-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
08-Nov-2024
ତୁରେକେଲା (କୈଳାସ ସଗ୍ରିଆ): ଶୁକ୍ରବାର ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୟୁଜି ହାଇସ୍କୁଲ ଠାରେ ବ୍ଳକସ୍ତରିୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟଅତିଥି ଭାବେ ତୁରେକେଲା ବିଇଓ ସାନ୍ତାନୁ କୁମାର ପାଢିହାରି ଓ ତୁରେକେଲା ଏବିଇଓ ଫକୀର ଚରଣ ବିଶି ମୁଖ୍ୟ ପରିଚାଳନା ରାଜେଶ କୁମାର ମହାନ୍ତି ପ୍ରିନ୍ସିପଲ୍ କେ.ଭି କଲେଜ କଣ୍ଟାବାଞ୍ଜି। ମାନ୍ୟବର ଅତିଥି ରତିନ୍ଦ୍ର ରାଏ ସଭାପତି ପ୍ରାଇମେରୀ ଶିକ୍ଷକ ସ°ଗଠନ ବଲାଙ୍ଗିର ଏବଂ ବ୍ରଜମୋହନ ମିଶ୍ର ସଭାପତି ପ୍ରାଇମେରୀ ଶିକ୍ଷକ ସଂଘ ବଲାଙ୍ଗିର ପ୍ରମୂଖ ଉପସ୍ଥିତ ଥିଲେ।। ଏଥିରେ ବିଭୁ ଦତ୍ତ ସାହୁ ସରକାରୀ ଜିଏଚ୍ ଏସ୍ ପ୍ରଧାନ ଶିକ୍ଷକ ସ°ଘର ସେକ୍ରେଟାରୀ ଭାବେ ପରିଚିତ। ଆଶିଷ ମିଶ୍ର ବିଜ୍ଞାନ କୋଷାଧ୍ୟକ୍ଷ ତୁରେକେଲା ବ୍ଲକ।ଅମରେନ୍ଦ୍ର ବାଗ କଲଷ୍ଟର୍ ରିସରସ୍ କେନ୍ଦ୍ର କୋଷାଧ୍ୟକ୍ଷ ହିଆଲ ଏବଂ ନିହାରିକା ନାଗ ବ୍ଳକ ସ୍ତରିୟ ବିଜ୍ଞାନ କନଭେନର୍ ତୁରେକେଲା ବ୍ଲକ ପ୍ରମୁଖ ଉପସ୍ଥିତ ଥିଲେ।