-+91-9937148622 |

prerana_bgr@rediffmail.com |

  Wednesday 21st January 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ କ୍ଷତ୍ରିୟ ଧାକଡ ସମାଜ ସଭାପତି ହେଲେ ପଦ୍ମ ସିଂହ   (21-Jan-2026)       ||      କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   (21-Jan-2026)       ||      ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର    (21-Jan-2026)       ||      ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   (21-Jan-2026)       ||      ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   (21-Jan-2026)       ||      ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର    (21-Jan-2026)       ||      ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Jan-2026)       ||      *ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   (20-Jan-2026)       ||      ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   (20-Jan-2026)       ||      ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ    (20-Jan-2026)       ||      *ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   (20-Jan-2026)       ||      *୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   (20-Jan-2026)       ||      ନୂଆପଡା ବିଧାନସଭା ବିକାଶ ସମିତି ବୈଠକ ଅନୁଷ୍ଠିତ l ସମର୍ପିତ ଭାବରେ ଲୋକଙ୍କ ସେବା କରିବା ପାଇଁ ଅଧିକାରୀ ମାନଙ୍କୁ ବିଧାୟକଙ୍କ ଆହ୍ବାନ   (20-Jan-2026)       ||      ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଙ୍କ ଯୋଗଦାନ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ   (20-Jan-2026)       ||      ଫାସଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୦ତମ ବାର୍ଷିକ ଉତ୍ସବ ପାଳିତ   (20-Jan-2026)       ||      ସର୍ବ ଜନ୍ ସ୍ୱାସ୍ଥ୍ୟ ମନ୍ କାର୍ଯ୍ୟକ୍ରମ   (20-Jan-2026)       ||      ଭାଇଭଗାରୀରୁ ସୁପାରୀ ନା ଗଞ୍ଜେଇ ବେପାର କଳି ? ପୁଲିସ କଥାରେ ତାଳମେଳ ନାହିଁ !   (20-Jan-2026)       ||     

HOME   ଜିଲ୍ଲା

ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ତରଫରୁ ଦୀପାବଳି ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

11-Oct-2024



ବରଗଡ଼/ଅତାବିରା(ଆକାଶ ମିଶ୍ର): ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ବରଗଡ଼ ଠାରେ ପାୱାର ଅଫ୍ ଦିବ୍ୟାଙ୍ଗ୍ସ ସଂଗଠନର ସଭାପତି ଶ୳୲ମସୁନ୍ଦର ଅଗ୍ରୱାଲଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସାଧାରଣ ସଂପାଦକ ମେଘନାଦ ସାହୁଙ୍କ ପ୍ରାରମ୍ଭିକ ସୂଚନା ପରେ  ମଞ୍ଚାସୀନ ଅତିଥି ଭାବରେ ବରଗଡ଼ ମୁନସିପାଲଟିର ଭାଇସ ଚେୟାରମାନ ରାଜେଶ ଅଗ୍ରୱାଲ, ସମାଜସେବୀ  ସର୍ଦାର ପ୍ରିତମ ସିଂହ, ଅନୁଷ୍ଠାନର ଉପସଭାପତି ଅଶୋକ  ଅଗ୍ରୱାଲ, ମୁଖ୍ୟ ସଂଯୋଜକ ରତନ ଲାଲ ଅଗ୍ରୱାଲ, ଏଚଭର୍ସ ହେଲପିଂଗ ଫାଉନଡେସନର ସଭାପତି ଦିବାକର ମାଝି, ଜନତା ସଂଘର୍ଷ ସମିତି ର ସଭାପତି କିଶୋର ଚନ୍ଦ୍ର ସାହୁ, ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ ପଧାନ, ଜିଲ୍ଲା ସମାଜସେବୀ ସଂଗଠନ ର ବଳିଷ୍ଠ ଦୁର୍ଗା ମଞ୍ଚାସୀନ ଥିଲେ ।ଅତିଥିମାନେ ନିଜ ନିଜର ବକ୍ତବ୍ଯ ରଖିଥିବା ବେଳେ, ଦିବ୍ୟାଙ୍ଗ ସଂଘ ଭେଡେନ ର ସଭାପତି ବସନ୍ତ ଭୋଇ, ବରଗଡ଼ ଦିବ୍ୟାଙ୍ଗ ସଂଘ ର ସଭାପତି ଫକିର ମହାନଂଦ, ଅତାବିରା ସଂଘର ସଭାପତି ପ୍ରମୋଦ ଗର୍ଡିଆ, ଭଟଲି ସଂଘର ସଭାପତି ବୀର କିଶୋର ବାଦୀ, ଅମ୍ବାଭନା ସଂଘର ସଭାପତି ହୃଷିକେଶ ପଧାନ, ସୋହେଲା ସଂଘର ସଭାପତି ମଧୁସୂଦନ ବାଗ, ବିଜେପୁର ସଂଘର ସଭାପତି ସୁରେଶ ଯୋଶି ଏବଂ ଗିରିଜା କଠାର, ବଧିର ସଂଘ ବରଗଡ଼ ତଥା ଜିଲ୍ଲାର ଅନେକ ସଂଗଠନ ଏବଂ କାର୍ଯ୍ୟକର୍ତା ଯୋଗେନ୍ଦ୍ର କଠାର, କମଳ ସାହୁ, ସାନ ମେହେର, ଗୋପାଳ ସାହୁ, ଭଗବାନ ହରପାଲ,କୁନୀ କୁଦେଇ,ମୀନୁ ଶର୍ମା ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ପାରା ସନ୍ତରଣ ରେ ମେଡାଲ ପାଇଥିବା ଯାମିନୀ ସେଠ, ସୁମନ୍ତ ପଧାନ, ରବିକାନ୍ତ ସେଠ,ମଧୁସୂଦନ ବାଗ,ରବି କୁଦେଇ, ରାଧାକାନ୍ତ ସୁନାକୁ ସମ୍ମାନିତ କରାଯାଇଥିଲା।ଏହିଅବସରରେ ମୁନସିପାଲଟିର ଭାଇସଚେୟାରମ୍ୟାନ ରାଜେଶ ଅଗ୍ରୱାଲଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ସଂଗଠନର ମୁଖ୍ୟସଂଯୋଜକ ଅଗ୍ରୱାଲ କହିଲେ ଯେ, ଆମ ଜିଲ୍ଲା ଅଫିସ୍ କୁ କେତେଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ବାହାଘର କରିବା ପାଇଁ ପ୍ରସ୍ତାବ ଆସିଛି ।ତାହା ଉପରେ ମଧ୍ୟ ସଂଗଠନ ବିଚାରକୁ

ନିଆଯିବ ।ଆସନ୍ତା ଜାତୀୟ ସ୍ତରରେ  ହେବାକୁ ଥିବା ସନ୍ତରଣ ପ୍ରତିଯୋଗିତାରେ ଯେଉଁ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଭାଗ ନେବେ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ସଂଗଠନର ଉପ ସଭାପତି ଶ୍ରୀ ଅଶୋକ ଅଗ୍ରଵାଲ ମତପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ଅଗ୍ରୱାଲ ଚେରିଟେବୁଲ ଟ୍ରଷ୍ଟ ର ଶ୍ରୀମତୀ କବିତା ଅଗ୍ରୱାଲ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ପରିଶେଷରେ ସଂଗଠନର ସମ୍ପାଦକ ମେଘନାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ କ୍ଷତ୍ରିୟ ଧାକଡ ସମାଜ ସଭାପତି ହେଲେ ପଦ୍ମ ସିଂହ   21-Jan-2026
  ଜିଲ୍ଲା  
କେନ୍ଦୁପାଲି ସ୍କୁଲରେ ବାର୍ଷିକ "ସରଗମ " ମହୋତ୍ସବ   21-Jan-2026
  ଜିଲ୍ଲା  
ବିନିକ ହାଇସ୍କୁଲ ରେ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର   21-Jan-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ; ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର - ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି   21-Jan-2026
  ଜିଲ୍ଲା  
ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ   21-Jan-2026
  ଜିଲ୍ଲା  
ଏମଭି–୭୯ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍‌ ଶ୍ରୀ ଉତ୍ସବ : ଶିକ୍ଷା ହେଉଛି ଜୀବନ ଗଢ଼ିବାର ମୂଳ ଆଧାର   21-Jan-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ   21-Jan-2026
  ଜିଲ୍ଲା  
*ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାଆଙ୍କ ଦ୍ୱରା, ମାଆଙ୍କର ଓ ମାଆଙ୍କ ପାଇଁ ସପ୍ତ ଶକ୍ତି ସାଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ*   20-Jan-2026
  ଜିଲ୍ଲା  
ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରଂ" ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ"   20-Jan-2026
  ଜିଲ୍ଲା  
ବଲାଙ୍ଗୀର ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: କଳା, ସାହିତ୍ୟ ଓ ସଂସ୍କୃତି ବିଭବରେ ପରିପୂର୍ଣ୍ଣ ବଲାଙ୍ଗୀର ରେ ଏକ ମଲ୍ଟି ପରପୋଜ ଲାଇବ୍ରେରୀ ସ୍ଥାପନ ହେଉ   20-Jan-2026
  ଜିଲ୍ଲା  
*ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ପାଳନ* -   20-Jan-2026
  ଜିଲ୍ଲା  
*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*   20-Jan-2026

You Might Also Like