସଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୦ତମ ବାର୍ଷିକ ଉତ୍ସବ ପାଳିତ   (20-Jan-2026)       ||      ସର୍ବ ଜନ୍ ସ୍ୱାସ୍ଥ୍ୟ ମନ୍ କାର୍ଯ୍ୟକ୍ରମ   (20-Jan-2026)       ||      ଭାଇଭଗାରୀରୁ ସୁପାରୀ ନା ଗଞ୍ଜେଇ ବେପାର କଳି ? ପୁଲିସ କଥାରେ ତାଳମେଳ ନାହିଁ !   (20-Jan-2026)       ||      ବ୍ଲକସ୍ତରୀୟ ୧୫୦ତମ ବନ୍ଦେ ମାତାରାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Jan-2026)       ||     

HOME   ରାଜନୀତି

କୁଚିଣ୍ଡା ରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

26-Nov-2024



କୁଚିଣ୍ଡା(ସିଲୁ ସୁନାନୀ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର କୁଚିଣ୍ଡା ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଅଧ୍ୟକ୍ଷତା କରି କୁଚିଣ୍ଡା ବ୍ଲକର ୧୭ପଞ୍ଚାୟତରୁ ଆସିଥିବା ୭୦ ଅଭିଯୋଗର ଶୁଣାଣି କରିଥିଲେ।ବ୍ୟକ୍ତିଗତ ଭାବେ ୫୦ ଅଭିଯୋଗ ଏବଂ ଗୋଷ୍ଠିଗତ ଭାବେ ୨୦ଅଭିଯୋଗ ଉପରେ ଶୁଣାଣି କରି ଏହାର ଫଇସଲା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ସମ୍ବଲପୁର ଜିଲ୍ଲାପରିଷଦ ସିଡିଓ ପ୍ରସନ୍ନ ପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲବିନୁସ କେର୍କେଟା,କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ, ଏସଡିପିଓ ଅମିତାଭ ପଣ୍ଡା,ଜିଲ୍ଲା ପଞ୍ଚାୟତ ଅଧିକାରୀ ଅନଙ୍ଗଭଞ୍ଜ ସାଗର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ, ମିତାଲି ମଧୁସ୍ମିତା ଦଳେଇ,ବିଡିଓ ଜୟନ୍ତ ସାହୁଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।ଏଥିରେ ଅଧିକାଂଶ ଅଭିଯୋଗ ଚାଷୀଙ୍କ ଧାନକ୍ରୟ ସମସ୍ୟା ଓ ମଣ୍ଡିପରିଚାଳନା ସମ୍ପର୍କରେ ଆସିଥିଲା।ଏହାଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପାନୀୟଜଳ ସମେତ ବାଉରୀଗୋଡା ପଞ୍ଚାୟତର ଅର୍ଜୁନବାର୍ଡ ଜଳବିଭାଜିକା କମିଟି

କର୍ମକର୍ତ୍ତାଙ୍କ ମନମୁଖି କାର୍ଯ୍ୟର ତଦନ୍ତ, ଅର୍ଡାବାହାଲ ପଞ୍ଚାୟତକୁ ମରୁଡି ଘୋଷଣା କରିବା ସମ୍ପର୍କରେ ଅଭିଯୋଗ ଆସିଥିଲା।ଏହିଅବସରରେ ଜିଲ୍ଲାପାଳ ବୋନ୍ଦର ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କାର ସହାୟତା, ୨ଜଣଙ୍କୁ ଶ୍ରମିକ କାର୍ଡ,୩ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଜଣେ ଭିନ୍ନକ୍ଷମଙ୍କୁ ହ୍ୱିଲ ଚେୟାର ପ୍ରଦାନ କରି ଥିଲେ।ପରେ ସେ ମନ୍ତ୍ରୀମୁଣ୍ଡାରେ ଏସଏଚଜି ପକ୍ଷରୁ ହୋଇଥିବା ଲଙ୍କାମରିଚ ଚାଷ ପ୍ରକଳ୍ପ  ପରିଦର୍ଶନ କରିଥିଲେ।ଶିବିର ପରିଚାଳନାରେ କୁଚିଣ୍ଡା ବ୍ଲକର ଅତିରିକ୍ତ ବିଡିଓ ସହଦେବ ନନ୍ଦ,ଆକାଉଣ୍ଟ ଅଫିସର ଅଜୟ ବାଗେ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଜ୍ଞା ପରମିତା ନାୟକ, ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

(ସମ୍ବଲପୁର କୁଚିଣ୍ଡାରୁ ସିଲୁ ସୁନାନୀଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   21-Jan-2026
  ଜିଲ୍ଲା  
ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର   21-Jan-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   21-Jan-2026
  ଜିଲ୍ଲା  
ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   21-Jan-2026
  ଜିଲ୍ଲା  
ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର   21-Jan-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   21-Jan-2026
  ଜିଲ୍ଲା  
*ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   20-Jan-2026
  ଜିଲ୍ଲା  
ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   20-Jan-2026
  ଜିଲ୍ଲା  
ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ   20-Jan-2026
  ଜିଲ୍ଲା  
*ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   20-Jan-2026
  ଜିଲ୍ଲା  
*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   20-Jan-2026
  ଜିଲ୍ଲା  
ନୂଆପଡା ବିଧାନସଭା ବିକାଶ ସମିତି ବୈଠକ ଅନୁଷ୍ଠିତ l ସମର୍ପିତ ଭାବରେ ଲୋକଙ୍କ ସେବା କରିବା ପାଇଁ ଅଧିକାରୀ ମାନଙ୍କୁ ବିଧାୟକଙ୍କ ଆହ୍ବାନ   20-Jan-2026

You Might Also Like