-+91-9937148622 |

prerana_bgr@rediffmail.com |

  Thursday 7th November 2024 |

| | | |

R.N.I. Regd No. ODIODI/2010/46693

Breaking News

ରାମାୟଣ ନବାହ ପାରାୟଣ ଆରମ୍ଭ   (07-Nov-2024)       ||      ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   (07-Nov-2024)       ||      ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (07-Nov-2024)       ||      ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ    (07-Nov-2024)       ||      ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   (07-Nov-2024)       ||      ବିରଳ ପକ୍ଷୀ ଉଦ୍ଧାର   (07-Nov-2024)       ||      ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ    (07-Nov-2024)       ||      ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   (07-Nov-2024)       ||      ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   (07-Nov-2024)       ||      ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   (07-Nov-2024)       ||      ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ    (07-Nov-2024)       ||      ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   (07-Nov-2024)       ||      ଶିକାରୀ ଜାଲରେ ଲାଗିଥିବା ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ    (07-Nov-2024)       ||      କଣ୍ଟାମାଳ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଘୁଚାଙ୍ଗି ଗ୍ରାମରେ ସଭ୍ୟ ସଦସ୍ୟତା ଅଭିଯାନ। ଯୋଗ ଦେଲେ କଣ୍ଟାମାଳ ବିଧାୟକ   (07-Nov-2024)       ||      ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ମହିଳା ଓ ବାଲ ବିକାଶ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ   (07-Nov-2024)       ||      ଇନସ୍ପେକ୍ଟର୍ ସ୍ତରରେ ବଡ଼ ଅଦଳବଦଳ   (07-Nov-2024)       ||      ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ଶ୍ରମିକ ସଂଘର ଦେଓଗାଁ ବ୍ଲକ କମିଟୀ ଗଠିତ    (07-Nov-2024)       ||      ଡୁଙ୍ଗୁରିପାଲିରେ ଭୀମ ଭୋଇ ଭିନ୍ନକ୍ଷମ ସମଥ୍ୟ ଶିବିର ଅନୁଷ୍ଠିତ   (07-Nov-2024)       ||      ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ    (07-Nov-2024)       ||      ଖତ ଖାଉଛି ଲକ୍ଷାଧିକ ଟଙ୍କାର ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟର.... ଜଣେ ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟ   (07-Nov-2024)       ||     

HOME   ଜିଲ୍ଲା

ପାଇକ ସମାଜ ପକ୍ଷରୁ ଖଣ୍ଡା ପୂଜା ବିଜୟ ଦଶମୀ ପର୍ବ ପାଳନ ।

12-Oct-2024



ନର୍ଲା  (ଚିନ୍ତାମଣି ନାଏକ )
 କଳାହାଣ୍ଡି ଜିଲ୍ଲା ନର୍ଲା ପଲ୍ଲୀ କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ବିଜୟ ଦଶମୀ ଉତ୍ସବ ରେ ଖଣ୍ଡା ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ନର୍ଲା ପଲ୍ଲୀ ର ସମସ୍ତ ପୁରୁଷ ମହିଳା ମାନେ ଏକତ୍ରିତ ହୋଇଥିଲେ ଉକ୍ତ କାର୍ଯ୍ୟକ୍ରରେ ରେ ଯୁବକ ମାନେ ନିଜ ନିଜ ହାତରେ ଖଣ୍ଡା ଧରି ବାଦ୍ୟ ଯନ୍ତ୍ର ସାହାଯ୍ୟରେ ନାଚ ଗୀତ ଗାଇ  ଜଗନ୍ନାଥ ମନ୍ଦିର ରୁ ଏକ ରେଳୀ ବାହାରି କ୍ଷେତ୍ରୀୟ ସମାଜ ଭବନ ପର୍ୟ୍ୟନ୍ତ ପହଞ୍ଚି ଥିଲେ।  ସମସ୍ତ ମହିଳା ମାନେ ଶ୍ରୀ ରାମ ଚନ୍ଦ୍ର ଙ୍କ ମୂର୍ତ୍ତି ଙ୍କୁ ବନ୍ଦା ପଣା କରିଥିଲେ ଓ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ର ସଭାରେ ପଲ୍ଲୀ ତଥା ଜିଲ୍ଲା ଓ ଉପମଣ୍ଡଳ ର ଉଚ୍ଚ ପଦସ୍ଥ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମାୟଣ ନବାହ ପାରାୟଣ ଆରମ୍ଭ   07-Nov-2024
  ଜିଲ୍ଲା  
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   07-Nov-2024
  ଜିଲ୍ଲା  
ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   07-Nov-2024
  ଜିଲ୍ଲା  
ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ   07-Nov-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   07-Nov-2024
  ଜିଲ୍ଲା  
ବିରଳ ପକ୍ଷୀ ଉଦ୍ଧାର   07-Nov-2024
  ଜିଲ୍ଲା  
ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ   07-Nov-2024
  ଜିଲ୍ଲା  
ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   07-Nov-2024
  ଜିଲ୍ଲା  
ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   07-Nov-2024
  ଜିଲ୍ଲା  
ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   07-Nov-2024
  ଜିଲ୍ଲା  
ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ   07-Nov-2024
  ଜିଲ୍ଲା  
ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   07-Nov-2024

You Might Also Like