-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||     

HOME   ଜିଲ୍ଲା

କନ୍ଧମାଳ ପୋଲିସର ୬୫ତମ ସହିଦ ଦିବସରେ ଵାଦ୍ୟଯନ୍ତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ

30-Oct-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରିବା ସମୟରେ ବିଭିର୍ଣ୍ଣ ସମୟରେ ମାଓ ମୁକାବିଲା ଠାରୁ ଆରମ୍ଭ କରି ବନ୍ୟା ବାତ୍ୟା, ଓ ବିଭିର୍ଣ୍ଣ ସଂକ୍ରାମକ ରୋଗ ଯଥା କରୋନା ଭଳିଜାତୀୟ ମହାମାରୀ ସମୟରେ କାର୍ଯ୍ୟରତ ଯବାନ, କର୍ମଚାରୀ ମାନେ ମୃତ୍ୟୁ ବରଣ କରିଯାଇଛନ୍ତି, ତେଣୁ ସେମାନଙ୍କର ବଳିଦାନ ର ସ୍ମୃତି ଚାରଣ କରିବା ପାଇଁ କନ୍ଧମାଳ ପୋଲିସ ଗତ ତାରିଖରୁ ସହିଦ ଦିବସ ପାଳନ କରିଆସୁଅଛି , ଓ ସହିଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ବିଭିର୍ଣ୍ଣ କାର୍ଯ୍ୟକ୍ରମ ମାନ ପ୍ରତ୍ୟେହ ଦିନ ହାତକୁ ନେଇଛି | କ୍ରିକେଟ ଟୁର୍ନାମେଣ୍ଟ ଠାରୁ ଆରମ୍ଭ କରି ତୋପ ସଲାମୀ, ରକ୍ତଦାନ ଶିବିର, ଖେଳ କୁଦ, ବାଦ୍ୟଯନ୍ତ୍ର ଶ୍ରଦ୍ଧାଞ୍ଜଳି ମଧ୍ୟ୍ୟ ସହିଦ ମାନଙ୍କ ଉଧେଶ୍ୟ ରେଉତ୍ସାର୍ଗୀକୃତ କରାଯାଇଛି |  ଆଜିର 65 ତମ ସହିଦ ଦିବସ ଉପଲଲକ୍ଷେ ଫୁଲବାଣୀ ସହରରେ ସମସ୍ତ ଛକ ଜନ ଗହଳି ପୂର୍ଣ୍ଣ ସ୍ଥାନ ଯଥା ;-  ଫୁଲବାଣୀର  ମାଦିକୁନ୍ଦା ଛକରୁ ଆରମ୍ଭ କରି  ବିଜୁ ପଟନାୟକ ଛକ,  ଗୋପବନ୍ଧୁ ଛକ, ଓ ଶେଷରେ କୋର୍ଟ ଛକରେ ସହିଦ ମାନଙ୍କର ଫୋଟୋ ଚିତ୍ର ଉପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସହିଦ ମାନଙ୍କୁ ସାଲାମୀ ଦେବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ, ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ପଦାଧିକାରୀ ମାନଙ୍କ ମଧ୍ୟରେ ଡ଼ିଏସପି ଶ୍ରୀ ସୁବ୍ରତ ବେହେରା, ଏସ୍ଡ଼ିପିଓ ଶ୍ରୀ ସୁପ୍ରସନ ମଳିକ,  ରିଝର୍ଭ ଇନିସ୍ପେକ୍ଟର ଶ୍ରୀ  ଦିନେଶ ସିଂ ଶବର , ହୋମଗାର୍ଡ ଆର ଆଇ ଶ୍ରୀ ବାଲୁଙ୍କେଶ୍ୱର କଛପ, ସରଜେଣ୍ଟ ସମେତ ଫୁଲବାଣୀ ଟାଉନ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ କନକ କୁମାର ମାଝୀ, ସମେତ ସହରର ପ୍ରତିଷ୍ଠିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ବରିଷ୍ଠ ଆଇନଜୀବୀ ତଥା ସମାଜ ସେବି ଶ୍ରୀ ସତ୍ୟନାରାୟଣ ବେହେରା, ଅଣ୍ଟା୍ଯ୍ୟାମୀ ନାୟକ,  ଚଳଚିତ୍ର ତାରକାଶ୍ରୀ ଗୁନା ମହାପାତ୍ର, ସାମ୍ବାଦିକ ଶ୍ରୀ ଶିବ ବିଶ୍ୱାଳ,  ଏବଂ ବହୁ ମହିଳା କର୍ମକର୍ତ୍ତା ମାନଙ୍କ ସହିତ ବହୁ ବିଭାଗୀୟ ଅଧିକାରୀ କର୍ମକର୍ତ୍ତା ମାନେ  ଜିଲ୍ଲାର ଆଠ ଜଣ ସହିଦ ଯବାନଙ୍କ ଫୋଟୋ ଚିତ୍ର ଉପରେ କୋର୍ଟ ଛକରେ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହାପରେ ପୋଲିସ ପ୍ରଶାସନ

ପକ୍ଷରୁ ବାଦ୍ୟଯନ୍ତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | କୋର୍ଟଛକ ରେ ଆଜିର ସହିଦ ଦିବସ ଵାଦ୍ୟ ଯନ୍ତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ କୁ ଦାୟିତ୍ୱ ରେ ଥିବା ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଡ଼ିଏସପି ଶ୍ରୀ ସୁବ୍ରତ ବେହେରା ସମାପ୍ତ ଘୋଷଣା କରିଥିଲେ |  ସତରେ ଆମପାଇଁ ଓ ସେମାନଙ୍କ ପରିବାର ପାଇଁ ସହିଦ ମାନେ ଆଜି ଆମ ଗହଣରେ ନାହାନ୍ତି ସତ, ହେଲେ ସେ ଜିଲ୍ଲାବାସୀ ଓ ରାଜ୍ୟବାସୀ ଏବଂ ଦେଶ ବାସୀଙ୍କ ମନ ହୃଦୟରେ ସବୁଦିନ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ଅମର ଯବାନ ହୋଇ ରହିଯାଇଛନ୍ତି ଓ ରହିଥିବେ ମଧ୍ୟ୍ୟ |  ଭଗବାନ ସହିଦ ମାନଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସୁସ୍ଥ ସୁରକ୍ଷିତ ଓ ନିରାମୟ ଜୀବନ ପ୍ରଦାନ କରିଥାନ୍ତୁ, ଆଜିର ସହିଦ ଦିବସରେ ସହିଦ ପରିବାର ବର୍ଗଙ୍କ ପାଇଁ ଆମର ଏତିକି କାମନା |


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026

You Might Also Like